ଗଣତନ୍ତ୍ରର ନୂଆ ମନ୍ଦିର
ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ…
ବର୍ଷା: ରିଜର୍ଭ ଦିବସରେ ଆଇପିଏଲ୍ ଫାଇନାଲ
ଅହମଦାବାଦ, ୨୯।୫ :ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ବର୍ଷା ଯୋଗୁ ରବିବାର ସମ୍ଭବ ହୋଇନାହିଁ। କ୍ରମାଗତ ବର୍ଷା ଲାଗି ରହିବାଦ୍ୱାରା ଏହା ରିଜର୍ଭ ଦିବସ ସୋମବାର ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଲିଗ୍ ଇତିହାସରେ ପ୍ରଥମଥରପାଇଁ ଏପରି ହେବାକୁ ଯାଉଛି। ଚେନ୍ନାଇ…
ଭାରତର ବିକାଶ ଯାତ୍ରାରେ ଅବିସ୍ମରଣୀୟ ମୁହୂର୍ତ୍ତ: ମୋଦି
ନୂଆଦିଲ୍ଲୀ, ୨୯ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର ସଙ୍କେତ,…
ନ୍ୟାୟ ମାଗି ଦଣ୍ଡିତ
ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ ଅଳ୍ପ ଦୂରରେ ଦେଶ ପାଇଁ ପଦକ ଜିତି ଗର୍ବ ଓ ଗୌରବ ଆଣିଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ…
ଆଇପିଏଲ୍ ଫାଇନାଲ: ଅହମଦାବାଦରେ ବର୍ଷା
ଅହମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। କ୍ରମାଗତ ବର୍ଷା ଲାଗି ରହିବା ଦ୍ୱାରା ଠିକ୍ ସମୟରେ ଟସ୍ ପଡ଼ି ପାରିନାହିଁ। ଫଳରେ ପିଚ୍କୁ କଭର କରି ରଖା ଯାଇଛି। କିଛି ସମୟ ବର୍ଷା ଛାଡ଼ିଥିବାବେଳେ…
ସୈନ୍ୟ ଅଭିଯାନ ଅଧିକ ଜୋରଦାର କରିବାକୁ ପୁଟିନଙ୍କ ନିର୍ଦ୍ଦେଶ…
ମସ୍କୋ,୨୮।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି…
ଉଦଘାଟନୀ ଉତ୍ସବରେ ଶାସକ ଦଳର ରାଜନୀତି, ଆଗଧାଡ଼ିରେ ଦେବଗୌଡ଼ା-ଜଗନମୋହନ…
ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଯଦିଓ ଏହିଐତିହାସିକ କାର୍ଯ୍ୟକ୍ରମ ପାର୍ଟି ରାଜନୀତିରୁ ରକ୍ଷା ପାଇପାରି ନାହିଁ ଏବଂ କଂଗ୍ରେସ ସମେତ ୨୧ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ରାଜନୈତିକ…
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନଗଣନା ଆଶା କମ, ପାଣିଠାରୁ ନେଇ ଲ୍ୟାପଟପ ପର୍ଯ୍ୟନ୍ତ ପଚରାଯିବ ୩୧ ପ୍ରଶ୍ନ…
ନୂଆଦିଲ୍ଲୀ,୨୮।୫ : କରୋନା ମହାମାରୀ କାରଣରୁ ସ୍ଥଗିତ ଜନଗଣନା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେବାର ଆଶା କମ ରହିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ଏପ୍ରିଲ-ମେ…
ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟଗୁଡିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ବୈଠକରେ…
ନୂଆ ସଂସଦରେ ଅଖଣ୍ଡ ଭାରତ ମାନଚିତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଏହି ସମୟରେ ନୂଆ ସଂସଦ ଭବନର ଅନେକ…
ଜୁନ ୧୨ରେ ବିହାରରେ ବିରୋଧୀଙ୍କ ମହାବୈଠକ…
କୋଲକାତା,,୨୮।୫ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଜୁନ ୧୨ ରେ ଭାଜେପା ବିରୋଧୀ ଦଳ ଗଠନ ପାଇଁ ଏକ ମହାବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମମତା ବାନାର୍ଜୀଙ୍କ ସମେତ ଅନ୍ୟ…
୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ନୂଆ ସଂସଦ ଭବନରେ ଲଗାଯାଇଥିବା କାର୍ପେଟ
ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ସଂସଦ ଭବନର ‘ପ୍ରତ୍ୟେକ ବିବରଣୀ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭିତରେ ଲୋକ ସଭା ଏବଂ ରାଜ୍ୟ ସଭାର ଚଟାଣରେ ଶୋଭା…
Archives


