ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଅଣ୍ଡରବ୍ରିଜ୍ରେ ବିସ୍ଫୋରଣ, ୨ ଅଭିଯୁକ୍ତ ଗିରଫ…
ଭୋପାଳ,୨।୭ : ଉଚ୍ଚାଭିଳାଷୀ ପ୍ରକଳ୍ପ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଡିଟୋନେଟର ଦ୍ୱାରା ଅଣ୍ଡରବ୍ରିଜ ବ୍ଲାଷ୍ଟିଂ ମାମଲା ସାମ୍ନାକୁ ଆସିଛି। ଏହି ଅଣ୍ଡରବ୍ରିଜ ମାଣ୍ଡସାଉର ଜିଲାର ଶାମଗଡ ଅଞ୍ଚଳରେ ନିର୍ମିତ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ରସୁକା ଅନ୍ତର୍ଗତ…
ପାକିସ୍ତାନରେ ବଢୁଛି ଆତଙ୍କବାଦୀ ଆକ୍ରମଣ: ଚେକପୋଷ୍ଟରେ ଆକ୍ରମଣ, ୪ ସୁରକ୍ଷାକର୍ମୀ ନିହତ…
ଇସଲାମାବାଦ,୨।୭ : ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ଯାଞ୍ଚ ପଏଣ୍ଟରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀ କହିଛନ୍ତି ବାଲୁଚିସ୍ତାନର ଶେରାନି ଜିଲାର ଏକ ଚେକପୋଷ୍ଟରେ ଏହି…
ବେଶି ଦିନ ଚାଲିବନି ରାଜ୍ୟରେ ସର୍କସ: ସଞ୍ଜୟ ରାଉତ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ସ୍ଥିତି ମଧ୍ୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ରାଉତ କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ତାଙ୍କ ଦଳର ବିଭାଜନକୁ ନେଇ ଅସନ୍ତୋଷ…
ମଣିପୁର ହିଂସାଠାରୁ ଦୂରେଇ ରୁହ: ହିମନ୍ତଙ୍କୁ ଚିଦାମ୍ବରମଙ୍କ ପରାମର୍ଶ…
ନୂଆଦିଲ୍ଲୀ,୨।୭ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ମଣିପୁରର ସ୍ଥିତି ୭ ରୁ ୧୦ ଦିନ ମଧ୍ୟରେ ସୁଧୁରିବ ବୋଲି ଶର୍ମା କହୁଛନ୍ତି, କିନ୍ତୁ ଯଦି…
ମିଶନ ଗଗନୟାନ: କ୍ରୁ ପୁନରୁଦ୍ଧାର ଦଳର ପ୍ରଥମ ବ୍ୟାଚ ଡବ୍ଲୁଏସଟିଏଫ ତାଲିମର ପ୍ରଥମ ପର୍ଯ୍ୟାୟ ସମାପ୍ତ…
ଶ୍ରୀହରିକୋଟା,୨।୭ : ଇସ୍ରୋର ମିଶନ ଗଗନୟାନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ମିଶନର କ୍ରୁ ପୁନରୁଦ୍ଧାର ଦଳର ପ୍ରଥମ ବ୍ୟାଚ କୋଚିରେ ଭାରତୀୟ ନୌସେନାର ଜୀବନ ବଞ୍ଚାଅ ତାଲିମ ସୁବିଧା ( ଡବ୍ଲୁଏସଟିଏଫ) ରେ ପ୍ରଥମ ପର୍ଯ୍ୟାୟ ତାଲିମ…
ମହାରାଷ୍ଟ୍ରରେ ଟ୍ରିପଲ ଇଞ୍ଜିନ ସରକାର: ଅଜିତଙ୍କ ଦ୍ୱାରା ହେବ ରାଜ୍ୟର ବିକାଶ, କହିଲେ ଶିନ୍ଦେ…
ମୁମ୍ବାଇ,୨।୭ : ରବିବାର ମହାରାଷ୍ଟ୍ରରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। ଶନିବାର ପର୍ଯ୍ୟନ୍ତ ନୀରବ ରହିଥିବା ରାଜନୈତିକ କାର୍ଯ୍ୟକଳାପ ରବିବାର ସକାଳେ ହଠାତ ତୀବ୍ର ହେଲା ଏବଂ ପରେ ରାଜ୍ୟର ଡବଲ ଇଞ୍ଜିନ ସରକାରରେ ଅନ୍ୟ ଏକ ଇଞ୍ଜିନ ଯୋଡ଼ି…
ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିହେଉଥିବା ପିଲାଙ୍କ ସମୀକ୍ଷା କରିବାକୁ ସ୍ମୃତି ଇରାନୀଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨।୭ : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଶିଶୁ କଲ୍ୟାଣ ସମିତି ଗୃହ ପରିଦର୍ଶନ କରି ବୟସ୍କ ପିଲାମାନଙ୍କ ମାମଲାର ସମୀକ୍ଷା କରିବା ପାଇଁ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ବାଳ କଲ୍ୟାଣ ସମିତିରେ ଅନେକ…
ଅକ୍ଷର ରିଭର କ୍ରୁଜ୍ର ଶୁଭାରମ୍ଭ କଲେ ଶାହା…
ଅହମଦାବାଦ,୨।୭ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ସାବରମତି ‘ରିଭର ଫ୍ରଣ୍ଟ’ ଅହମଦାବାଦରେ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି। ଏହି ଅବସରରେ ଶାହା ନଦୀରେ ‘ଅକ୍ଷର ରିଭର କ୍ରୁଜ’କୁ ଡିଜିଟାଲ ଭାବେ ଉଦଘାଟନ କରିଥିଲେ। ଭିଡିଓ…
ଏନଡିଏରେ ଅଜିତ ପାଓ୍ବାର ସାମିଲ, ହେଲେ ଉପମୁଖ୍ୟମନ୍ତ୍ରୀ….
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଶିବସେନା-ଭାଜପାର ଅନ୍ୟତମ ବିରୋଧୀ ଦଳ ଏନସିପି ବିଭାଜିତ ହୋଇଛି। ଏନସିପି ନେତା ଅଜିତ ପାୱାର ରବିବାର ନିଜ ବାସଭବନରେ ଦଳର ନେତାଙ୍କ ଏକ ବୈଠକ ଡାକିଲେ ଏବଂ ପରେ ସିଧାସଳଖ ରାଜ ଭବନରେ ପହଞ୍ଚିଥିଲେ। ଅଜିତ ମହାରାଷ୍ଟ୍ର…
୪ ବର୍ଷ ତଳର ପୁରୁଣା ନାଟକ, ଅଜିତ ପାଓ୍ବାର ଦେଇଥିଲେ ବଡ଼ ଝଟ୍କା, ଏବେ ପୁଣି ଆରମ୍ଭ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ ରବିବାର ଦଳର ନେତା ଅଜିତ ପାୱାର ତାଙ୍କ ବାସଭବନରେ ଏନସିପି ନେତାଙ୍କ ଏକ ବୈଠକ ଡାକିଥିଲେ। ଏହି…
ଭାରତ-ମ୍ୟାନମାର-ଥାଇଲାଣ୍ଡ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ…
ନୂଆଦିଲ୍ଲୀ,୨।୭ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରବିବାର କହିଛନ୍ତି ଭାରତ-ମ୍ୟାନମାର-ଥାଇଲାଣ୍ଡ ଦେଇ ଯାଉଥିବା ଉଚ୍ଚାଭିଳାଷୀ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ ହୋଇଛି। ଭାରତ-ମ୍ୟାନମାର-ଥାଇଲାଣ୍ଡ ମଧ୍ୟରେ ଥିବା ପ୍ରାୟ ୧୪୦୦ କିଲୋମିଟର ଲମ୍ବା ରାଜପଥର କାମ ଜାରି ରହିଛି।…
କୁମ୍ଭୀରକୁ ବିବାହ କଲେ ମେୟର
ମେକ୍ସିକୋ,୨ା୭: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।…
Archives


