Home Middle

‘ଡାର୍କ ପେଜ ଅଫ ଡେମୋକ୍ରେସିି’,ଏମରଜେନ୍ସିକୁ ନେଇ ମୋଦିଙ୍କ ଟୁଇଟ

ନୂଆଦିଲଲ୍ଲୀ,୨୫।୬: ଇତିହାସରେ ଲିପିବଦ୍ଧ ୨୫ ଜୁନ ୧୯୭୫ର ସେହି ଦିନ, ଯେତେବେଳେ ଦେଶରେ ଏମରଜେନ୍ସି ଲାଗୁ କରାଯାଇଥିଲା। ରବିବାର ଅର୍ଥାତ୍‌ ୨୫ ଜୁନକୁ ଏମରଜେନ୍ସିକୁ ୪୮ ବର୍ଷ ବିତିଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମରଜେନ୍ସିର ବର୍ଷ ପୂର୍ତ୍ତି ଅବସରରେ…

ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କଲା‘ପଞ୍ଚଜନ୍ୟ’

ନୂଆଦିଲ୍ଲୀ,୨୫।୬: ଆରଏସଏସର ବିଚାରଧାରାରେ ପ୍ରେରିତ ପତ୍ରିକା ‘ପଞ୍ଚଜନ୍ୟ’ ଦେଶରେ ଲାଗୁ କରାଯାଇଥିବା ଏମରଜେନ୍ସିର ବାର୍ଷିକୀ ଅବସରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ କରିଛି। ଏହାର କଭର ପେଜରରେ ଇନ୍ଦିରା ଗାନ୍ଧୀ ଓ ହିଟଲରଙ୍କ…

ଡରୁଛନ୍ତି ପୁଟିନ: ଜେଲନସ୍କି

କ୍ୱିଭ,୨୫।୬: ରୁଷିଆରେ ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଭ୍ଲାଦିମିର ପୁଟିନଙ୍କ ନେତୃତ୍ୱରେ ରୁଷ ସରକାର ବିରୋଧରେ ଏକ ଆକ୍ରମଣ ଉଦ୍ୟମ କରିଥିଲେ ଯାହା ସମଗ୍ର ରୁଷିଆରେ ଆତଙ୍କ ସୃଷ୍ଟି କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍‌…

ବିରୋଧୀ ଏକତାକୁ ଏଏପିର ନୂଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳର ସମର୍ଥନ ଲୋଡିଥିବା ଆମ ଆଦମୀ ପାର୍ଟି(ଏଏପି) କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦଳ କହିଛି ଯେ ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନେତା ଭାବରେ ପ୍ରୋଜେକ୍ଟ…

ହଂକଂରୁ ଲସ ଆଞ୍ଜେଲସ ଯାଉଥିବା ବିମାନର ଟାୟାର ଫାଟିଲା, ୧୧ଆହତ

ହଂକଂ,୨୫।୬: ହଂକଂର କ୍ୟାଥେ ପ୍ୟାସିଫିକ ବିମାନ ସିଏକ୍ସ୮୮୦ରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେବାରୁ ଶନିବାର ସକାଳେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକଅପ କରିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଯୋଗୁ ୧୧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…

‘ନାବିକଙ୍କ ପାଇଁ ବିଶ୍ୱ ଅର୍ଥନୀତି ସୁଦୃଢ଼’

ପାରାଦୀପ,୨୫।୬ (ଶରତ ରାଉତ) ବିଶ୍ୱର ୯୦ ପ୍ରତିଶତ ପଣ୍ୟ ଏବେ ଜଳପଥରେ ପରିବହନ ହେଉଛି। ଏହା ସମୁଦାୟ ଅର୍ଥନୀତିର ୮୦ ଭାଗ। ଏହି କାରବାରରେ ନାବିକମାନଙ୍କ ପ୍ରମୁଖ ଭୂମିକା ରହିଛି। ଜଳପଥରେ ପଣ୍ୟବାହୀ ଜାହାଜରେ ଯେଉଁ ନାବିକମାନେ ଅତଳ ସମୁଦ୍ରରେ ନିଜ…

ବିରୋଧୀ ଏକତାରେ ୨୦୨୪ରେ ବହୁମତ ଆସିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: ଭୂପେଶ ବଘେଲ…

ରାୟପୁର,୨୪।୬ : ଦେଶରେ ଭାଜପା ବିରୋଧରେ ବିରୋଧୀ ଏକତା ନେଇ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଭୂପେଶ କହିଛନ୍ତି ବିରୋଧୀ ଏକତାରେ ୨୦୨୪ ବହୁମତ ଆସିଲେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ…

ହେମନ୍ତ ସୋରେନ ଜଣେ ‘ମିଥ୍ୟା ମକଦମା ମନ୍ତ୍ରୀ’: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୪।୬ : ବିରୋଧୀ ଦଳର ବୈଠକରେ ଯୋଗ ଦେଇଥିବାରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ହେମନ୍ତ ସୋରେନଙ୍କୁ ‘ମିଥ୍ୟା ମକଦମା ମନ୍ତ୍ରୀ’ ବୋଲି କହିଛନ୍ତି। ବାବୁଲାଲ ମାରାଣ୍ଡି ଟୁଇଟ କରି…

ହୃଦୟ ନ ମିଶୁ କିନ୍ତୁ ହାତ ମିଳାଇଛନ୍ତି ବିରୋଧୀ: ସୁଶୀଲ ମୋଦି…

ପାଟନା,୨୪।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ରାଜ୍ୟସଭା ଏମପି ସୁଶୀଲ କୁମାର ମୋଦି କହିଛନ୍ତି ବିହାରରେ ମହାମେଣ୍ଟ ଗଠନ ପରେ ରାଜ୍ୟରେ ୩ ଟି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗୋପାଳଗଞ୍ଜ ଏବଂ କୁଦାନୀରେ ଭାଜପା ଜିତିଛି ଏବଂ ମୋକାମାରେ…

ବିରୋଧୀ ମିଳିତ ନ ହେଲେ ୨୦୨୪ ଲୋକସଭା ନିର୍ବାଚନ ହେବ ଶେଷ ନିର୍ବାଚନ: ସଞ୍ଜୟ ରାଉତ…

ମୁମ୍ବାଇ,୨୪।୬ : ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ପ୍ରାୟ ଚାରି ଘଣ୍ଟା ଧରି ବିରୋଧୀ ଦଳର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୭ ଟି ବିରୋଧୀ ଦଳର ଭେଟେରାନ ନେତାମାନେ ଅଂଶଗ୍ରହଣ କରିଥିଲେ। ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ…

ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହା…

ଆସିଲା ପ୍ରଥମ ଏମଆରଏନଏ ବୁଷ୍ଟର ଟିକା…

ନୂଆଦିଲ୍ଲୀ,୨୪।୬ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏମଆରଏନଏ ବୁଷ୍ଟର୍‌ ଟିକା ଆରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି)ର ଆର୍ଥିକ ସହାୟତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri