ମଣିପୁରରେ ଲାଗୁ କରିଦିଅ ରାଷ୍ଟ୍ରପତି ଶାସନ: ଥରୁର…
ଇମ୍ଫାଲ,୭।୫ : ଉତ୍ତର-ପୂର୍ବ ମଣିପୁରରେ ହିଂସା ପରେ ପରିସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ଏମପି ଶଶି…
କେବଳ ବ୍ରିଟେନ ନୁହେଁ, ଏହି ୧୫ ଦେଶର ମୁଖ୍ୟ ହୋଇଛନ୍ତି କିଙ୍ଗ୍ ଚାଲର୍ସ
ଲଣ୍ଡନ,୭ା୫: ରାଣୀ ଏଲିଜାବେଥଙ୍କ ଦୀର୍ଘ ଶାସନ ଏବଂ ତାଙ୍କ ଦେହାନ୍ତ ପରେ ମେ’ ୬ରେ ୭୪ ବର୍ଷୀୟ ପ୍ରିନ୍ସ ଚାଲର୍ସ ତୃତୀୟଙ୍କୁ ରାଜା ଭାବରେ ମୁକୁଟ ପିନ୍ଧାଯାଇଛି। ଏହା ସହିତ ବ୍ରିଟିଶ ରାଜା, ଯିଏକି ବ୍ରିଟିଶ ରାଜତନ୍ତ୍ରର ଶୀର୍ଷ ପଦବୀ ଅଧିକାର…
କେଜରିଓ୍ବାଲଙ୍କ ବାସଭବନରେ ୪୫ କୋଟି ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି: କଂଗ୍ରେସ…
ନୂଆଦିଲ୍ଲୀ,୭।୫ : ଭେଟେରାନ କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅଜୟ ମାକେନ କହିଛନ୍ତି କେଜରିୱାଲଙ୍କ ବାସଭବନର ପୁନର୍ନିର୍ମାଣରେ ୪୫ କୋଟି ଟଙ୍କା ନୁହେଁ ମୋଟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାସଭବନକୁ…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ପୋଲିସକୁ ମିଳିଲା ୫-୬ କିଲୋ ଆଇଇଡି
ଜମ୍ମୁ,୭।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପୋଲିସକୁ ବଡ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଏକ ଜିଲାରେ ୫ କିଲୋଗ୍ରାମ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ସହ ଜଣେ ଜଣେ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଆଇଇଡି ଜବତ କରାଯିବ ପରେ ଏକ ବଡ…
ଟସ ଜିତିଲା ଏଲଏସଜି, ପ୍ରଥମେ ବୋଲିଂ…
ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ…
ଜୟପୁରରେ ଆରଆର-ଏସଆରଏଚ ଲଢ଼େଇ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ (ଅଧିନାୟକ/ଓ୍ବିକେଟ କିପର), ଯଶସୱୀ…
ଆଇପିଏଲ ୫୧ ତମ ମ୍ୟାଚରେ ଜିଟି-ଏଲଏସଜି ଲଢ଼େଇ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ…
ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଦର୍ଶକଙ୍କ ଆଖି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ…
‘ସାରା ବିଶ୍ୱରେ ଦେଶ ଅପମାନିତ ହେଉଛି’
ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଇଂଲଣ୍ଡର ରାଜା ଚାଲର୍ସ ତୃତୀୟଙ୍କ ଶପଥ ଗ୍ରହଣ ପାଇଁ…
କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିଲ୍ଲୀରେ ବିକ୍ଷୋଭ କରିବେ ହଜାର ହଜାର ଚାଷୀ
ନୂଆଦିଲ୍ଲୀ,୭।୫:ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ତେବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ କରିଛି। କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିକ୍ଷୋଭ…
ବାମପନ୍ଥୀ ଇତିହାସ ବନ୍ଦ କରାଯାଉ: ହେମନ୍ତ ବିଶ୍ୱ ଶର୍ମା
ଦିସପୁର,୭।୫: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟିପୁ ସୁଲତାନ ନିର୍ବାଚନୀ ପ୍ରଚାରରେ ବାମପନ୍ଥୀ ଐତିହାସିକଙ୍କୁ ଟାର୍ଗେଟ କରଛନ୍ତି। ଟିପୁ ସୁଲତାନଙ୍କ ମହିମା ପ୍ରଚାର ଭୁଲ କହି ଶର୍ମା କହିଛନ୍ତି ଯେ, ବାମପନ୍ଥୀ ଇତିହାସକୁ ବନ୍ଦ କରାଯାଉ। ନୂଆ ଭାରତକୁ ଏକ…
‘ଢୋଲ ବାଜା ସହ ଫୁଲର ବର୍ଷା’… ବେଙ୍ଗାଲୁରୁରେ ମୋଦିଙ୍କ ୧୦ କିଲୋମିଟର ରୋଡ ଶୋ’ ଆରମ୍ଭ
ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ମେଗା ରୋଡ ଶୋ’ରେ ବାହାରିଛନ୍ତି। ଏହି ରୋଡ ଶୋ’ ସମୟରେ ମୋଦି…
ମେ’ ତୃତୀୟ ସପ୍ତାହରେ ମାଟ୍ରିକ, ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି,…
Archives


