Home Middle

‘ଜୋତା ପୋଛିବାର ଶକ୍ତି ଥିବା ଲୋକ ସରକାରରେ ବସିଛନ୍ତି’, ଶିନ୍ଦେଙ୍କୁ ଟାର୍ଗେଟ କରି କହିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୮।୪: ମହାରାଷ୍ଟ୍ର ରାଜନୀତିରେ ବେଶ କିଛି ଦିନ ହେବ ଟଣାଭିଡା ଲାଗି ରହିଛି। ଏବେ ଏହାରି ଭିତରେ ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କର ଏକ ବୟାନ ଅଡୁଆ ସୃଷ୍ଟି କରିଛି। ଠାକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି।…

ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ

ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି ଆରବର ଜେଦ୍ଦାହ ସହର ଯାତ୍ରା କରିଛନ୍ତି। ଏହି ବ୍ୟାଚରେ ୧୩୫ ଯାତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ,…

ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଅବୁଜା,୨୮ା୪ : ଉତ୍ତର ନାଇଜେରିଆରେ ଦୁଇଟି ପୃଥକ୍‌ ଘଟଣା ଘଟିଛି। ଉଭୟ ଘଟଣାରେ ବନ୍ଧୁକଧାରୀମାନେ ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ୫ ଜଣ ସହାୟତା କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ…

୯୧ ଏଫ୍‌ଏମ ଟ୍ରାନ୍ସମିଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲାରେ ୯୧ ଏଫ୍‌ଏମ ଟ୍ରାନ୍ସମିଟରର ଉଦ୍‌ଘାଟନ କରିଛନ୍ତି। ଏହା ସୀମା ଅଞ୍ଚଳ ଏବଂ ଆକାଂକ୍ଷା ଜିଲାଗୁଡିକର ଏଫ୍‌ଏମ ଟ୍ରାନ୍ସମିଟରର ସେବାକୁ…

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି। ପ୍ରକୃତରେ…

ଦୁଇ ସେନା ହେଲିକପ୍ଟର ଦୁର୍ଘଟଣା, ୩ ପାଇଲଟ ମୃତ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଶୁକ୍ରବାର ସୂଚନା ମିଳିଛି। ତେବେ ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର…

ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନାର ଜୋର୍‌ଦାର ପ୍ରୟାସ: ୩୮ ଯୁଦ୍ଧ ବିମାନ ଉଡ଼ାଇଲା

ତାଇପେ,୨୮ା୪ ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନା କ୍ରମାଗତ ଭାବରେ ବିଭିନ୍ନ ପନ୍ଥା ଆପଣାଉଛି। ବର୍ତ୍ତମାନ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଚାଇନା ସେନା ତାଇଓ୍ବାନ ନିକଟରେ ପ୍ରାୟ ୩୮ ଯୁଦ୍ଧ…

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ମିଳିଛି। ଗୁରୁବାର ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ…

ଆଜି ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୪ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଯୋଗେ ଓଡ଼ିଶା ସମେତ ୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲାରେ ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ। ଆକାଂକ୍ଷୀ ଜିଲା ଓ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏଫ୍‌ଏମ୍‌…

ଇଣ୍ଡୋନେସିଆ ଡଙ୍ଗାବୁଡ଼ି ଘଟଣା: ୧୧ ମୃତଦେହ ଉଦ୍ଧାର, ଏବେ ବି ୯ ନିଖୋଜ

ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍‌ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସକାଳେ ସମୁଦ୍ରରେ ନିଖୋଜ ଥିବା ୯ ଜଣଙ୍କୁ ଖୋଜିବା ଆମମ୍ଭ କରିଛନ୍ତି।…

ବଜ୍ରପାତରେ ଚାଲିଗଲା ୧୪ ଜଣଙ୍କ ଜୀବନ

କୋଲକାତା,୨୮।୪: ପଶ୍ଚିମବଙ୍ଗର ୫ଟି ଜିଲାରେ ବଜ୍ରପାତରେ ଗୁରୁବାର ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଜ୍ରପାତ ହେତୁ ପୂର୍ବ ବରଦାମାନ ଜିଲାରେ ୪ ଜଣ, ମୁର୍ସିଦାବାଦରେ…

୨ ଘଣ୍ଟାରେ ଦୁଇଥର ଭୂକମ୍ପ

କାଠମାଣ୍ଡୁ,୨୮ା୪: ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା ଯଥାକ୍ରମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri