ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦେଲେ ପରମାଣୁ ଧମକ
ମସ୍କୋ,୨୫ ।୩: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ ଚେତାବନୀ ଦେଇଛନ୍ତି କି ଯଦି ୟୁକ୍ରେନ ପକ୍ଷରୁ କ୍ରିମିୟାକୁ କବଜା କରିବାକୁ ଚେଷ୍ଟା କରାଗଲା ତେବେ ପରମାଣୁ ଆକ୍ରମଣ ଜରିଆରେ ଏହାର ଜବାବ ମିଳିବ । ମେଦଭେଦଭ ରୁଷିଆ ରାଷ୍ଟ୍ରପତିଙ୍କ ବିରୋଧରେ…
ଭାରତୀୟ ଦୂତାବାସରେ ଭଙ୍ଗାରୁଜା ଘଟଣାକୁ ନେଇ ଚେତାବନୀ ଦେଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୫ ।୩: ଗତ କିଛିଦିନ ହେବ ବିଦେଶରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ଭାରତ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତ କହିଛି ଏହି ଘଟଣାରେ ସଂମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ସମ୍ବନ୍ଧିତ…
ଗୁଜରାଟର ୧୭ ଜେଲରେ ସାରା ରାତି ଚଢାଉ, କିଛି ମୋବାଇଲ ଫୋନ ଜବତ
ଗାନ୍ଧିନଗର,୨୫ ।୩: ସାବରମତି ସମେତ ଗୁଜରାଟର ୧୭ ଜେଲରେ ଶୁକ୍ରବାର-ଶନିବାର ମଧ୍ୟ ରାତିରେ ଚଢାଉ କରାଯାଇଛି । ଏସବୁ ଜିଲାରୁ କିଛି ମୋବାଇଲ ଫୋନ ଜବତ କରାଯାଇଛି । ଗୃହମନ୍ତ୍ରୀ ହର୍ଷ ସଂଘବି କଂଣ୍ଟ୍ରୋଲ ରୁମରୁ ଚଢାଉର ଲାଇଭ ମନିଟରିଂ କରିଛନ୍ତି…
ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହେଲେ ଏରିକ ଗାର୍ସିଟି, ଉପରାଷ୍ଟ୍ରପତି କମଲା ହ୍ୟାରିସ କରାଇଲେ ଶପଥପାଠ
ୱାଶିଂଟନ,୨୫ ।୩: ଲସ ଆଞ୍ଜେଲସର ପୂର୍ବତନ ମେୟର ଏରିକ ଗାର୍ସିଟି ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ ହୋଇଯାଇଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଶୁକ୍ରବାର ଏରିକ ଗାର୍ସିଟିଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ,…
ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀଙ୍କୁ ଶୁକ୍ରବାର ବଦଳି କରାଯାଛି। ତାଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦିଆଯାଇଛି। …
ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ବିରୋଧୀ ନେତା: ମମତା
କୋଲକାତା,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ରହିଛନ୍ତି…
ସଦସ୍ୟତା ଯିବା ପରେ ଏବେ ରାହୁଲଙ୍କୁ ଛାଡ଼ିବାକୁ ପଡ଼ିବ କି ସରକାରୀ ବଙ୍ଗଳା
ନୂଆଦିଲ୍ଲୀ,୨୪।୩: ମୋଦିଙ୍କ ସରନେମ୍କୁ ନେଇ ଦେଇଥିବା ବୀବାଦୀୟ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଶେଷ ହୋଇଛି। ଲୋକ ସଭା ସଚିବାଳୟ…
ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ କରିଦିଆଯାଇଛି। ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେରଳର ୱାୟାନାଡ ସଂସଦୀୟ ବିଧାନସଭାନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ କଂଗ୍ରେସ ନେତା ରାହୁଲ…
ପ୍ରେସ୍ କ୍ଲବରୁ ପାକିସ୍ତାନୀଙ୍କୁ ଧକ୍କା ଦେଇ ବାହାର କଲା ଆମେରିକା
ଓ୍ବାଶିଂଟନ,୨୪ା୩: ଆମେରିକାରେ କିଛି ପାକିସ୍ତାନୀ ନିଜ ଦେଶକୁ ଅପମାନିତ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ନ୍ୟାଶନାଲ ପ୍ରେସ୍ କ୍ଲବ୍ରେ କାଶ୍ମୀରର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ସେଠାରେ କିଛି ପାକିସ୍ତାନୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ପାଟି…
ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିପକ୍ଷ ଦଳ
ନୂଆଦିଲ୍ଲୀ,୨୪।୩: ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…
ଇରାନରେ ଭୂକମ୍ପ
ତେହରାନ,୨୪ା୩: ଇରାନରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର-ପଶ୍ଚିମ ଇରାନ ଅଞ୍ଚଳରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଛି। ଏନେଇ ଇଏମ୍ଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ।
ପୋଲିସ-ଅପରାଧୀ ମୁହାଁମୁହିଁ, ୧୩ ମୃତ
ବ୍ରାସିଲିଆ,୨୪ା୩: ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ହୋଇଛି। ବ୍ରାଜିଲର ସମୁଦ୍ରକୂଳ ସହର ରିଓ ଡି ଜେନେରିଓ ବାହାରେ ଅପରାଧୀଙ୍କ ସହ ସଂଘର୍ଷ ଘଟିଥିବା…
Archives


