Home Middle

ମନରେଗା ଶ୍ରମିକଙ୍କ ବଢ଼ିଲା ମଜୁରୀ: ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୩ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ମଜୁରୀ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ହରିୟାଣାର ଦୈନିକ ସର୍ବାଧିକ ମଜୁରୀ ୩୫୭ ଟଙ୍କା ଥିବାବେେଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ…

ମୋଦିଙ୍କୁ ଲଲନଙ୍କ ପ୍ରଶ୍ନ, ନୀତୀଶଙ୍କ ଡିଏନଏ ଉପରେ ମନ୍ତବ୍ୟ କେଉଁ ପ୍ରକାରର ଅପମାନ ?…

ପାଟନା,୨୬।୩ : କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତାରୁ ଅଯୋଗ୍ୟତା ଘୋଷଣା ପରେ ରବିବାର ଦଳର ନେତା ଓ କର୍ମୀମାନେ ସତ୍ୟାଗ୍ରହ ପାଳନ କରିଛନ୍ତି। ବର୍ତ୍ତମାନ ଅନ୍ୟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ରାହୁଲଙ୍କୁ ସମର୍ଥନ କରୁଛନ୍ତି ଏବଂ…

ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ହଂକଂରେ ପ୍ରଥମ ପ୍ରଦର୍ଶନ…

ହଂକଂ,୨୬।୩ : କଡା ନିୟମ ମଧ୍ୟରେ ରବିବାର ହଂକଂବାସୀ ସରକାରଙ୍କ ବିରୋଧରେ ପ୍ରଥମ ବିରୋଧ ପ୍ରଦର୍ଶନ କରିଛନ୍ତି। ପ୍ରସ୍ତାବିତ ପୁନରୁଦ୍ଧାର ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ନିର୍ମାଣ ବିରୋଧରେ ଏହି ପ୍ରତିବାଦ କରାଯାଇଥିଲା। କରୋନା କଟକଣା ଯୋଗୁ ଏହି ବିରୋଧ ପୂର୍ବରୁ…

ପରୀକ୍ଷଣ ସମୟରେ ଧ୍ରୁବ ହେଲିକପ୍ଟରର ଜରୁରୀକାଳୀନ ଅବତରଣ…

କୋଚି,୨୬।୩ : ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ ଧ୍ରୁବ ହେଲିକପ୍ଟରର ଏକ ପରୀକ୍ଷଣ ବିମାନକୁ ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ଏଏଲଏଚ ଧ୍ରୁବ ମାର୍କ-୩ ଏକ ପରୀକ୍ଷଣ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ…

ବ୍ରିଟେନ-ଓ୍ବେଲ୍ସରେ ହିନ୍ଦୁ ଅଧିକ ସୁସ୍ଥ-ଯୋଗ୍ୟ: ରିପୋର୍ଟ…

ଲଣ୍ଡନ/କାର୍ଡିଫ,୨୬।୩ : ବ୍ରିଟେନ ଏବଂ ୱେଲ୍ସର ସମସ୍ତ ଧାର୍ମିକ ଗୋଷ୍ଠୀଙ୍କ ମଧ୍ୟରେ ହିନ୍ଦୁମାନେ ସବୁଠାରୁ ସୁସ୍ଥ ଏବଂ ଫିଟ। ସେମାନଙ୍କ ମଧ୍ୟରେ ଦିବ୍ୟାଙ୍ଗତା ସଂଖ୍ୟା ମଧ୍ୟ ସର୍ବନିମ୍ନ ଅଟେ। ନୂତନ ଜନଗଣନା ତଥ୍ୟରୁ ଏହା ଜଣ ପଡ଼ିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ…

ପ୍ରଭୁ ଶ୍ରୀରାମ-ପାଣ୍ଡବ ପରିବାରବାଦୀ ଥିଲେ କି ? : ପ୍ରିୟଙ୍କା…

ନୂଆଦିଲ୍ଲୀ,୨୬।୩ : ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ କରୁଛି। ଦିଲ୍ଲୀର ରାଜଘାଟରେ ଆୟୋଜିତ କଂଗ୍ରେସର ସଙ୍କଳ୍ପ ସତ୍ୟାଗ୍ରହକୁ ସମ୍ବୋଧିତ କରି ଦଳର ମହା ସଚିବ ପ୍ରିୟଙ୍କା ଗାନ୍ଧୀ…

ଟୁଇଟର ବାୟୋ ପରିବର୍ତ୍ତନ କଲେ ରାହୁଲ, ଲେଖିଲେ ‘ଅଯୋଗ୍ୟ ଏମ୍‌ପି’…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦ ସଦସ୍ୟତା ଛାଡିବା ପରେ ତାଙ୍କ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ରାହୁଲ ‘ଅଯୋଗ୍ୟ ଏମ୍‌ପି’ ଲେଖି ନିଜ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ବାସ୍ତବରେ ଏହା ରାହୁଲଙ୍କ…

କାନାଡା ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ…

ଟରଣ୍ଟୋ,୨୬।୩ : ଭାରତ କାନାଡାର ହାଇ କମିଶନରଙ୍କୁ ଜବାବ ତଲବ କରିଛି। କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ଉପାଦାନଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ…

ମୃତ୍ୟୁ ପରେ ଶରୀର ଦାନ ଦ୍ୱାରା ଉପକୃତ ହୁଅନ୍ତି ଲୋକେ: ୯୯ ତମ ମନ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୯ ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି ଆମର ଏବଂ ତୁମର ମନ କି ବାତର ଏହି ମିଳନ ଏହାର ୯୯ ତମ ସ୍ଥାନରେ ପହଞ୍ଚିଛି। ସାଧାରଣତଃ…

ରାହୁଲଙ୍କ ପରେ ଏବେ ତେଜସ୍ବୀଙ୍କ ବିରୋଧରେ ମାନହାନୀ ମାମଲା: ଛତିଶଗଡ଼ରେ ମାମଲା ରୁଜୁ…

ପାଟନା,୨୬।୩ : ବିବାଦୀୟ ମନ୍ତବ୍ୟ ଯୋଗୁଁ ରାହୁଲ ଗାନ୍ଧୀ ସଦସ୍ୟତା ହରାଇଛନ୍ତି। ତାଙ୍କୁ ଗୁଜୁରାଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏବେ ବିହାରର ଉପବମୁଖ୍ୟମନ୍ତ୍ରୀ ତେଜନ୍ତସ୍ବୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଗୁଜରାଟୀ ସମ୍ପ୍ରଦାୟ ବିଷୟରେ…

ବାଲୁଚିସ୍ତାନରେ ଭୂକମ୍ପ

ଇସଲାମାବାଦ,୨୬ା୩: ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବାଲୁଚିସ୍ତାନ ପ୍ରଦେଶର ଝାଲ ମଗାସି ଜିଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ସମଗ୍ର ଅଞ୍ଚଳରେ କମ୍ପନ ଅନୁଭୂତ ହେଉଥିବାରୁ ଜିଲାର ଅନେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ। ପାଣିପାଗ…

ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର ଦିଲ୍ଲୀର ରାଜଘାଟରେ ଏକ ସତ୍ୟାଗ୍ରହ ଆୟୋଜନ କରିଛି। ଦିଲ୍ଲୀର ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri