ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…
ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ…
୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବତନ୍ତ୍ର ବେବି ବର୍ଥ: ଭାରତୀୟ ରେଳର ନୂଆ ଯୋଜନା…
ନୂଆଦିଲ୍ଲୀ,୯।୫ : ଟ୍ରେନରେ ଯାତ୍ରା କରୁଥିବା ମା ଏବଂ ଶିଶୁଙ୍କ ଯାତ୍ରା ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ହେବ। ଭାରତୀୟ ରେଳବାଇ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ତିଆରି କରିବା ଉପରେ ଯୋଜନା…
ବୁଧବାର କର୍ନାଟକ ବିଧାନସଭା ନିର୍ବାଚନ, ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୧୦୮୭ ଜଣ କୋଟିପତି…
ବେଙ୍ଗାଲୁରୁ,୯।୫ : କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ହେଉଛି। ରାଜ୍ୟର ସମସ୍ତ ୨୨୪ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଶନିବାର ଦିନ ପ୍ରକାଶ ପାଇବ। ନିର୍ବାଚନ ମଇଦାନରେ ମୋଟ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବେଲଗାମ ଜିଲାର ୧୮…
ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…
ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମାଙ୍କ…
କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ…
ଗ୍ବାଲିୟର,୯।୫ : ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଆଉ ଏକ ଚିତାର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିିଛି। ଏପର୍ଯ୍ୟନ୍ତ ତିନୋଟି ଚିତାଙ୍କର ମୃତ୍ୟୁ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁନୋ ଜାତୀୟ ଉଦ୍ୟାନର ବଡ଼ ଏନକ୍ଲୋଜରରେ ଅଣ୍ଡିରା ଚିତା ସହିତ…
ଲିଭ୍ଇନ ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଆକ୍ଟ ଅଧୀନରେ ଆଣିବା ଏହି ଆଇନର ଅପବ୍ୟବହାର: କେନ୍ଦ୍ରର ଜବାବ…
ନୂଆଦିଲ୍ଲୀ,୯।୫ : ଲିଭ୍ଇନ ଦମ୍ପତି ତଥା ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରୁଥିବାବେଳେ କେନ୍ଦ୍ର ସରକାର କହିଛନ୍ତି, ଏହି ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବା ଏହି…
ଭଗବାନଙ୍କୁ ଅପମାନିତ କରୁଛି ବଜରଙ୍ଗ ଦଳ: କଂଗ୍ରେସ…
ଭୋପାଳ,୯।୫ : ମଧ୍ୟପ୍ରଦେଶ ଝାବୁଆର କଂଗ୍ରେସ ବିଧାୟକ ତଥା ପୂର୍ବତନ ଏମପି ଓ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ ଭୁରିଆ ମଙ୍ଗଳବାର ହେଡଲାଇନରେ ସ୍ଥାନ ପାଇଛନ୍ତି। ଭୁରିଆ ବଜରଙ୍ଗ ଦଳକୁ ଟାର୍ଗେଟ କରିଛନ୍ତି। ବଜରଙ୍ଗ ଦଳ ପୂର୍ବରୁ କଂଗ୍ରେସର ଟାର୍ଗେଟରେ ଅଛି। ଅନେକ…
୨୦୨୭ ସୁଦ୍ଧା ଭାରତ ସରକାର ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ: ପେଟ୍ରୋଲିୟମ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୯।୫ : ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ…
ଲାଇଭ ଷ୍ଟ୍ରିମିଂ ଯୋଗୁ ଘରେ ଘରେ ପହଞ୍ଚିଛି ସୁପ୍ରିମ୍କୋର୍ଟ: ସିଜେଆଇ…
ନୂଆଦିଲ୍ଲୀ,୯।୫ : ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି, ଏହାର ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କୋର୍ଟ ସାଧାରଣ ନାଗରିକଙ୍କ ଘରେ ଘରେ ପହଞ୍ଚିଛି। ଲାଇଭ ଷ୍ଟ୍ରିମ ହୋଇଥିବା ବିଷୟବସ୍ତୁ ଇଂଲିଶ ବ୍ୟତୀତ ଅନ୍ୟ ଭାଷାରେ ନିଶ୍ଚିତ କରିବାକୁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚେଷ୍ଟା କରାଯାଉଛି।…
ଶେଷ ହେଉଛି ଯୁଦ୍ଧ ସରଞ୍ଜାମ: ୭୦ ବର୍ଷ ପୁରୁଣା ଟ୍ୟାଙ୍କକୁ ଲଢ଼େଇରେ ସାମିଲ କଲା ରୁଷିଆ…
ମସ୍କୋ,୯।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଏଥିରେ ଭ୍ଲାଡିମୀର ପୁଟିନଙ୍କ ସେନା ବହୁ କ୍ଷତି ସହିଛି। ରୁଷିଆର ସେନା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। ଏହି ସମୟରେ, ଖବର ମିଳିଛି…
ବ୍ରିଜ୍ ଭୂଷଣଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…
ନୂଆଦିଲ୍ଲୀ,୯।୫: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘଦିନ ଧରି ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି। ବ୍ରିଜ୍ ଭୂଷଣଙ୍କୁ ଗିରଫ ଦାବିରେ କୁସ୍ତିଯୋଦ୍ଧା ବିକ୍ଷୋଭ କରୁଥିଲେ ମଧ୍ୟ ଏହି ହେଭିଓ୍ବେଟ୍ ନେତାଙ୍କ ବିରୋଧରେ ସରକାର…
ମମତାଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଆଇନଗତ ନୋଟିସ…
କୋଲକାତା,୯।୫ : ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି। ‘କଶ୍ମୀର ଫାଇଲ’ ଏବଂ ମୋର ଆଗାମୀ ଚଳଚ୍ଚିତ୍ର ଯାହା…
Archives


