‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ’
ଭୁବନେଶ୍ୱର,୧ା୨(ବ୍ୟୁରୋ): ୨୦୨୩-୨୪ରେ କେନ୍ଦ୍ର ସରକାର ଆଣିଥିବା ବଜେଟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କିଛି କ୍ଷେତ୍ରରେ ଆଣିଥିବା ପଦକ୍ଷେପ ବେଶ୍ ପ୍ରଶଂସାଯୋଗ୍ୟ। ଆଉ କିଛି ବଜେଟ ଚିନ୍ତାଜନକ। ଯାହାର ସମାଧାନ କରିବା…
ମା’ଙ୍କ ବଜେଟ୍ ଉପସ୍ଥାପନ, ଗ୍ୟାଲେରିରେ ବସିଥିଲେ ଝିଅ
ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବୁଧବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ତାଙ୍କ ଝିଅ ଏବଂ ପରିବାର ଲୋକେ ପରିଦର୍ଶକ ଗ୍ୟାଲେରିରେ ବସି ଦେଖୁଥିଲେ। ୨୦୨୪ ଲୋକ ସଭା ନିର୍ବାଚନ…
୨୦୨୩ରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ରେଳ ବିଭାଗକୁ ୨.୪୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୨୨ରେ ରେଳବାଇର ମୋଟ ବଜେଟ ୧୪୦୩୬୭.୧୩ କୋଟି ଥିଲା। ୨୦୧୩-୧୪ ବର୍ଷ ତୁଳନାରେ, ଏହି…
୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ
ଓ୍ବାଶିଂଟନ,୧ା୨: ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଟେକ୍ସାସରୁ ଓ୍ବେଷ୍ଟ ଭର୍ଜିନିଆ ପର୍ଯ୍ୟନ୍ତ ବରଫର ଆସ୍ତରଣ ଜମିଛି। ଏଭଳି ପରିସ୍ଥିତିରେ ଝଡ଼ର ସମ୍ମୁଖୀନ ହେବା ପରେ ଆମେରିକା ୧୪୦୦ରୁ ଅଧିକ ବିମାନ ବାତିଲ…
ମହିଳାଙ୍କ ପ୍ରତି ବଢୁଛି ନିର୍ଯାତନା
ଇସଲାମାବାଦ,୧ା୨: ପାକିସ୍ତାନର ମହିଳାଙ୍କ ଅବସ୍ଥା ଆଫଗାନିସ୍ତାନ ମହିଳାଙ୍କ ଅପେକ୍ଷା ଅତ୍ୟନ୍ତ ଖରାପ ଅଟେ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଟ୍ରାନ୍ସଜେଣ୍ଡର ହିଂସା, ଭେଦଭାବ ଏବଂ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ହ୍ୟୁମାନ ରାଇଟ୍ସ ଓ୍ବାଚ୍ (HRW) ରିପୋର୍ଟରେ…
ନବ ଦାସଙ୍କ ପିଏସ୍ଓ ନିଲମ୍ବିତ
ଝାରସୁଗୁଡ଼ା ଅଫିସ,୧ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ବଦଳି ତ କାହାକୁ ନିଲମ୍ବିତ କରିଚାଲିଛନ୍ତି।…
ଆୟକର ଦାତାଙ୍କୁ ଆଶ୍ୱସ୍ତି: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ନାହିଁ…
ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଆୟକର ଦାତାଙ୍କୁ ଆଶ୍ପସ୍ତି ମିଳିଛି। ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନ୍ୟୁ ଟ୍ୟାକ୍ସ ରିଜିମ ଅନ୍ତର୍ଗତ ଏହା ଆୟକର ଦାତାଙ୍କୁ ପ୍ରଦାନ…
୮୭ ମିନିଟରେ ୨୦୨୩ ବଜେଟ ଉପସ୍ଥାପନ: ନୂଆ ଭାରତର ଚିତ୍ର ସ୍ପଷ୍ଟ,ରାଜ୍ୟଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ,ପ୍ୟାନ କାର୍ଡକୁ ଜାତୀୟ ପରିଚୟ କାର୍ଡ ମାନ୍ୟତା…
ନୂଆଦିଲ୍ଲୀ,୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୮୭ ମିନିଟର ବଜେଟ ଉପସ୍ଥାପନ କରି ନୂଆ ଭାରତର ଚିତ୍ର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଏକ…
କ’ଣ ହେଲା ଶସ୍ତା-ମହଙ୍ଗା…
ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ କେଉଁ ଜିନିଷ ଶସ୍ତା ଏବଂ କେଉଁ ଜିନିଷ ମହଙ୍ଗା ହୋଇଛି ତାହା ମନ୍ତ୍ରୀ କହିଛନ୍ତି।…
ବଜେଟ ପରେ ଶେୟାର ବଜାରରେ ଉତ୍ସାହ…
ନୂଆଦିଲ୍ଲୀ,୧।୨ : ବଜେଟ ପରେ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ସେନ୍ସେକ୍ସ ଏବଂ ନିଫ୍ଟି ଉଭୟ ଲାଭ ସହିତ ଖୋଲିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମୟରେ ଷ୍ଟକ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାୟ ୧୧୦୦ ପଏଣ୍ଟ ହାସଲ…
ମହିଳାମାନଙ୍କ ୨ ଲକ୍ଷ ଜମା ଉପରେ ୭.୫ ପ୍ରତିଶତ ସୁଧ, ଆଇଟି ରିଟର୍ନ ସହଜ, ଟ୍ୟାକ୍ସ ରିଟର୍ନର ପ୍ରକ୍ରିୟାକରଣ ୯୦ରୁ ୧୬ ଦିନକୁ ହ୍ରାସ…
ନୂଆଦିଲ୍ଲୀ,୧।୨ : ମହିଳାମାନଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅଧୀନରେ ମହିଳା ସମ୍ମାନ ବଚନ ପାତ୍ର ଘୋଷଣା କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ନୂତନ ସଞ୍ଚୟ ଯୋଜନା…
୯୦୦୦ କୋଟି ଏମଏସଏମଇଶିଳ୍ପକୁ ୨ ଲକ୍ଷ କୋଟି ଋଣ-ସେବି ହେବ ଅଧିକ ଶକ୍ତିଶାଳୀ…
ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଋଣ ଗ୍ୟାରେଣ୍ଟି ଏମଏସଏମଇ ପାଇଁ ଏକ ପୁନଃନିର୍ମାଣ ଯୋଜନା ଆସିବ। ୧ ଏପ୍ରିଲ ୨୦୨୩ ରୁ, ୯୦୦୦ କୋଟି ଶିଳ୍ପକୁ ଋଣ ରୂପେ ଦିଆଯିବ । ପ୍ରଧାନ ମନ୍ତ୍ର…
Archives


