ଅଭିଯୋଗ ନ ଆସିଲେ ବି ଦାୟର କରନ୍ତୁ ମାମଲା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୪: ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ହେଟ୍ ସ୍ପିଚ୍ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏହା ଉପରେ କୌଣସି ଅଭିଯୋଗ ଦାଖଲ ହେଉ କି…
ପଞ୍ଜାବ ଆଗରେ ୨୫୮ ରନ୍ର ବିଶାଳ ଟାର୍ଗେଟ୍
ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆରମ୍ଭରୁ ଦମ୍ଦାର ବ୍ୟାଟିଂ କରିଥିଲା। ଷ୍ଟୋଇନିସ,…
ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ପଥରମାଡ଼
କର୍ନାଟକ, ୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳର ପ୍ରଚାର ଜାରି ରହିଛି। ଏହି ମଧ୍ୟରେ ତୁମକୁରରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଏବଂ ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱରଙ୍କ ଉପରେ ପଥରମାଡ଼ ହୋଇଛି। ସୂଚନା ମୁତାବିକ,…
ଅତିକ-ଅଶ୍ରଫଙ୍କ ଗାଡି କାହିଁକି ମେଡିକାଲକୁ ଯାଇ ନ ଥିଲା: ୟୁପି ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୪: ମାଫିଆ ଅତିକ ଏବଂ ଅଶ୍ରଫର ହତ୍ୟାକାଣ୍ଡର ଯାଞ୍ଚ ଉପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। କୋର୍ଟ ୩ସପ୍ତାହ ପରେ ଏହାର ଶୁଣାଣି କରିବେ। ତେବେ ଏକ ଯାଚିକାରେ ପୋଲିସର ଉପସ୍ଥିତିରେ ଅତିଫ ଏବଂ ଅଶ୍ରଫର ହତ୍ୟାର ତଦନ୍ତ…
କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍…
ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଖାର୍ଗେଙ୍କ ବିବାଦୀୟ ଟିପ୍ପଣୀକୁ ସେ ଟୁଇଟ୍ କରି କହିଛନ୍ତି ଯେ, କଂଗ୍ରେସର ଅଧ୍ୟକ୍ଷ ମୋଦିଙ୍କୁ…
ସିସୋଡିଆଙ୍କୁ ଲାଗିଲା ବଡ ଝଟକା
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ବଡ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମକେ ନାଗପାଲ ମନିଷ…
କର୍ନାଟକରେ ୧୫୦ସିଟ୍ ହାତେଇବ କଂଗ୍ରେସ: ରାହୁଲ
ବେଙ୍ଗାଲୁରୁ,୨୮।୪:କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ,…
‘କଂଗ୍ରେସ ତୁମ ମନ ମରି ଯାଇଛି, ମୋଦିଙ୍କୁ ଯେତେ ଗାଳି ଦେବ, ପଦ୍ମ ସେତେ ଫୁଟିବ’, ଖାର୍ଗେଙ୍କୁ ଶାହାଙ୍କ ଜବାବ
ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କର୍ନାଟକ ଗସ୍ତ କରିଛନ୍ତି। ଶାହା ଧାରଓ୍ବାଡର ନବଲଗୁଂଦ ବିଧାନସଭା ଆସନରେ ଜନସଭାକୁ ସମ୍ବୋଧିତ…
ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା କହିଲେ ୟତନାଲ
ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା କହିଲେ ୟତନାଲ ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହେଉଛି ଜାତୀୟ ରାଜନୀତି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ବି ହେଉଛି ଜୋରଦାର। ଏହି କ୍ରମରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦିଙ୍କ ଉପରେ…
‘ଆମ ଖେଳାଳି ଆମ ଦେଶର ଗୌରବ’, ରେସଲରଙ୍କ ସପକ୍ଷରେ ବାହାରିଲେ ମମତା
କୋଲକାତା,୨୮।୪: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ରେସଲରଙ୍କୁ ସପୋର୍ଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଆମ ସମସ୍ତଙ୍କୁ ଧାରଣା ଦେଇଥିବା ରେସଲରଙ୍କ ସହ…
ଜିଆ ଖାନ୍ ଆତ୍ମହତ୍ୟା ମାମଲା: ଦୋଷମୁକ୍ତ ହେଲେ ପ୍ରେମିକ ସୂରଜ
ମୁମ୍ବାଇ,୨୮ା୪: ଅଭିନେତ୍ରୀ ଜିଆ ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଅଦାଲତ ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ୨୦୧୩ ଜୁନ୍ ୩ରେ ଘଟିଥିବା ଏହି ଘଟଣାର…
ଏହି ଦେଶରେ ୧୩ ବର୍ଷରୁ କମ୍ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
ନ୍ୟୁୟର୍କ,୨୮ା୪: ଆମେରିକା ସିନେଟରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଦ୍ୱିପାକ୍ଷିକ ପ୍ରସ୍ତାବ ସାରା ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ଜାତୀୟ ବୟସ ସୀମା ସ୍ଥିର କରିବାକୁ ଯାଉଛି। ଫେଡେରାଲ ବିଲ୍ ୧୩ ବର୍ଷରୁ କମ୍ ପିଲାଙ୍କ ଦ୍ୱାରା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ,…
Archives


