Home Middle

ଡିଜିଟାଲ ଆରେଷ୍ଟ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୧୦ : ଦେଶରେ ବଢ଼ି ଚାଲିଥିବା ଡିଜିଟାଲ ଆରେଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହା ଉପରେ ଜବାବ ମାଗିଛନ୍ତି। ଅନ୍‌ଲାଇନ୍‌ ଠକେଇ ବିଶେଷକରି…

୪୨ କେଜି ଗଞ୍ଜେଇ ଜବତ : ୩ ଗିରଫ

ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି ।  ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ  ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ । …

ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ

ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି। ଏହି…

ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିଅମ କୋର୍ଟଙ୍କ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୧୦: ବେଲଜିଅମର ଆଣ୍ଟୱେର୍ପ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଇଛନ୍ତି ଏବଂ ଚଳିତ ବର୍ଷ ବେଲଜିଅମ ପୁଲିସ ଦ୍ୱାରା ତାଙ୍କୁ ଗିରଫ ବୈଧ ବୋଲି ରାୟ ଦେଇଛନ୍ତି। ତେବେ, ଚୋକ୍ସି ଏହି ନିଷ୍ପତ୍ତି…

ମୁଦ୍ରା ବଦଳରେ ଧନତେରସରେ ରୂପା ବାସନ କିଣନ୍ତୁ, ଟିକସରୁ ପାଇବେ ମୁକ୍ତି

ନୂଆଦିଲ୍ଲୀ,୧୭।୧୦: ଧନତେରସରେ ଭାରତୀୟମାନେ ସୁନା, ରୂପା ଓ ବାସନ କିଣୁଛନ୍ତି। ୨୦୨୫ରେ ରୂପାର ମୂଲ୍ୟ ୧୪ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଉତ୍ତର ଭାରତରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୧.୯୮ ଲକ୍ଷ ଓ ଦକ୍ଷିଣ ଭାରତରେ ୨ ଲକ୍ଷ ଟଙ୍କା।…

ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି: ନଭେମ୍ବର ମାସରୁ ନାଗରିକଙ୍କୁ ଏସବୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍‌ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ…

ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର!

ପାଟନା,୧୭।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ଗୋଟିଏ ମାସ ବାକି ଅଛି। ବିହାର ନିର୍ବାଚନ ସମ୍ପର୍କରେ ଅନେକ ସର୍ଭେ ପ୍ରକାଶ ପାଇଛି, ଯାହା NDA ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ପୂର୍ବାନୁମାନ କରୁଛି। ଏକ ନ୍ୟୁଜ…

କ୍ରିକେଟର ଜଗତରେ ଲଜ୍ଜା: ଖେଳାଳିଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୧୭।୧୦: ଆଫଗାନିସ୍ତାନଠାରୁ ଏକଦିବସୀୟ ସିରିଜ ହାରିବା ପରେ ଘରକୁ ଫେରୁଥିବା ବାଂଲାଦେଶ ଖେଳାଳିମାନେ ପ୍ରଶଂସକଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ। ସିରିଜରେ ସେମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ତିନୋଟି ମ୍ୟାଚରେ ଅଲଆଉଟ ହୋଇଯାଇଥିଲା। ୟୁଏଇରେ ସିରିଜ ପରେ, ବାଂଲାଦେଶ ଖେଳାଳିମାନେ…

ଆଜିଥ୍ରୋମାଇସିନ୍‌ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୧୭ା୧୦:ମଧ୍ୟପ୍ରଦେଶରେ କୋଲ୍ଡରିଫ୍‌ କଫ୍‌ ସିରପ୍‌ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍‌ ଔଷଧରେ ପୋକ ଥିବା ଅଭିଯୋଗ ଆସିବା ପରେ ଉକ୍ତ…

SI ପରୀକ୍ଷା ଘୋଟାଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ ମୁନା ମହାନ୍ତି ଗିରଫ

ଭୁବନେଶ୍ୱର,୧୬ା୧୦: ପୋଲିସ୍ SI ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇ ବ୍ରହ୍ମପୁର…

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା…

ଭୁବନେଶ୍ୱର,୧୬।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି  ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଢାଇ, ଧ୍ରୁବା ସାହୁ, ମନୋହର ରାନ୍ଧାରୀ, ପ୍ରଦିପ…

ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri