Home Middle

ଟସ ଜିତିଲା ଏସଆରଏଚ, ପ୍ରଥମେ ବ୍ୟାଟିଂ…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏସଆରଏଚ ଟସ ଜିତତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ଆମେ ଜିତିଛୁ, ପ୍ରଧାନମନ୍ତ୍ରୀ ହାରିଛନ୍ତି: ଜୟରାମ ରମେଶ

ନୂଆଦିଲ୍ଲୀ,୧୩ା୫: କର୍ନାଟକ ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ନିର୍ଣ୍ଣାୟକ ନେତୃତ୍ୱ ନେବା ପରେ କଂଗ୍ରେସ ଶନିବାର କହିଛି, ଆମେ ଜିତିଛୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାରିଛନ୍ତି। ଦଳର ମହାସଚିବ ଜୟରାମ ରମେଶ ଏହା କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି…

ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…

ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା। ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଗୁରୁବାର ସାରେ…

କର୍ନାଟକ ନିର୍ବାଚନ ପାଲଟିଲା କଂଗ୍ରେସର ଲାଇଫ ଲାଇନ :ଏବେ ୫ ରାଜ୍ୟରେ ଗଡ଼ଜୟ ଆଶା ନେଇ ଯୋଜନା…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର କଂଗ୍ରେସ ଏକ ପାଖିଆ କରି ଦେଇଛି। ହିମାଚଳ ପ୍ରଦେଶ ପରେ କର୍ନାଟକରେ ମଧ୍ୟ ଭାଜପା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ରାଜ୍ୟ ଯାହାର…

କର୍ନାଟକ ଫଳାଫଳ: କେଉଁଠି ଝୁଣ୍ଟିଲା ଭାଜପା ?…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ମୁହାଁ ହୋଇଛି। ରାଜ୍ୟର ୩୬ ଟି ଗଣନା କେନ୍ଦ୍ରରେ ୨୨୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗଣନା ଚାଲିଛି। ଭୋଟ ଗଣନାରେ ଯେଉଁ ଟ୍ରେଣ୍ଡରେ ବାହାରିଛି, ଭାରତୀୟ…

ଆଜି ଘରୋଇ ପଡିଆରେ ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ହାଇଦ୍ରାବାଦ,୧୩।୫: ଆଇପିଏଲର ୫୮ତମ ମ୍ୟାଚ ଶନିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ ହାଇଦ୍ରାବାଦରେ ଅପରାହ୍ନ ୩.୩୦ରେ ଖେଳାଯିବ। ତେବେ ଲକ୍ଷ୍ନୌ ପ୍ଲେ ଅଫ ଦୌଡରେ ରହିବାକୁ…

କର୍ନାଟକର ‘ସଙ୍କଟ ମୋଚକ’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗେଅସର ବିଜୟ ପଥ ସୁଗମ ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର। ଏମିତିତ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଡିକେ ଶିବକୁମାରଙ୍କ ନାମ ସବୁଠାରୁ ଆଗରେ ରହିଛି।…

ମୋଦିଙ୍କୁ ଉପଯୁକ୍ତ ଜବାବ ଦେଲେ ବଜରଙ୍ଗବାଲୀଙ୍କ ଭକ୍ତ: କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ଥିବା ବେଳେ ଭାଜପା ୬୭ ଏବଂ ଜେଡିଏସ ୨୨ଟି ଆସନରେ ଲିଡ…

କାମଦେଲା ‘ଇମୋଶନାଲ ଟଚ’, ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ହାବଭାବ ଉପରେ ମୋହର ଲଗାଇଲେ କର୍ନାଟକ ଜନତା

ନୂଆଦିଲ୍ଲୀ,୧୩।୫: କର୍ଣ୍ଣାଟକ ବିଧାନସଭା ର୍ନିବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କଂଗ୍ରେସର ଏହି ବିଜୟକୁ ଦେଖି ଉତ୍ସବର ପରିବେଶ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା…

‘ଦକ୍ଷିଣ ଦ୍ୱାର’ରେ ଭାଜପାର ପ୍ରସ୍ଥାନ, କର୍ନାଟକରେ କଂଗ୍ରେସ କିଙ୍ଗ

ବେଙ୍ଗାଲୁରୁ,୧୩।୫: କର୍ନାଟକରେ ୧୨୨ ଆସନରେ କଂଗ୍ରେସ ବାଜି ମାରିଛି। ୭୦ଟି ଆସନରେ ଭାରତୀୟ ଜନତା ପାର୍ଟି(ଭାଜପା) ଆଗରେ ରହିଛି। କଂଗ୍ରେସରଏହି ବିଜୟକୁ ନେଇ ଡିକେ ଶିବକୁମାର ତାଙ୍କ ଘରୁ ଜନତାଙ୍କ ଅଭିବାଦନ ସ୍ବୀକାର କରିଛନ୍ତି। କର୍ନାଟକରେ କଂଗ୍ରେସର ବିଜୟ ପରେ ଛତିଶଗଡ଼…

ବିଜୟ ମୁକୁଟ ପିନ୍ଧିଲେ ଦୀପାଳି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଲେ ଦୀପାଳି ଦାସ। ବିପୁଳ ସଂଖ୍ୟାର ଭୋଟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟ୍‌ରେ…

ବିଜୟ ପଥେ କଂଗ୍ରେସ, କାଲି ବିଧାୟକ ଦଳର ବୈଠକ, ୫ ଷ୍ଟାର ହୋଟେଲରେ ୫୦ ରୁମ୍‌ ବୁକ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପରେ କଂଗ୍ରେସକୁ ବହୁମତ ମିଳିବା ଦେଖାଯାଉଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଫଳଫଳ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ରହିଛି। ଅନ୍ୟପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri