Home Middle

ଶାହା ବଡ଼ ପଦବୀ ଦେବାର ପ୍ରତିଶ୍ରୁତି ଦେଇଥିଲେ, ଶେଟାର କଂଗ୍ରେସରେ ଯୋଗଦେବା ନେଇ କହିଲେ ବୋମ୍ମାଇ…

ବେଙ୍ଗାଲୁରୁ,୧୭।୪ : କର୍ନାଟକ ବିଧାନସଭା ର୍ନିବାଚନ ପୂର୍ବରୁ ହୁବଲି-ଧରୱାଡ ସେଣ୍ଟ୍ରାଲର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ତାଙ୍କ ନିଷ୍ପତ୍ତି ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ…

ଦିଲ୍ଲୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ଭାଜପା କରିଛି ଷଡ଼ଯନ୍ତ୍ର…

ମୁମ୍ବାଇ,୧୭।୪ : ସୋମବାର ଦିଲ୍ଲୀ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏକ୍ସାଇଜ ନୀତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରାଯିବାର ଗୋଟିଏ ଦିନ ପରେ ଏହି ସ୍ବତନ୍ତ୍ର ଅଧିବେଶନକୁ ଡକାଯାଇଛି। ଏହି ଅଧିବେଶନ ଆରମ୍ଭରେ, ଏଏପି…

ଶାହରୁଖଙ୍କ ଉପରେ ଲାଗିଲା ୟୁଏପିଏ ଆକ୍ଟ

ନୂଆଦିଲ୍ଲୀ, ୧୭।୪, କେରଳର କୋଝିକୋଡ୍‌ରେ ଟ୍ରେନ୍‌ରେ ନିଆଁ ଲଗାଇବା ଘଟଣାରେ ଦୋଷୀ ଶାହରୁଖ ସୈଫ୍‌ଙ୍କ ଉପରେ ୟୁଏପିଏ ଆକ୍ଟ ଲଗାଯାଇଛି। ତାଙ୍କୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି । ସୂଚନାଥାଉ କି, ଏପ୍ରିଲ ୨ ରାତିରେ କୋଝିକୋଡ୍‌ ଜିଲାର ଏଲାଥୁର ରେଳ…

ଅଭିଷେକ ବାନାର୍ଜୀଙ୍କୁ ଇଡ଼ି-ସିବିଆଇ ପଚରାଉଚରା ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୪ : ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଯେଉଁଥିରେ ଅନୁସନ୍ଧାନକାରୀ ସଂସ୍ଥା ଇଡ଼ି-ସିବିଆଇ ଦ୍ୱାରା ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ…

୨୦୨୪ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଆସନ ଜିତିବ: ଚୌବେ…

ମୁମ୍ବାଇ,୧୭।୪ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ। ଏହା ସହିତ ସେ ଝାଡଖଣ୍ଡ ସରକାରଙ୍କୁ…

ଆଇପିଏଲର ୨୪ ତମ ମ୍ୟାଚ: ବେଙ୍ଗାଲୁରୁରେ ସିଏସକେ-ଆରସିବି ଲଢ଼େଇ…

ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସଜିନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନି ଗୋଟିଏ…

କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୧୭।୪, କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କର ହତ୍ୟା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ ଦେଖାଦେଇଛନ୍ତି। ସେ ରାଜ୍ୟର ନୂଆ ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଛନ୍ତି। ତାଲିକାରେ ଅଛନ୍ତି ଭଦେହିର…

ସହରୀ ଆଭିଜାତ୍ୟ ବର୍ଗଙ୍କର ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଦିବା ଉଚିତ ନୁହେଁ: ସମଲିଙ୍ଗୀ ବିବାହ ନେଇ କହିଲେ ସରକାର…

ନୂଆଦିଲ୍ଲୀ,୧୭।୪ : ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର କହିଛି…

କରୋନା ପରେ ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବୟସ୍କଙ୍କ ତୁଳନାରେ ୨ ଗୁଣା ଅଧିକ ଆଣ୍ଟିବଡି: ରିପୋର୍ଟ…

ନୂଆଦିଲ୍ଲୀ,୧୭।୪ : ପ୍ରଥମ ଥର ପାଇଁ କରୋନା ସମ୍ବନ୍ଧରେ ଶିଶୁ ଏବଂ ବୟସ୍କଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ଏହା ଅନୁଯାୟୀ, କରୋନା ପରେ ପିଲାମାନଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଦୁଇଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି।…

ମସଜିଦ୍‌ରେ କୱାଲି ଶୁଣୁଛନ୍ତି ହନୁମାନ ଚାଳିଶା ପାଠ କରୁଥିବା ଲୋକେ: ଉଦ୍ଧବ…

ମୁମ୍ବାଇ,୧୭।୪ : ଉଦ୍ଧବ ଠାକରେ ପୁଣି ଥରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ମୋର ଅଭିଯୋଗ ହେଉଛି ଯେ ମୁଁ କଂଗ୍ରେସ ସହିତ ଯାଇ ହିନ୍ଦୁତ୍ୱ ଛାଡିଥିଲି, କଂଗ୍ରେସରେ ହିନ୍ଦୁ ନାହାଁନ୍ତି କି? ଭାଜପା-ଆରଏସଏସର…

ପୁଣି କରୋନା ଆତଙ୍କ: ୬୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଭାଜପାକୁ ଝଟକା: କଂଗ୍ରେସ ଶିବିରରେ ଜଗଦୀଶ ଶେଟାର..

ବେଙ୍ଗାଲୁରୁ,୧୭।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଶେଟାର ରବିବାର ଭାଜପାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଆଲୋଚନା ହେଉଥିଲା ଯେ ଶେଟାର କଂଗ୍ରେସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri