ବେଷ୍ଟ ବେକେରୀ ମାମଲାରେ ୨ ଜଣଙ୍କୁ ଖଲାସ କଲେ କୋର୍ଟ…
ମୁମ୍ବାଇ,୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସେସନ୍ସ କୋର୍ଟ ଗୁଜରାଟର ୨୦୦୨ରେ ଘଟିଥିବା ବେଷ୍ଟ ବେକେରୀ ମାମଲାରେ ଦୁଇ ଅପରାଧୀ ହର୍ଷଦ ରାଜୋଜି ଭୋଲାନ ସୋଲାଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ଖଲାସ କରିଛନ୍ତି। ଏହି ଘଟଣାରେ ୧୪ ଜଣଙ୍କର…
ଉତ୍ତର କୋରିଆରେ ଆତ୍ମହତ୍ୟା ଉପରେ ପ୍ରତିବନ୍ଧକ, ଦାରିଦ୍ର ଏବଂ ଅନାହାର କାରଣରୁ ଲୋକ କରୁଛନ୍ତି ଆତ୍ମହତ୍ୟା
ପ୍ୟୋଙ୍ଗୟାଙ୍ଗ,୧୩।୬: ଉତ୍ତର କୋରିଆରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଆତ୍ମହତ୍ୟାକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏନେଇ ସେ ଏକ ଗୁପ୍ତ ଅଦେଶ ପାରି କରିଛନ୍ତି। ଆତ୍ମହତ୍ୟାକୁ…
ଆମେରିକାର କ୍ୱିଣ୍ଟାନା ସମୁଦ୍ର କୂଳରେ ମାଛ ମଡକ
ଓ୍ବାଶିଂଟନ୍,୧୩।୬: ବିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ସଙ୍କଟାପୂର୍ଣ୍ଣ କରିସ୍ଥିତି ଦେଇ ଗତି କରୁଛି। ବିଶ୍ୱତ୍ତାପନ ଧୀରେ ଧୀରେ ବଢିବାରେ ଲାଗିଛି। ତେବେ ଏହାର ପ୍ରଭାବ ପଡିଛି ଜଳଜୀବଙ୍କ ମଧ୍ୟରେ। ଆମେରିକା ଟେକ୍ସାସରେ ଲକ୍ଷ ଲକ୍ଷ ମାଛ କ୍ୱିଣ୍ଟାନା ସମୁଦ୍ର କୂଳରେ ମରି…
ଶିନ୍ଦେ ସରକାରଙ୍କ ବିଜ୍ଞାପନରେ ବାଲାସାହେବଙ୍କ ଫଟୋ ନିଖୋଜ, ଏହା ହେଉଛି ମୋଦି-ଶାହାଙ୍କ ଶିବସେନା, କହିଲେ ସଞ୍ଜୟ ରାଉତ…
ମୁମ୍ବାଇ,୧୩।୬ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳର ଏକ ଅଂଶ ଥିବା ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛି। ଭାରତ ପାଇଁ ମୋଦି, ମହାରାଷ୍ଟ୍ର ପାଇଁ ଶିନ୍ଦେ ଶୀର୍ଷକ ଲେଖା ବିଜ୍ଞାପନରେ ରହିଛି। ଭାଜପା ପକ୍ଷରୁ…
ବିପର୍ଯ୍ୟୟ ପରିଚାଳନା ପାଇଁ ୮୦୦୦ କୋଟି ବଜେଟ ଘୋଷଣା, ୩ ଯୋଜନାରେ ହେବ ଖର୍ଚ୍ଚ…
ନୂଆଦିଲ୍ଲୀ,୧୩।୬ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଆଲୋଚନା ପରେ ଶାହା ମଙ୍ଗଳବାର ବିପର୍ଯ୍ୟୟ ପରିଚାଳନା ପାଇଁ ତିନୋଟି ଯୋଜନା…
ବିସିସି ଡକ୍ୟୁମେଣ୍ଟାରୀ ବିବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ମାନବାଧିକାର ସଂଗଠନ କଲା ଏହି ଘୋଷଣା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଜୁନ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବିସିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି ପ୍ରଶ୍ନ’ ପୁଣି ଥରେ ସାମ୍ନାକୁ ଆସିଛି। ଆମେରିକାର ଦୁଇଟି ମାନବାଧିକାର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଛନ୍ତି। ରିପୋର୍ଟ…
ଦୈନିକ ସଂକ୍ରମଣ ୮୦ ତଳେ…
ନୂଆଦିଲ୍ଲୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ୟୁକ୍ରେନ୍ ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…
କିଭ୍/ମସ୍କୋ,୧୩।୬ : ୟୁକ୍ରେନ ଅଧିକାରୀ କହିଛନ୍ତି ରୁଷିଆ କ୍ରାଭିଭ ରିହ ସହର ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ କରିଛି। ଯେଉଁଥିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଡେନେପ୍ରୋପେଟ୍ରୋଭସ୍କ ଅଞ୍ଚଳର ରାଜ୍ୟପାଳ ସେରହି ଲିସାକ କହିଛନ୍ତି…
ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି ରୁଷିଆ, ଅର୍ଥନୈତିକ ସହଯୋଗ ବଢ଼ିଲା…
ମସ୍କୋ,୧୩।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚାହୁଁଛୁ। ଏହା ଅନ୍ତର୍ଗତ ରିହାତିଯୁକ୍ତ ରୁଷିଆ ତୈଳର ପ୍ରଥମ ପରିବହନ ସପ୍ତାହ ଶେଷରେ କରାଚି ବନ୍ଦରରେ ପହଞ୍ଚିଛି। ଏକ୍ସପ୍ରେସ ଟ୍ରିବ୍ୟୁନ…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
ଭୁବନେଶ୍ବର,୧୩।୬(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ପ୍ରତିଶତରୁ ୪୨ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜାନୁୟାରୀ…
ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ, ୧୩।୬: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ସୂଚନାନୁସାରେ, ଚାଇନା ଏବଂ ପାକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୂକମ୍ପର…
ବ୍ରିଜ୍ଭୂଷଣଙ୍କ ବିରୋଧରେ ବଢିଲା ଯାଞ୍ଚ ପ୍ରକ୍ରିୟା, ୫ ଦେଶର କୁସ୍ତି ସଂଘକୁ ତଥ୍ୟ ମାଗିଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୧୩।୬: ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ତୀବ୍ର ହୋଇଛି। ବର୍ତ୍ତମାନ ଏହି ମାମଲାର ଦିଲ୍ଲୀ ପୋଲିସ ୫ଟି ଦେଶର କୁସ୍ତି ସଂଘକୁ ନୋଟିସ ଜାରି କରିଛି। ଏହି ନୋଟିସ ମାଧ୍ୟମରେ ଦିଲ୍ଲୀ ପୋଲିସ…
Archives


