Home Middle

ଭାରତୀୟ ସଂରକ୍ଷଣ କର୍ମୀ ବ୍ରିଟେନରେ ସମ୍ମାନିତ, କିଙ୍ଗ ଚାଲର୍‌ସ-ରାଣୀ କାମିଲା ପରିବେଶ ପୁରସ୍କାର ପ୍ରଦାନ…

ଲଣ୍ଡନ,୧।୭ : ବ୍ରିଟେନରେ ଭାରତୀୟ ସଂରକ୍ଷଣ କର୍ମୀଙ୍କୁ ସମ୍ମାନିତ କରାଯାଇଛି। ବ୍ରିଟେନର କିଙ୍ଗ ଚାଲର୍‌ସ ତୃତୀୟ ଏବଂ ରାଣୀ କାମିଲା ଭାରତୀୟ ସଂରକ୍ଷଣ କର୍ମୀ – ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ‘ଦି ଏଲିଫ୍ୟାଣ୍ଟ ହ୍ବିସପରସ୍‌’ର ନିର୍ମାତା କାର୍ତିକ ଗୋନ୍ସାଲଭସ ଏବଂ ୭୦ଟି…

ପାକିସ୍ତାନରେ ୬ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଇସଲାମାବାଦ,୧।୭ : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଦୁଇଟି ଜିଲାରେ ସେନା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଜିଲାଗୁଡ଼ିକରେ ସୁରକ୍ଷା ବାହିନୀ ୬ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀର ଟେଙ୍କ ସହରର ମଞ୍ଜାଇ ଅଞ୍ଚଳରେ ସୁରକ୍ଷା…

ରୋବୋ ଦ୍ୱାରା ଆତଙ୍କବାଦୀ ଷଡ଼ଯନ୍ତ୍ର: ରୋବୋଟିକ୍ସ ପାଠ୍ୟକ୍ରମ ପଢୁଛନ୍ତି ଆଇଏସ ଆତଙ୍କବାଦୀ…

ନୂଆଦିଲ୍ଲୀ,୧।୭ : ଆତଙ୍କବାଦୀ ସଂଗଠନ ଆଇଏସ ଏହାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରୋବୋ ମାଧ୍ୟମରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି। ଏଥିପାଇଁ ଆଇଏସ ଭାରତରେ ଉପସ୍ଥିତ ଥିବା ଅନେକ ସଦସ୍ୟଙ୍କୁ ରୋବୋଟିକ୍ସ ପାଠ୍ୟକ୍ରମ କରିବାକୁ କହିଛି। ଆତଙ୍କବାଦୀ ସଂଗଠନର ଉଦ୍ଦେଶ୍ୟ…

ବସ୍‌ ଉପରେ ଚଢିଗଲା ଟ୍ରକ୍‌, ୪୮ମୃତ୍ୟୁ

ନାଇରୋବି,୧।୭: କେନିଆର ଲୋଣ୍ଡିଆନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ ରାସ୍ତାରେ ଯାଉଥିବାବେଳେ ବସଷ୍ଟାଣ୍ଡରେ ଥିବା ଏକ ମିନି ବସ୍‌ ଉପରକୁ ମାଡି ଯାଇଥିଲା। ଏହାପରେ ପଥଚାରୀଙ୍କ…

ଫ୍ରାନ୍ସ ଦଙ୍ଗା: ଗିରଫ ହୋଇସାରିଲେଣି ୧୩୦୦ରୁ ଊର୍ଦ୍ଧ୍ୱ

ଫ୍ରାନ୍ସ,୧ା୭: ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ଦଙ୍ଗା ଆରମ୍ଭ ହୋଇଥିଲା। ନାବାଳକ ହତ୍ୟା ପରେ ଚତୁର୍ଥ ଦିନରେ ଆରମ୍ଭ ହୋଇଥିବା ଦଙ୍ଗାରେ ପ୍ରାୟ ୧୩୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ…

ରାଣୀ ଦୁର୍ଗାବତୀଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ…

ଭୋପାଳ,୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଜବଲପୁର ଦେଇ ଶାହଡୋଲର ଲାଲପୁରରେ ପହଞ୍ଚିଛନ୍ତି। ସେଠାରେ ଜାତୀୟ ସିକଲ ସେଲ ବିଲୋପ ମିଶନ ଆରମ୍ଭ କରାଯାଇଥିଲା । ଏହା ସହିତ ସେ ରାଣୀ ଦୁର୍ଗାବତୀ ଗୌରବ ଦିବସ ଉତ୍ସବକୁ ମଧ୍ୟ…

ଭାଜପା କରୁଛି କେବଳ ଅଭିନୟ: ଉଦ୍ଧବ-ସଞ୍ଜୟ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ବୁଲଢାଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୪ ସାଧାରଣ ନାଗରିକ ଜରବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଟିଏ ପଟେ ଲୋକମାନେ ଶୋକସନ୍ତପ୍ତ ଥିବାବେଳେ ରାଜନୈତିକ କରିଡରରେ ଏନେଇ ଆଲୋଡ଼ନ ଆରମ୍ଭ…

କେନ୍ଦ୍ର ସରକାରଙ୍କ ନିଦ୍ଦେର୍ଶରେ ଅଣ-ଭାଜପା ଶାସିତ ରାଜ୍ୟରେ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛନ୍ତି ରାଜ୍ୟପାଳ…

ନୂଆଦିଲ୍ଲୀ,୧।୭ : ତାମିଲନାଡୁର ରାଜ୍ୟପାଳ ବନାମ ରାଜ୍ୟ ସରକାର ପ୍ରସଙ୍ଗରେ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ପୂର୍ବରୁ ରାଜ୍ୟପାଳ ପଦର ଅପବ୍ୟବହାର ଏଭଳି କରାଯାଇ ନ ଥିଲା। ବର୍ତ୍ତମାନ, କେନ୍ଦ୍ର ସରକାର ସେମାନଙ୍କର ସଦସ୍ୟମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଜଗୁଆଳୀ କରି…

ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କର: ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧।୭ : ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କୁ ଜେଲରୁ ମୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଭାରତ ପାକିସ୍ତାନକୁ କହିଛି। ୨୦୦୮ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷର ଜାନୁଆରୀ ୧ ଏବଂ ଜୁଲାଇ ୧ ରେ…

ଫ୍ରାନ୍ସ ଜଳୁଥିବାବେଳେ ରାଷ୍ଟ୍ରପତି ମାକ୍ରନଙ୍କ କନର୍ସଟ ଭିଡିଓ ଭାଇରାଲ

ପ୍ୟାରିସ,୧।୭:ପୋଲିସ ଗୁଳିରେ ନାବାଳକର ହତ୍ୟାକୁ ନେଇ ଜଳୁଛି ଫ୍ରାନ୍ସ। ଆଜିକୁ ୪ଦିନ ଧରି ହିଂସା ଜାରି ରହିଛି। ହିଂସା ଏବେ ବେଲଜିୟମ ଯାଏଁ ପହଞ୍ଚିଛି। ଏହି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବ୍ରିଟିଶ ଗାୟିକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ…

ୟୁସିସି ପାଇଁ କେଉଁ ପ୍ରସ୍ତାବ ରହିଛି ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିବା ଆବଶ୍ୟକ: ସିବଲ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ ରାଜନୀତି ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟସଭା ଏମପି କପିଲ ସିବଲ ଶନିବାର କହିଛନ୍ତି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ୟୁସିସି ପାଇଁ…

ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…

ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ’ଲଣ୍ଡନରେ ଖାୟଲିସ୍ତାନୀମାନେ ଭାରତୀୟ ପତାକା ଉତ୍ତୋଳନ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri