ସୁପ୍ରିମ୍କୋର୍ଟ ବିରୋଧରେ ପଦକ୍ଷେପ ଗ୍ରହଣ କଲା ପାକିସ୍ତାନର ଶାସକ ମେଣ୍ଟ…
ଇସଲାମାବାଦ,୨୫।୨ : ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିର୍ବାଚନ ଆୟୋଜନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁଭଳି ଭାବରେ ଶୁଣାଣି ଆରମ୍ଭ କରିଥିଲେ, ତାହାକୁ…
ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…
ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଚାଇନା…
‘ବ୍ରିଟେନର ଆର୍ଥିକ ଭବିଷ୍ୟତ ପାଇଁ ହିନ୍ଦୀ, ଗୁଜରାଟୀ, ଊର୍ଦ୍ଦୁ ଶିକ୍ଷା ଜରୁରୀ’
ଲଣ୍ଡନ,୨୫ା୨: ୟୁକେ ସରକାରଙ୍କୁ ଦକ୍ଷିଣ ଏସୀୟ ଭାଷା ଶିକ୍ଷା କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। କାରଣ ଏହି ଭାଷା ଦକ୍ଷତା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଜରୁରୀ ଅଟେ ବୋଲି ଶ୍ରମ ଏବଂ ସମବାୟ ସଂସଦର ସଦସ୍ୟ…
ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…
ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବ ଏବଂ ୧୭ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହାକୁ ଏକ୍ସ ଡେଜାର୍ଟ…
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…
ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ ରାଷ୍ଟ୍ରପତି…
ତୁର୍କୀରେ ପୁଣି ଭୂକମ୍ପ
ଆଙ୍କାରା,୨୫ା୨: ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ ଏବଂ…
ପାକିସ୍ତାନକୁ ସଙ୍କଟ ମୁକ୍ତ କରି ପାରିବେ ମୋଦି: ପୂର୍ବତନ ର‘ ମୁଖ୍ୟ…
ନୂଆଦିଲ୍ଲୀ,୨୫।୨ : ପାକିସ୍ତାନ ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ରହିଛି। ଏପରିସ୍ଥଳେ ଭାରତୀୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଅମରଜିତ…
ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଥମ ଥର ପାଇଁ ୬୦ ମତଗଣନା ପର୍ଯ୍ୟବେକ୍ଷକ ନିଯୁକ୍ତ…
ଅଗରତାଲା,୨୫।୨ : ତ୍ରିପୁରାରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଲୋକମାନେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୬୦ ଜଣ ମତଗଣନାପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଯେଉଁଥିରେ ଭୋଟ ଗଣତିକୁ ନିରପେକ୍ଷ ଏବଂ ସ୍ବତନ୍ତ୍ର ଭାବରେ…
ଆମେରିକା ବିଲିୟନେୟାର ନିଜକୁ ଗୁଳ କରି କଲେ ଆତ୍ମହତ୍ୟା…
ଓ୍ବାଶିଂଟନ,୨୫।୨ : ଆମେରିକୀୟ ବିଲିୟନେୟାର ଫାଇନାନ୍ସର୍ ଥୋମାସ ଏଚ ଲି ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ଇକ୍ୱିଟି ବିନିଯୋଗ ଏବଂ ଲିଭରେଜ କ୍ରୟଆଉଟର ଅଗ୍ରଦୂତ ଭାବରେ ବିବେଚିତ ହେଉଥିଲେ ମୃତ୍ୟୁ ବେଳକୁ ତାଙ୍କ ୭୮ ବର୍ଷ ବୟସ ହୋଇଥିଲା।…
ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତ-ଜର୍ମାନୀ ସହମତ: ମୋଦି…
ନୂଆଦିଲ୍ଲୀ,୨୫।୨ : ଜର୍ମାନ ଚାନନ୍ସଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଦୁଇ ଦିନିଆ ଭାରତ ଗସ୍ତରେ…
ରାଜନୀତିରୁ ସନ୍ୟାସ ନେବେ ସୋନିଆ, ଦେଲେ ସଙ୍କେତ…
ରାୟପୁର,୨୫।୨ : ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ…
କାମ୍ବୋଡିଆରେ ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…
ଜେନେଭା,୨୫।୨ : ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ଭେଙ୍ଗ ପ୍ରଦେଶରେ ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷ ବୟସ୍କା ନାବାଳିକଙ୍କର ମୃତ୍ୟୁ ଘଟିଛି। ଏବେ ତାଙ୍କ ପିତାଙ୍କଠାରେ ମଧ୍ୟ ଏଚ-୫ଏନ-୧ ମାନବ ପକ୍ଷୀ ସ୍ବାଇନ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଛି। ତାଙ୍କ…
Archives


