Home Middle

ଭାରତ ବୁଲ୍‌ଡୋଜରରେ ନୁହେଁ, ଆଇନ ଦ୍ୱାରା ପରିଚାଳତ

ନୂଆଦିଲ୍ଲୀ,୩ା୧୦: ଭାରତର ମୁଖ୍ୟ ବିଚାରପତି (CJI) ବି.ଆର୍‌ ଗଭାଇ ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ପରିଚାଳିତ ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ। ମରିସସ୍‌ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ସେ ‘ବୁଲଡୋଜର ନ୍ୟାୟ’କୁ…

ଶାନ୍ତି ଚୁକ୍ତି ଗ୍ରହଣ ପାଇଁ ହମାସକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, କହିଲେ ଏଥର ରାଜି ନ ହେଲେ…

ଓ୍ବାଶିଂଟନ,୩ା୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏକ ସମୟସୀମା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ ରବିବାର (ଅକ୍ଟୋବର ୫) ସନ୍ଧ୍ୟା ୬ଟା ଭିତରେ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ଦିଆଯାଇଛି। ଯଦି…

SI ପରୀକ୍ଷା ସ୍କାମ: ବିଜେଡିର ସାଂଘାତିକ ଖୁଲାସା, ମାଷ୍ଟରମାଇଣ୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର,୩।୧୦: SI ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପେପର୍‌ ଲିକ ଘଟଣାରେ କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଛି। ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା…

୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା! ଓଡ଼ିଶାରେ ପ୍ରବଳ ବର୍ଷା, ଆଲର୍ଟରେ ସରକାର

ଭୁବନେଶ୍ୱର,୩।୧: ଦ୍ରୁତ ଗତିରେ ଭାରତୀୟ ଉପକୂଳକୁ ମାଡି ଆସୁଛି ବାତ୍ୟା। ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ…

କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌, ଜେଲ୍‌ର ସେଲ୍‌ କାଟି ଫେରାର୍

କଟକ,୩।୧: କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା…

ଦଶହରାରେ ଓଡ଼ିଆ ସିନେମା ଉପରେ ଅନ୍ୟାୟ, ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଅନୁଭବ

ଭୁବନେଶ୍ୱର,୩।୧: ଓଡ଼ିଶାରେ ପବିତ୍ର ଦଶହରା ଉତ୍ସବ ଅବସରରେ, ରାଜ୍ୟର ଚଳଚ୍ଚିତ୍ର ଶିଳ୍ପ ଏକ ଦୁଃଖଦ ଓ ଅନ୍ୟାୟପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଥିବା କୁହାଯାଇଛି। ଓଡ଼ିଆ ସିନେମା, ଯାହା ରାଜ୍ୟର କଳା, ସଂସ୍କୃତି ଓ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ, ତାହା ଏହି…

ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ

ମୋହନା, ୩।୧୦(ମନ୍ମଥ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ…

ଆଜି ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷିବ, ୭ ଜିଲାକୁ ରେଡ ଆଲର୍ଟ

ଭୁବନେଶ୍ୱର,୩।୧: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଓଡ଼ିଶାରେ ପ୍ରବଳ ବର୍ଷା ଆଣିଛି, ଯାହା ଏବର୍ଷର ଦୁର୍ଗାପୂଜା ଉତ୍ସବରେ ବାଧା ସୃଷ୍ଟି କରିଛି। ଗୋପାଳପୁର ନିକଟରେ ଏହି ଗଭୀର ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ଏବଂ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ…

ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…

ଗାଈ ଚରାଇବାକୁ ଯାଇଥିଲେ ତ୍ରିନାଥ, ଧସିଲା ପାହାଡ଼: ଆଉ ତା’ପରେ…

ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି ଥାନା…

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ସେଣ୍ଟର

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଆଦି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର…

ଭାରତ କାହା ଆଗରେ ନଇଁବ ନାହିଁ: ଆମେରିକାକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଟାର୍ଗେଟ କରିଥିଲେ। ଆମେରିକା ଭାରତ ଏବଂ ଚାଇନାକୁ ରୁଷିଆର ଶକ୍ତି ସମ୍ପର୍କ ସମାପ୍ତ କରିବାକୁ ଚାପ ପକାଇବାକୁ ଚାହୁଁଛି, କିନ୍ତୁ ଏପରି ପଦକ୍ଷେପ ଓଲଟା ପ୍ରଭାବ ପକାଇପାରେ ବୋଲି ପୁଟିନ ଆମେରିକାକୁ ଚେତାବନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri