ଇଣ୍ଟରନେଟ ଯୋଗୁ ଶୀଘ୍ର ଯୁବକ ହେଉଛନ୍ତି ଶିଶୁ
ଗ୍ବାଲିୟର,୩୦।୬: ଦେଶରେ ପାରସ୍ପରିକ ସହମତି ସହ ସମ୍ପର୍କ ସ୍ଥାପନ କରିବାର ଆଇନଗତ ବୟସ ୧୮ ବର୍ଷ, କିନ୍ତୁ ଇତିମଧ୍ୟରେ ଗ୍ବାଲିୟର ହାଇକୋର୍ଟ ଏହାକୁ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି। ବାସ୍ତବରେ, ଗ୍ବାଲିୟର ହାଇକୋର୍ଟ ପାରସ୍ପରିକ ସହମତି ପାଇଁ ବୟସକୁ…
‘ମୁମ୍ବାଇକୁ କରିଦେଲେ ସୁନା ଅଣ୍ଡା ଦିଆ କୁକୁଡା’, ସାମନାରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ
ମୁମ୍ବାଇ,୩୦।୬: ମୁମ୍ବାଇରେ ଏବେ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଟଣା ବି ହେଉଛି। ଏହାକୁ ନେଇ ଶିବସେନା(ୟୁବିଟି)ତା’ର ମୁଖପତ୍ର ସାମନାରେ ସମ୍ପାଦକୀୟ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛି।…
ମେଟ୍ରୋରେ ଯାତ୍ରା କଲେ ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀ ୟୁନିଭର୍ସିଟି ଯିବା ଲାଗି ମେଟ୍ରୋର ବ୍ୟବହାର କରିଛନ୍ତି। ସଡ଼କ ପଥରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିଲା ହେଲେ ଶେଷ ମୁହୂର୍ତ୍ତରେ ଏହା ପରିବର୍ତ୍ତନ ହୋଇଯାଇଥିଲା। ମେଟ୍ରୋରେ ଯାତ୍ରା କରିବା ସମୟରେ…
ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଡିଏମକେ
ଚେନ୍ନାଇ,୩୦।୬: ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମନ୍ତ୍ରୀ ସେଂଥିଲ ବାଲାଜିଙ୍କୁ ପଦରୁ ହଟାଇବା ଓ ନିଜ ନିଷ୍ପତ୍ତିକୁ ଫେରାଇନେବା ପ୍ରସଙ୍ଗକୁ ନେଇ ରାଜନୀତି ହୋଇଛି ସରଗରମ। ଡିଏମକେ ଏବେ ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।…
ହିଂସା ପ୍ରଭାବିତ ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମେଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିଲେ ରାହୁଲ
ଇମ୍ଫାଲ,୩୦।୬: ମଣିପୁରରେ ଗତ ପ୍ରାୟ ଦୁଇ ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ଇମ୍ଫାଲରୁ ୬୩ କିଲୋମିଟର ଦୂର ଚୁରାଚାନ୍ଦପୁରରେ ଥିବା ଆଶ୍ରୟ ସ୍ଥଳରେ…
ଆଜି ମହାପ୍ରଭୁଙ୍କ ଅଧରପଣା ନୀତି
ପୁରୀ,୩୦ା୬ (ଅଜିତ୍ ମହାନ୍ତି): ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରିଆସୁଛି। ଗୁରୁବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଶୁକ୍ରବାର ତିନିରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯିବ। ରଥାରୂଢ ଠାକୁରମାନଙ୍କୁ ପଣା ଲାଗିହେବ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାଟିହାଣ୍ଡିରେ ପଣା…
ସବୁ ପଞ୍ଚାୟତରେ ହେବ ଡିଜିଟାଲ ପେମେଣ୍ଟ
ନୁଆଦିଲ୍ଲୀ, ୩୦ା୬: ଆସନ୍ତା ସ୍ବାଧୀନତା ଦିବସଠାରୁ ଦେଶର ସବୁ ପଞ୍ଚାୟତ ୟୁପିଆଇକ୍ଷମ ହେବ ବୋଲି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଞ୍ଚାୟତଗୁଡ଼ିକରେ ହେଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ଏବଂ ରାଜସ୍ବ ସଂଗ୍ରହ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ।…
ଓଏସ୍ଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ, ଅଳକା ମିଶ୍ରଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ବର,୨୯।୬(ଅନିଲ ଦାସ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍ଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ବାଗ୍ଚୀ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ୱାଲର୍ଡ ସ୍କିଲ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଳକା ମିଶ୍ରଙ୍କୁ…
ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ
ଚେନ୍ନାଇ, ୨୯।୬: ତାମିଲନାଡୁ ରାଜ୍ୟପାଳ ଆର.ଏନ ରବି ତତ୍କାଳୀନ ପ୍ରଭାବ ପକାଇ ଗିରଫ ହୋଇ ଜେଲରେ ଥିବା ବି ସେନ୍ଥିଲ ବାଲାଜୀଙ୍କୁ ଗୁରୁବାର ମନ୍ତ୍ରୀ ପରିଷଦ ବରଖାସ୍ତ କରିଛନ୍ତି। ତାମିଲନାଡୁ ରାଜ ଭବନ ଏକ ବିବୃତ୍ତି ଜାରି କରି କହିଛି, ମନ୍ତ୍ରୀ…
ବାହୁଡ଼ାଯାତ୍ରା ଅଘଟଣରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ବାହୁଡା଼ଯାତ୍ରା ସମୟରେ କେନ୍ଦୁଝର ଜିଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପାଇଁ…
ମଣିପୁରର ଆଉ ଏକ ଅଞ୍ଚଳରେ ଗୁଳିକାଣ୍ଡ: ଜଣେ ମୃତ, ଅଞ୍ଚଳରେ ଉତ୍ତେଜନା
ଇମ୍ଫାଲ,୨୯।୬: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଘଟଣା ଘଟାଉଛନ୍ତି। ଅନ୍ୟପକ୍ଷରେ ମଣିପୁରର ଆଉ ଏକ ଜିଲା କାଙ୍ଗପୋକପିର ହରୋଥେଲ ଗ୍ରାମରେ ଅଜ୍ଞାତ ଉଗ୍ରବାଦୀମାନେ ଗୁଳକାଣ୍ଡ ଘଟାଇଛନ୍ତି। ତେବେ କିଛି…
ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ
ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ…
Archives


