ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର: ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ…
ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଟାଟା ମୋଟର୍ସ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛି। ପ୍ରଶଂସାର ସ୍ୱରୂପ, ଦଳର ପ୍ରତ୍ୟେକ ସଦସ୍ୟଙ୍କୁ କମ୍ପାନୀର ଖୁବ୍ ଶୀଘ୍ର…
“ଆପଣଙ୍କ ସ୍କିନ୍ କେୟାର ରୁଟିନ୍ କ’ଣ?” ହରଲୀନ୍ ଦେଓଲଙ୍କ ପ୍ରଶ୍ନର ଏପରି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ଖେଳାଳିମାନଙ୍କ ସହ ହାଲୁକା ମୁହୂର୍ତ୍ତ ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ବ୍ୟାଟର୍ ହରଲୀନ୍…
ED ସ୍କାନର୍ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୬।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି।…
ଗିଲ୍ଙ୍କ ଦମ୍ଦାର ବ୍ୟାଟିଂ: ଭାରତକୁ ୧୬୮ ରନର ଟାର୍ଗେଟ୍
କାରାରା,୬।୧୦: ଭାରତ ଅଷ୍ଟ୍ରେଲିଆ ପାଇଁ ୧୬୮ ରନର ଟାର୍ଗେଟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭର ପରେ ୮ ଉଇକେଟ ହରାଇ ୧୬୭ ରନ କରିଥିଲା। ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିଲେ।…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତୀୟ ମହିଳା କ୍ରିକେଟ୍ ଦଳ, ଦେଲେ ବଡ ଉପହାର
ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଅଧିନାୟକ ହରମନପ୍ରୀତ କୌର ଦଳର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଜର୍ସି ରାଷ୍ଟ୍ରପତିଙ୍କୁ…
ନଭେମ୍ବର ୧୪ ଦିନ ୧୧ଟାରେ ଘଟିବାକୁ ଯାଉଛି ଏମିତି… ଅମିତ ଶାହା କଲେ ଘୋଷଣା
ପାଟନା,୬।୧୧: ବିହାରର ବେଟିଆରେ ଏକ ଏନଡିଏ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଆକ୍ରମଣ କରି ଏନଡିଏର ବିଜୟ ଦାବି କରିଛନ୍ତି। ସେ ଆତ୍ମବିଶ୍ୱାସର ସହିତ ଘୋଷଣା କରିଛନ୍ତି, ୧୪ ତାରିଖ ସକାଳ ୮ଟାରେ…
ICC ମହିଳା ବିଶ୍ୱକପ ଟ୍ରଫି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦି:କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୧୧: ଏବେ ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଭାରତୀୟ ମହିଳା କ୍ରିକେଟ ଦଳ ICC ମହିଳା ବିଶ୍ୱକପ ୨୦୨୫ର ପ୍ରଥମ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି କରିଛି। ଏହି ପ୍ରଭାବଶାଳୀ ବିଜୟ ପରେ ନଭେମ୍ବର ୫ରେ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀ…
ବିକ୍ରି ହୋଇଯିବ RCB: IPL ପୂର୍ବରୁ ଆସିଲା ବଡ଼ ଖବର
ବେଙ୍ଗାଲୁରୁ, ୬ା୧୧- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି)କୁ ବିକ୍ରି ପାଇଁ ରଖାଯାଇଛି। ଏହି ଆଇପିଏଲ୍ ଓ ଡବ୍ଲ୍ୟୁପିଏଲ୍ ଫ୍ରାଞ୍ଚାଇଜ୍ ମାଲିକାନା ରଖିଥିବା ଡିଏଗୋ ପକ୍ଷରୁ ଆନୁଷ୍ଠାନିକ ଭାବେ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ…
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ଆଜି: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
କାରାରା (ଗୋଲ୍ଡକୋଷ୍ଟ), ୬ା୧୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚଳିତ ଟି୨୦ କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ ଗୁରୁବାର ଏଠାରେ ଅନୁଷ୍ଠିତ ହେବ। ୩ ମ୍ୟାଚ୍ବିଶିଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିରେ ଅଛି। ତୃତୀୟ ଟି୨୦ ଜିତି ଭାରତୀୟ ଖେଳାଳିଙ୍କ ମନୋବଳ…
ମୋଦିଙ୍କୁ ଗ୍ଲୋ କରିବାର କାରଣ ପଚାରିଲା ମହିଳା କ୍ରିକେଟ ଟିମ୍, ଉତ୍ତରରେ ସେ କହିଲେ…
ନୂଆଦିଲ୍ଲୀ,୬ା୧୧: ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଜିତିଛି। ଭାରତୀୟ ମହିଳା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କ୍ରିକେଟ ଟିମ୍କୁ ଭେଟିଛନ୍ତି। ଦଳ ଏହି ସାକ୍ଷାତ…
RI ପରୀକ୍ଷାରେ ପୁଣି ବିଭ୍ରାଟ! ଛାତ୍ରୀଛାତ୍ର ଅସନ୍ତୁଷ୍ଟ
ଭୁବନେଶ୍ବର,୬।୧୧: RI ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ। ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ…
ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍
ପାଟନା,୬।୧୧: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ…
Archives


