ନୀଳକନ୍ଦରକୁ ବାହୁଡ଼ିଲେ ଲୀଳାମୟ
ପୁରୀ,୧l୭( ଅଜିତ୍ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମ୍କ ଯାତ୍ରା ସାରି ପବିତ୍ର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ବଡ଼ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମା’ ସୁଭଦ୍ରାଙ୍କଙ୍କ ସହ ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି l ଚତୁର୍ଦ୍ଧା ବିଗ୍ରହଙ୍କ…
ଉଦ୍ଧବଙ୍କୁ ପୁଣି ଝଟ୍କା: ଆଦିତ୍ୟଙ୍କ ନିକଟତର ଥିବା ରାହୁଲ ଶିନ୍ଦେ ଶିବିରରେ…
ମୁମ୍ବାଇ,୧।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତି ନିକଟଔତର କୁହାଯାଉଥିବା ରାହୁଲ କାନାଲ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତିି। ସେ …
ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି ଓ୍ବେଷ୍ଟଇଣ୍ଡିଜ୍: କ୍ୱାଲିଫାଏର ମ୍ୟାଚରେ ପରାଜିତ, ସୁପର ସିକ୍ସରୁ ବାହାର…
ହାରାରେ,୧।୭ : କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି। ହାରାରେ ସ୍ପୋର୍ଟସ୍ କ୍ଲବରେ ଖେଳାଯାଉଥିବା କ୍ୱାଲିଫାଏର ମ୍ୟାଚରେ ସ୍କଟଲାଣ୍ଡଠାରୁ ଓ୍ବେଷ୍ଟଇଣ୍ଡିଜ ପରାଜୟ ବରଣ କରିଛି।…
ଜନ୍ମଦିନରେ ପୋଷ୍ଟର: ଅଖିଳେଶ ହେବେ ଦେଶର ପ୍ରଧାନମନ୍ତ୍ରୀ…
ଲକ୍ଷ୍ନୌ,୧।୭ : ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଶନିବାର ୫୦ ବର୍ଷ ପୂରଣ ହୋଇଛି। ହୋଇଛି। ୧ ଜୁଲାଇ ୨୦୨୩ ରେ ଅଖିଳେଶ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ…
ଇଂରେଜଙ୍କ ତୁଳନାରେ ଦେଶବାସୀଙ୍କ ଅଧିକ ରକ୍ତ ଶୋଷିଛନ୍ତି କଂଗ୍ରେସ-ଭାଜପା: କେଜରିଓ୍ବାଲ…
ଗ୍ବାଲିୟର,୧।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ଶନିବାର ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ଯେଉଁଥିରେ ସେ ଉଭୟ ଭାଜପା-କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମଧ୍ୟପ୍ରଦେଶ…
ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…
ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ ରୁଷିଆର ଗୁପ୍ତଚର ସର୍ଭିସ ଦ୍ୱାରା ପଣ୍ଡ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତଦଳ ପାର ହେବାକୁ ଥିବା…
ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା
ବେଜିଂ,୧।୭: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଭୂମିରୁ ୫୦ରୁ ୧୦୦ ଫୁଟ ଖୋଳିଲେ, ଭୂତଳ…
୧୦ ଜୁଲାଇରୁ ମାଗଣା ଚାଉଳ: ଏବେ ହିତାଧିକାରୀଙ୍କୁ ମିଳିବ ଟଙ୍କା…
ବେଙ୍ଗାଲୁରୁ,୧।୭ : ଶନିବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା କହିଛନ୍ତି ସେ ଜୁଲାଇ ୧୦ ରୁ ଅନ୍ନ ଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ବଦଳରେ ଟଙ୍କା ବଣ୍ଟନ ଆରମ୍ଭ କରିବେ। ଏହି ଯୋଜନା ଅନୁଯାୟୀ, ବିପିଏଲ ପରିବାରକୁ ଅତିରିକ୍ତ ପାଞ୍ଚ କିଲୋଗ୍ରାମ…
ଇସ୍ରାଏଲର ବ୍ୟବସାୟୀଙ୍କୁ ମାରିବାକୁ ଚାହୁଁଥିଲା ଇରାନ
ଜେରୁସାଲେମ,୧।୭:ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏକ ବଡ ଖୁଲାସା କରିଛି। ଦେଶର ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଇରାନର ଯୋଜନାକୁ ପଣ୍ଡ କରିଦେଇଛିି। ଏଥିରେ ପାକିସ୍ତାନର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ରହିଛି ବୋଲି ମୋସଦା କହିଛି। ଇରାନରେ…
ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ମୁଁ ସହଯୋଗ କରିଥିବାରୁ ଅନୁତପ୍ତ: ମିଆଁଦାଦ…
ଇସଲାମାବାଦ,୧।୭ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଛନ୍ତି। ା ତେବେ ଏନେଇ ସେ ଅନୁତପ୍ତ। ଶନିବାର ଏଆରଓ୍ବାଇ ନ୍ୟୁଜକୁ ଏକ…
ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: ୧୨ ପ୍ରତିଶତ ବୃଦ୍ଧି ହୋଇ ଛୁଇଁଲା ୧.୬୧ ଲକ୍ଷ କୋଟି…
ନୂଆଦିଲ୍ଲୀ,୧।୭ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଜୁନ ୨୦୨୩ରେ ମୋଟ ୧,୬୧,୪୯୭ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ ତୁଳନାରେ ୧୨ ପ୍ରତିଶତ…
ପିଏସୟୁ ବ୍ୟାଙ୍କର ଲାଭ ୯ ବର୍ଷରେ ୩ ଗୁଣା ହୋଇ ୧.୦୪ ଲକ୍ଷ କୋଟି ଛୁଇଁଲା…
ନୂଆଦିଲ୍ଲୀ,୧।୭ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ସରକାରୀ ପଦକ୍ଷେପ ଯୋଗୁଁ ଗତ ନଅ ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ର ବ୍ୟାଙ୍କ(ପିଏସୟୂ)ଗୁଡିକର ଲାଭ ୧.୦୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ନିଟ ଲାଭ ୨୦୨୩…
Archives


