ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ
ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି…
ଆଜି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି
ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ସକାଳେ ଲଘୁଚାପରେ ପରିଣତ ହେବ। ୯ ତାରିଖ…
୪ ୱିକେଟରେ ଜିତିଲା ଏସଆରଏଚ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ୪ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏସଆରଏଚ ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ…
ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ,ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଅଧିନାୟକ…
୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…
କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର ରାଜଧାନୀରେ ମତଦାନ ଆଞ୍ଚଳିକ ଶୀର୍ଷ କୂଟନୀତିଜ୍ଞମାନେ ଜୋର୍ଡାନରେ ସିରିଆକୁ ଆରବ ଲିଗକୁ ଫେରାଇ ଆଣିବା…
ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…
ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ ହେଡକ୍ୱାର୍ଟରରେ ଷ୍ଟାଫ ଅଫିସର ତଥା ନୂଆଦିଲ୍ଲୀରେ ଟେରିଟେରାଲ ଆର୍ମି ଡାଇରେକ୍ଟୋରେଟ ଜେନେରାଲ ଭାବରେ ପୋଷ୍ଟ…
ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…
ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା ଏହାର…
ଯାତ୍ରୀବାହୀ ପିକ୍ଅନ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍: ୮ ମୃତ, ୧୫ ଆହତ
ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶର ମୋରାଦାବାଦର ଦଳପଟପୁର-କାଶୀପୁର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ପିକ୍ଅନ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇଛି। ଫଳରେ ଏକ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ…
୫୬ ରନରେ ଜିତିଲା ଜିଟି…
ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)କୁ ୫୬ ରନରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ବିଛା କରି ଏଲଏସଜି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା। ଏଲଏସଜି…
ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…
ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ଅଧିନାୟକ…
ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…
ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ ନେତାମାନେ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ…
ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ…
ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ…
Archives


