ରୋହିତ ଗମ୍ଭୀରଙ୍କ ଲମ୍ବା ଆଲୋଚନା, ଅଧିନାୟକ ପଦ ଯିବା ପରେ ହେଲା ପ୍ରଥମ ଦେଖା
ପର୍ଥ,୧୬ା୧୦: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇବେ। ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତଙ୍କ ସ୍ଥାନରେ…
ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବ ନେସ୍ଲେ
ନୂଆଦିଲ୍ଲୀ,୧୬ା୧୦: ସ୍ୱିଜରଲ୍ୟାଣ୍ଡର ଫୁଡ୍ କମ୍ପାନୀ ନେସ୍ଲେ ଗୁରୁବାର ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି। ଏହି ଘୋଷଣା ପରେ କମ୍ପାନୀର ଶେୟାର ମୂଲ୍ୟ ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହା ଜୁରିଚ୍…
ଓଡ଼ିଶା ପାଇଁ ୧୦ ଉପସଭାପତି ଘୋଷଣା କଲା ଭାଜପା, ଏହି ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧୬ା୧୦: ଓଡ଼ିଶା ଭାଜପା ନିଜର ନୂଆ ପଦାଧିକାରୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ନାମ ସାମିଲ ରହିଛି। ଉପସଭାପତି ଭାବେ ଯତୀନ ମହାନ୍ତି, ଅଶୋକ…
ଟ୍ରମ୍ପ କହିଲେ ମୋଦି ଫୋନ୍ କରିଥିଲେ, ଭାରତ କହିଲା ମିଛ କଥା
ନୂଆଦିଲ୍ଲୀ,୧୬ା୧୦: ଭାରତ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନ୍ରେ କଥାବାର୍ତ୍ତା କରି ରୁଷିଆରୁ ତୈଳ କିଣା ବନ୍ଦ କରିବାକୁ ନିଶ୍ଚିତି…
ବିରାଟ କୋହଲି ସାଥି ଖେଳାଳିଙ୍କୁ ବାଡ଼େଇବା…., ରବି ଶାସ୍ତ୍ରୀଙ୍କ ବିସ୍ଫୋରକ ମନ୍ତବ୍ୟ
ମୁମ୍ବାଇ,୧୬ା୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। ୩୬ ବର୍ଷୀୟ କୋହଲି ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ଭାରତ…
ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ ଏହା ପଛର ବଡ଼ କାରଣ
ଅହମଦବାଦ,୧୬।୧୦: ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଗୁଜରାଟ କ୍ୟାବିନେଟ ଶୁକ୍ରବାର ବିସ୍ତାରିତ ହେବ। ଗୁରୁବାର ପୂର୍ବରୁ ସମସ୍ତ ରାଜ୍ୟ ମନ୍ତ୍ରୀମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଜଣେ ବରିଷ୍ଠ ଭାଜପା ନେତା ପୂର୍ବରୁ କହିଥିଲେ ଯେ ଆଗାମୀ କ୍ୟାବିନେଟ ବିସ୍ତାରରେ ରାଜ୍ୟରେ…
ଦୀପାବଳି ପରେ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୬ା୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା…
କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ୍ ନାଇଟ୍, ମୁଖ୍ୟ ଆକର୍ଷଣ ସିଙ୍ଗର
କଟକ,୧୬।୧୦: ଚଳିତ ବର୍ଷ କଟକ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ ଦର୍ଶକଙ୍କ ମନୋରଞ୍ଜନରେ ଚାର୍ ଚନ୍ଦ୍ ଲଗାଇବ। ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ, ହର୍ଷଦୀପ କୌର ଏବଂ ଋଷି ସିଂଙ୍କ ସମେତ ଓଲିଉଡ୍ର ୧୪ ଜଣ ନାମୀ ଗାୟକଙ୍କ ସଙ୍ଗୀତମୟ ପ୍ରଦର୍ଶନୀରେ ଦର୍ଶକମାନେ…
କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ହୋଇଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୬।୧୦: ଜେଡିୟୁର ବରିଷ୍ଠ ନେତା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତର କେସି ତ୍ୟାଗୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ସମସ୍ତ ଭାଜପା ନେତା ସର୍ବସମ୍ମତିକ୍ରମେ ଘୋଷଣା କରିଛନ୍ତି ଯେ, ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ…
ଭାରତକୁ ନେଇ ବଡ଼ କଥା କହିଦେଲା ରୁଷିଆ: ଆମେରିକାକୁ ଲାଗିଲା ଝଟ୍କା
ମସ୍କୋ,୧୬।୧୦: ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ…
ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ୨ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି…
ଭୁବନେଶ୍ୱର,୧୬ା୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ନାଁ ରହିଛି। ସେହିପରି ଭାଜପା ସଭାପତି ମନମୋହନ ସାମଲ,…
ନୂଆପଡ଼ା ରାଜନୀତିରେ ନୂଆମୋଡ଼: ଭାଜପାରେ ସାମିଲ ହେଲେ ବିଜେଡି ନେତା ଲମ୍ବୋଦର ନିଆଲ
ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ରାଜନୀତିରେ ନୂଆମୋଡ଼ ଆସିଛି। କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍କା ଲାଗିଛି ବୋଲି ରାଜନୈତିକ ମହଲରେ…
Archives


