Home Middle

ଗରିବ ମା’ କରଜ ଫେରସ୍ତ ନ କରିବାରୁ ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ବିବାହ କଲେ ୪୦ ବର୍ଷ ବୟସ୍କ ବ୍ୟକ୍ତି…

ପାଟନା,୩୦।୪ : ବିହାରର ସିୱାନ ଜିଲାର ମେରଓ୍ବା ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ୧୧ ବର୍ଷର ନାବାଳିକାକୁ ବିବାହ କରିଛନ୍ତି। କୁହାଯାଉଛି, ଅଭିଯୁକ୍ତ ନାବାଳିକାର ମା’ଙ୍କୁ ଦୁଇ ଲକ୍ଷ…

ଆମେରିକାରେ ସାଇବର କର୍ମଚାରୀଙ୍କ ଅପେକ୍ଷା ୫୦ ପ୍ରତିଶତ ଅଧିକ ଚାଇନା ହ୍ୟାକର: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୩୦।୪ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ)ର ନିର୍ଦ୍ଦେଶକ କ୍ରିଷ୍ଟୋଫର୍‌ ରେ ଏକ ବଡ଼ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଚାଇନାର ହ୍ୟାକରଙ୍କ ସଂଖ୍ୟା ଏଫବିଆଇର ସାଇବର କର୍ମଚାରୀଙ୍କ ସଂଖ୍ୟାର ଅନୁପାତ ୫୦:୧ ଅଟେ। ଏହି କାରଣରୁ,…

୪ ଓ୍ବିକେଟରେ ଜିତିଲା ପିବିକେଏସ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୪ ଓ୍ବିକେଟରେ ବିଜୟ ହାସଲ କରିଛି। ଧାର୍ଯ୍ୟ ୨୦ ଓଭରରେ ପିବିକେଏସ ୬ ଓ୍ବିକେଟ ହରାଇ ୨୦୧ ରନ କରିଛି। ପିବିକେଏସ…

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଖେଳାଯାଉଛି। ଟସ ଜିତି ଆରଆର ଟିମ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ…

ନେକ୍ରୋଫିଲିଆ ସମସ୍ୟା ବୃଦ୍ଧି ପାଉଛି: ଚିନ୍ତାରେ ପାକିସ୍ତାନ ସରକାର:…

ଇସଲାମାବାଦ,୩୦।୪ : ନିକଟରେ ପାକିସ୍ତାନରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଖବର ହେଉଛି, ଏଠାରେ ଅନେକ ମାତାପିତା ମୃତ୍ୟୁ ପରେ ସେମାନଙ୍କ ଝିଅମାନଙ୍କ କବରରେ ତାଲା ପକାଉଛନ୍ତି। ମୃତ ଝିଇମାନଙ୍କର କବର ବନ୍ଦ କରିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଝିଅମାନଙ୍କର ମୃତଦେହକୁ ବଳାତ୍କାରରୁ…

ମୋ ସହିତ ଦୌଡ଼ି ପାରିବେ: ମୋଦିଙ୍କୁ ସିଦ୍ଧରାମୈୟାଙ୍କ ଚ୍ୟାଲେଞ୍ଜ…

ବେଙ୍ଗାଲୁରୁ,୩୦।୪ : କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ତାଙ୍କ ସହ ଦୌଡ଼ି ପାରିବେ କି ବୋଲି ପଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କର୍ନାଟକରେ ଏକ ରାଲିରେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ…

ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଲସ ଧୋନିଙ୍କ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶୋଇଥିଲେ ପୌର ଅଧିକାରୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ…

ଅହମଦାବାଦ,୩୦।୪ : ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରେ ଜଣେ ପୌର ଅଧିକାରୀ ସରକାରୀ କାର୍ଯ୍ୟରେ ଶୋଇଥିବାରୁ ନିଲମ୍ବନ ହୋଇଛନ୍ତି। ନିଲମ୍ବିତ ଅଧିକାରୀ ଜିଗର ପଟେଲ ଭୁଜ ପୌରପାଳିକାର ମୁଖ୍ୟ ଅଧିକାରୀ। ଶନିବାର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଏହି…

୨୦୨୬ରେ ପୁଣି କ୍ଷମତାକୁ ଫେରିବେ ମମତା: ଅଭିଷେକ ବାନାର୍ଜୀ…

କୋଲକାତା,୩୦।୪ : ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ମହାସଚିବ ତଥା ଏମପି ଅଭିଷେକ ବାନାର୍ଜୀ ଦାବି କରିଛନ୍ତି, ୨୦୨୬ ବିଧାନସଭା ନିର୍ବାଚନରେଟିଏମସି ୨୯୪ ଆସନ ମଧ୍ୟରୁ ୨୪୦ ଟି ଆସନ ଜିତିବ ଏବଂ ମମତା ବାନାର୍ଜୀଙ୍କ ସରକାର ପୁଣି ଥରେ ଗଠନ…

ମାସକରେ ୧୨ ସୈନିକଙ୍କ ମୃତ୍ୟୁ: ଚିନ୍ତାରେ ଆମେରିକା, ହେଲିକପ୍ଟର ଦୁର୍ଘଟଣା ପରେ ଆଭିଏଶନ ୟୁନିଟ ସସପେଣ୍ଡ..

ଓ୍ବାଶିଂଟନ,୩୦।୪ : ଆମେରିକା ସେନା ଏହାର ସମସ୍ତ ବିମାନ ଚଳାଚଳ ୟୁନିଟକୁ ଗ୍ରାଉଣ୍ଡ କରିଛି। ଗୋଟିଏ ମାସରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ମାର୍ଚ୍ଚରେ ବ୍ଲାକ ହକ ଏବଂ ପରେ ଆପାଚେ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରତିରକ୍ଷା ବିଭାଗ ଚିନ୍ତାରେ…

ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଏନସିପିର ହେବେ: ଜୟନ୍ତ ପାଟିଲ

ମୁମ୍ବାଇ,୩୦।୪: ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଅନୁମାନ ମଧ୍ୟରେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ବଡ ବୟାନ ସାମ୍ନାକୁ ଆସିଛି। ପାଟିଲ କହିଛନ୍ତି, ମହାରାଷ୍ଟ୍ରର ପ୍ରରବର୍ତ୍ତି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ହେବେ, ଏହା ସମସ୍ତ ଜନତା ମାନି ନେଲେଣି। ଏହାସହ ସେ…

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି ପାକିସ୍ତାନ…

ଇସଲାମାବାଦ,୩୦।୪ : ଆସନ୍ତା ୪ ଓ ୫ ତାରିଖରେ ଭାରତର ଗୋଆର ପଣଜୀରେ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri