ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ
ପୁରୀ,୨୯।୬(ଅଜିତ୍ ମହାନ୍ତି)ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି…
୨୦ ବର୍ଷ ପରେ ଆମେରିକାରେ ୫ ମ୍ୟାଲେରିଆ ରୋଗୀ ଚିହ୍ନଟ
ଓ୍ବାଶିଂଟନ,୨୮ା୬: ଫ୍ଲୋରିଡା ଏବଂ ଟେକ୍ସାସରେ ଗତ ଦୁଇ ମାସ ମଧ୍ୟରେ ୫ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ କୌଣସି ବିଦେଶ ଭ୍ରମଣରେ ଯାଇ ନ ଥିବା ଜଣାପଡ଼ିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି,…
ଜଳିଗଲା ରଥ: ୬ ଶ୍ରଦ୍ଧାଳୁ ମୃତ, ୧୫ ଆହତ
ଅଗରତାଲା,୨୮ା୬: ବୁଧବାର ସନ୍ଧ୍ୟାରେ ତ୍ରିପୁରାର ଉନାକୋଟି ଜିଲାରେ ଏକ ବଡ଼ ଅଘଟଣ ଘଟିଛି। ରଥଟଣା ଚାଲିଥିବା ବେଳେ ରଥଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସିଯିବାରୁ ରଥ ଜଳି ଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୫ରୁ ଊର୍ଦ୍ଧ୍ୱ…
ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ
ପୁରୀ,୨୮ା୬(ଅଜିତ୍ ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଆଡ଼ପ ମଣ୍ଡପ ଛାଡ଼ି…
ଦିଲ୍ଲୀରେ ଏକାକି ନିର୍ବାଚନ ଲଢିବ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି
ନୂଆଦିଲ୍ଲୀ,୨୮।୬: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାରେ ଲାଗିଥିବା ବିରୋଧୀ ଦଳ ଜୁନ ୨୩ରେ ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ…
ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍; ଛୋଟ ଡ୍ରେସ୍ ପିନ୍ଧି ମନ୍ଦିର ପ୍ରବେଶ ମନା
ନୂଆଦିଲ୍ଲୀ,୨୮।୬:ଭାରତର ଅନେକ ମନ୍ଦିରରେ ଡ୍ରେସ କୋଡ୍ ନିୟମ ଲାଗୁ ହୋଇଛି। ଏଥିରେ ମନ୍ଦିରକୁ ଛୋଟ ଡ୍ରେସ୍ ପିନ୍ଧି ଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଋଷିକେଶ ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହି…
ୟୁନିଫର୍ମ ସିଭିଲ କୋଡକୁ ନେଇ ପ୍ରଶ୍ନ ଉଠାଇଲେ ସଲମାନ ଖୁର୍ସିଦ
ନୂଆଦିଲ୍ଲୀ,୨୮।୬: ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ କି ଗୋଟିଏ ଘରେ ଦୁଇଟି ନିୟମ ଚାଲି ପାରିବ ନାହିଁ। ଏହାପରେ ଲାଗାତାର ରାଜନୈତିକ…
ସାଉଥ କୋରିଆରେ ରାତାରାତି ୨-୩ ବର୍ଷ କମିଗଲା ଲୋକଙ୍କ ବୟସ
ସିଓଲ,୨୮।୬: ଦକ୍ଷିଣ କୋରିଆରେ ୫.୧ କୋଟି ଲୋକଙ୍କର ବୟସ ୧ ଅବା ୨ ବର୍ଷ କମ ହୋଇଯାଇଛି। ଦକ୍ଷିଣ କୋରିଆର ଲୋକଙ୍କ ବୟସ ହଠାତ କମ ହେବାର କାରଣ ହେଉଛି ଏଠାରେ ବୟସର ଗଣନାକୁ ନେଇ ଜାରି କରାଯାଇଥିବା ନୂଆ ନିୟମ।…
ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ
ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି…
ଅଫିସିଆଲ ଫାଇଲ୍ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା
ଓ୍ବାଶିଂଟନ୍,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ…
ମୋଦି କଂଗ୍ରେସ ନାମ ନେଇ ନାହାନ୍ତି, ଏହା ଶିବରାଜ ସରକାରଙ୍କ ପାଇଁ ଉଦ୍ଧିଷ୍ଟ: କମଲନାଥ…
ଭୋପାଳ,୨୮।୬ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସେ ପ୍ରତ୍ୟେକ ସ୍କାମର ତଥା ଚୋର ଡକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଉଛନ୍ତି। କଂଗ୍ରେସର ନାମ ନ ନେଇ ସେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ।…
ୟୁସିସି ନେଇ ଭାଜପାକୁ ସମର୍ଥନ କଲା ଏଏପି…
ନୂଆଦିଲ୍ଲୀ,୨୮।୬ : ଆମ ଆଦମୀ ପାର୍ଟି (ଏଏପି) ନେତା ବୁଧବାର କହିଛନ୍ତି ତାଙ୍କ ଦଳ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ସମର୍ଥନ କରେ କାରଣ ସମ୍ବିଧାନର ଧାରା ୪୪ ମଧ୍ୟ ଦେଶରେ ୟୁସିସି ରହିବା ଉଚିତ ବୋଲି କହିଛି। ମଙ୍ଗଳବାର…
Archives


