ଉପନିର୍ବାଚନ ମଧ୍ୟରେ ନୂଆପଡ଼ା ମୁଖ୍ୟ ହସ୍ପିଟାଲ ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା
ନୂଆପଡ଼ା,୨ା୧୧: ନୂଆପଡ଼ା ଜିଲା ମୁଖ୍ୟ ହସ୍ପିଟାଲ୍ରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ଜଣକ ହେଉଛନ୍ତି ପଲାସାଗୁଡ଼ା ଗାଁର ଲଘୁତମ ସାହୁ। ସେ…
ପୁରୀ ଶ୍ରୀମନ୍ଦିର ନିକଟରେ ଠେଲାପେଲା: ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ
ପୁରୀ,୨ା୧୧: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍କୁ ଜୋର୍ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ…
ସାରା ତେନ୍ଦୁଲକର ଦେଖୁଥିଲେ ମ୍ୟାଚ୍, ପ୍ରେସରରେ ଆଉଟ ହୋଇଗଲେ ଶୁବମନ ଗିଲ
ହୋବାର୍ଟ,୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋବାର୍ଟର ବେଲେରିଭ୍ ଓଭାଲ୍ ଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ଥିଲେ। ଏହି ମ୍ୟାଚ୍ରେ ଭାରତ ବିଜୟୀ ହୋଇ ସିରିଜ୍କୁ ୧-୧ରେ ବରାବର…
‘ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO
ଶ୍ରୀହରିକୋଟା,୨।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଦେଶର ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ CMS-03କୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO)କୁ ନିଆଯାଉଥିବା…
‘ମୋ ଜମି, ମୋ ମନ୍ଦିର, ପୋଲିସକୁ କାହିଁକି ଜଣାଇବି? ଆନ୍ଧ୍ରପ୍ରଦେଶରେ ମନ୍ଦିର ମାଲିକଙ୍କ ଅଜବ ଯୁକ୍ତି
ଆନ୍ଧ୍ରପ୍ରଦେଶ,୨।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାସିବୁଗାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର (ମିନି ତିରୁପତି)ରେ ଗତକାଲି ଏକାଦଶୀ ଅବସରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା…
ଆମେ ଫ୍ଲୋରରେ ଶୋଉଥିଲୁ: ସଂଘର୍ଷ କଥା ମନେ ପକାଇଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟ ଅଧିନାୟକ
ମୁମ୍ବାଇ,୨।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଅଧିନାୟକ ଶାନ୍ତା ରଙ୍ଗାସ୍ୱାମୀ ଅତୀତର ସଂଘର୍ଷମୟ ଦିନଗୁଡ଼ିକୁ ମନେ ପକାଇଛନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ରବିବାର DY ପାଟିଲ…
ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ଫାଇନାଲ୍: ପ୍ରଥମେ ବ୍ୟାଟିଂ କରିବ ଭାରତ
ମୁମ୍ବାଇ,୨।୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ର ଐତିହାସିକ ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟିକା ଲୌରା ୱୋଲଭାର୍ଡ଼ ଟସ୍ ଜିତି ପ୍ରଥମେ…
ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନରେ ହେଲା ବିସ୍ଫୋରଣ, ଶୋଇପାରିଲେନି କଂଗ୍ରେସ ପରିବାର
ନୂଆଦିଲ୍ଲୀ,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନ ଥିଲେ।…
ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ କେନ୍ ୱିଲିୟମସନ୍
ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ଦୀର୍ଘ ଦିନର ଅଧିନାୟକ କେନ୍ ୱିଲିୟମସନ୍ ଟି-୨୦ ଆନ୍ତର୍ଜାତୀୟ (T20I) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍କୁ ମାତ୍ର ୪ ମାସ ବାକି ଥିବାବେଳେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ…
Gen Z’ ଅବତାରରେ ଶାହରୁଖ ଖାନ
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ ଙ୍କ ୬୦ ତମ ଜନ୍ମଦିନ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ ର ଟାଇଟଲ୍ ଉନ୍ମୋଚନ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ SRK ଙ୍କର ଅତ୍ୟନ୍ତ ଉଗ୍ର ଓ ନିର୍ଦ୍ଦୟ ଅବତାର…
ହିତାଧିକାରୀଙ୍କ ପାଇଁ e-KYC ଅବଧି ବୃଦ୍ଧି କଲେ ସରକାର, ଏହି ଦିନ ଯାଏ ଶେଷ ସୁଯୋଗ
ଭୁବନେଶ୍ୱର,୨।୧୧: ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ସରକାର ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରାଇ ନାହାନ୍ତି, ସେମାନେ…
ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା, ପଡିପାରିଲାନି ଟସ୍, ଆହୁରି ବିଳମ୍ବ ହୋଇପାରେ…
ନୂଆଦିଲ୍ଲୀ,୨।୧୧: ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଫାଇନାଲ ସମୟ ଅନୁସାରେ ଆରମ୍ଭ ହୋଇନାହିଁ। ନଭି ମୁମ୍ବାଇରେ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ, ପୂର୍ବରୁ ଘୋଷିତ ସମୟ ଅପରାହ୍ନ ୩:୩୦ ରେ ଫାଇନାଲ ମ୍ୟାଚ ଆରମ୍ଭ ହେବା କଷ୍ଟକର। ପୂର୍ବରୁ…
Archives


