Home Middle

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ ଭଳି, ଯଦି ଆପଣ…’, କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଷଧର ସର୍ପ’ ଭଳି, ଆପଣ ଭାବୁ୍‌ଥିବେ ଏହା ବିଷ ନା ନାହିଁ, ଯଦି ଆପଣ…

ସାମ୍ନାକୁ ଆସିଲା ଦାନ୍ତଓ୍ବୋଡା ବିସ୍ଫୋରଣ ଘଟଣାର ଭିଡିଓ, ମୃତ୍ୟୁକୁ ଖାତିର ନ କରି ଲଢ଼ିଥିଲେ ଯବାନ

ରାୟପୁର,୨୭ା୪: ଦାନ୍ତଓ୍ବୋଡାରେ ବୁଧବାର ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଗୋଟିଏ ଦିନରେ ପରେ ଅର୍ଥାତ୍‌ ଗୁରୁବାର ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରୁ କିପରି ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା…

ସିସୋଡିଆଙ୍କୁ ଲାଗିଲା ଝଟକା, ୧୨ ମେ’ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୪: ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ନୀତି ମାମଲାରେ ଏଏପି ନେତା ତଥା ଦିଲ୍ଲୀର…

ଡଙ୍ଗାବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ଆଳିରେ ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ଆଳିର ଏକ ମାଣିଆ ଘାଟରେ ନୌକା ଦୁର୍ଘଟଣାରେ…

ଆସନ୍ତା ୩୩ ବର୍ଷରେ ଜାପାନର ଜନସଂଖ୍ୟା ୧୦ କୋଟିରୁ ହେବ କମ୍‌…

ଟୋକିଓ,୨୭।୪ : ଆସନ୍ତା ୩୩ ବର୍ଷରେ ୨୦୫୬ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟିରୁ କମ୍‌ରେ ପହଞ୍ଚିବ। ଯଦି ଦେଶର ଶିଶୁ ଜନ୍ମ ହାର ବର୍ତ୍ତମାନର ସ୍ତରରେ ରୁହେ ଦେଶରେ ପ୍ରତିବର୍ଷ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ପାଞ୍ଚ ଲକ୍ଷରୁ କମ…

ଭାଜପା ମହିଳା ବିଧାୟକଙ୍କ ନିର୍ବାଚନକୁ ବେଆଇନ ଘୋଷିତ କଲେ ହାଇକୋର୍ଟ…

ଇଟାନଗର,୨୭।୪ : ଗୁଆହାଟୀ ହାଇକୋର୍ଟ ଅରୁଣାଚଳ ପ୍ରଦେଶର ଭାଜପା ମହିଳା ବିଧାୟକ ଦାସଙ୍ଗଲୁ ପୁଲଙ୍କ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି। ଭାଜପା ବିଧାୟକ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଭାଜପା…

ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା: ଏ ଗ୍ରେଡରେ ହରମନପ୍ରୀତ-ମନ୍ଧାନା-ଦୀପ୍ତି…

କୋଲାକାତା,୨୭।୪ : ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। କେନ୍ଦ୍ରୀୟ ଚୁକ୍ତିରେ ସମୁଦାୟ ୧୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌରଙ୍କ ସହିତ ଓପନର୍‌ ସ୍ମୃତି ମନ୍ଧାନା…

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ…

ରାୟପୁର,୨୭।୪ : ଛତିଶଗଡର ଦନ୍ତେୱାଡାର ଆରାନପୁରରେ ଶହୀଦ ହୋଇଥିବା ୧୦ ଜଣ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କାନ୍ଧ ଦେଇଛନ୍ତି। ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ…

ସାଇବର ସୁରକ୍ଷା ପାଇଁ ସେନାର ସାଇବର ଓ୍ବିଙ୍ଗ…

ନୂଆଦିଲ୍ଲୀ,୨୭।୪ : ସେନା କମାଣ୍ଡରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ସୂତ୍ରରୁ ପ୍ରକାଶ ବୈଠକରେ ସେନାର ସାଇବର ୱିଙ୍ଗ ଆରମ୍ଭ କରାଯାଇଥିଲା। ବିବୃତ୍ତିରେ କୁହାଯାଇଛି, ସାଇବର ଯୁଦ୍ଧରେ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକର ବଢୂଥିବା ସାମର୍ଥ୍ୟ ଏବଂ…

ଏଏପିର ରାଜଯୋଗ ଏବେ ରାଜରୋଗ ପାଲଟିଛି: ଭାଜପା…

ନୂଆଦିଲ୍ଲୀ,୨୭।୪ : ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୌନ୍ଦର୍ଯ୍ୟକରଣକୁ ନେଇ ଦିଲ୍ଲୀରେ ରାଜନୈତିକ ବିବାଦ ଜାରି ରହିଛି। ଗୁରୁବାର ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ଏମପି ତଥା ମୁଖପାତ୍ର ସୁଧାଶୁଂ ତ୍ରିବେଦୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି କୁ କଡ଼ା ସମାଲୋଚନା…

ଜୟପୁରରେ ଧୋନି-ସଞ୍ଜୁ ଲଢ଼େଇ…

ମୁମ୍ବାଇ,୨୭।୪ : ଲଗାତାର ଦୁଇଟି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ -୧୬ର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ତିନିଟି ବିଜୟ ହାସଲ କରିଛି। ପୁଣି…

ଆଇପିଏଲ ଫ୍ରାଞ୍ଚାଇଜ ପକ୍ଷରୁ ୬ ଖେଳାଳିଙ୍କୁ ୫୦ କୋଟି ଅଫର୍‌, ଅନ୍ତର୍ଜାତୀୟ କ୍ରିକେଟ ଛାଡି ଟି-୨୦ ଲିଗ ଖେଳିବାକୁ ସର୍ତ୍ତ…

କୋଲକାତା,୨୭।୪ : ଶୀର୍ଷ ଆଇପିଏଲ ଦଳର ମାଲିକମାନେ ଅନ୍ତର୍ଜାତୀୟ କ୍ରିକେଟ ତ୍ୟାଗ କରିବା ଏବଂ ଏକ ବର୍ଷ ପାଇଁ ଟି -୨୦ଲିଗ ଖେଳିବା ପାଇ ୬ ଜଣ ଇଂଲଣ୍ଡ ଖେଳାଳିଙ୍କୁ ୫୦ କୋଟି ଟଙ୍କାର ଅଫର ପ୍ରଦାନ କରିଛନ୍ତି। ‘ଟାଇମ୍ସ ଲଣ୍ଡନ’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri