ଦିଲ୍ଲୀ ପୋଲିସ ସାମ୍ନାରେ ହାଜର ହେଲେ ବ୍ରିଜ ଭୂଷଣ, ରେକର୍ଡ କଲେ ବୟାନ, ଅଭିଯୋଗକୁ ଖଣ୍ଡନ
ନୂଆଦିଲ୍ଲୀ,୧୨।୫: ମହିଳା ରେସଲରଙ୍କୁ ଯୌନ ଶୋଷଣ ଅଭିଯୋଗରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଶୁକ୍ରବାର ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ…
ବଜରଙ୍ଗ ପୁନିଆଙ୍କ ଅଭିଯୋଗ, ‘ଆମ ଫୋନ ନମ୍ବର କରାଯାଉଛି ଟ୍ରାକ’
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ଜନ୍ତର ମନ୍ତରରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା କୁସ୍ତି ଯୋଦ୍ଧାମାନେ କଳା ପଟି ପିନ୍ଧିଥିବାର ନଜର ଆସିଥିଲେ। କୁସ୍ତିଯୋଦ୍ଧାମାନେ ଗୁରୁବାର ଅର୍ଥାତ ୧୧ ମେକୁ କଳା ଦିନ…
ୟୁକ୍ରେନକୁ ପୁଣି ସହଯୋଗର ହାତ ବଢାଇଲା ବ୍ରିଟେନ
ଲଣ୍ଡନ,୧୨।୫: ୟୁକ୍ରେନ ସହ ରୁଷିଆର ଯୁଦ୍ଧ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଲାଗି ରହିଥିବା ବେଳେ ବିଭିନ୍ନ ଦେଶରୁ ଦୁଇ ଦେଶକୁ ସହାୟତା ବି ଯୋଗାଇ ଦିଆଯାଉଛି। ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ…
ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ଜୀବନ ଗଲା
ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ…
ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ
ନୂଆଦିଲ୍ଲୀ,୧୨ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ୍ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି। ଗତଥର ଅପେକ୍ଷା ଚଳିତ…
ବଢିଲା ଟ୍ରମ୍ଫଙ୍କ ସମସ୍ୟା, ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ କହିଲେ ମହିଳାଙ୍କୁ କରନ୍ତି ଦୁର୍ବବ୍ୟହାର
ଓ୍ବାଶିଂଟନ,୧୨।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦ ତାଙ୍କ ପିଛା ଛାଡୁନି। କିଛିଦିନ ହେବ ବିବାହ ତାଙ୍କ ସହ ଲାଗି ରହିଛି। ଲେଖିକା ଜିନ କ୍ୟାରୋଲଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାରେ ଟ୍ରମ୍ଫଙ୍କୁ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ…
ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୨ା୫(ବ୍ୟୁରୋ): ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍ ଟାଇମ୍ସର ମିଳିତ ଆନୁକୂଲ୍ୟରେ ‘ଟ୍ରାନ୍ସଫର୍ମିଂ ଓଡ଼ିଶା କନ୍କ୍ଲେଭ’ର ଦ୍ୱିତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଆଭାସି ଜରିଆରେ ଏହି କାର୍ଯ୍ୟକ୍ରମକୁ…
ଆଜି ଭୟଙ୍କର ରୂପ ନେବ ବାତ୍ୟା ‘ମୋଚା’, ଏହି ରାଜ୍ୟଗୁଡ଼ିକୁ ସତର୍କ ସୂଚନା
ନୂଆଦିଲ୍ଲୀ,୧୨ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଦ୍ରୁତ ଗତିରେ ମୁହାଁଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶର କାକ୍ସ ବଜାର ଏବଂ ମ୍ୟାନ୍ମାରର କ୍ୟୋକୟୁ ପାର୍ ହେବାର ସମ୍ଭାବନା ରହିଛି।…
କାଲିଫର୍ନିଆରେ ଭୂକମ୍ପ, ତୀବ୍ରତା ୫.୫
ଓ୍ବାଶିଂଟନ,୧୨ା୫: ଶୁକ୍ରବାର ସକାଳେ ଆମେରିକାର କାଲିଫର୍ନିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ବୋଲି ଆକଳନ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, କାଲିଫର୍ନିଆର ପୂର୍ବ ଉପକୂଳଠାରୁ ୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବଳ ଭୂକମ୍ପ…
କିଏ ସେହି ଲିଣ୍ଡା ୟାକାରିନୋ, ଯାହାଙ୍କୁ ଟୁଇଟର ସିଇଓ ଭାବେ ଚୟନ କରିଛନ୍ତି ଏଲନ
ଓ୍ବାଶିଂଟନ,୧୨ା୫: ଟୁଇଟର ମାଲିକ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଖୁବ୍ଶୀଘ୍ର ସିଇଓ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଏବଂ ଏହା ସହିତ ସେ ଏକ ନୂତନ ସିଇଓ ମଧ୍ୟ ପାଇଛନ୍ତି। ଏକ ରିପୋର୍ଟ…
ସମଲିଙ୍ଗୀ ବିବାହ ମାମଲା ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୧୨ା୫(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ ଦାବିରେ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଉକ୍ତ ମାମଲା ଉପରେ ୧୦…
ସମଲିଙ୍ଗୀ ସମ୍ପର୍କରେ ମୁହଁ ଖୋଲିଲେନି ନବୀନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫: ଦେଶରେ ସମଲିଙ୍ଗୀ ବିବାହକୁ ଆଇନତଃ ସ୍ବୀକୃତି ପ୍ରଦାନ କରିବା ନେଇ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି। ଗୁରୁବାର ଏପ୍ରସଙ୍ଗରେ ବିଜେଡିର କ’ଣ ଆଭିମୁଖ୍ୟ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ନବୀନ…
Archives


