ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ
କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ପୁରୁଲିଆ ଜିଲାରେ ତୃଣମୂଳ ନେତାଙ୍କ ହତ୍ୟାକୁ…
ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ ସାହାଯ୍ୟ ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିରାଶ ହୋଇ କହିଛନ୍ତି,…
ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର
ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍.ବି ପାଟିଲ୍। ସେ କହିଛନ୍ତି, ଏଲନ ମସ୍କଙ୍କ ଟେସଲା କମ୍ପାନୀ ପାଇଁ ଭାରତରେ…
ରାହୁଲଙ୍କ ଲମ୍ବା ଦାଢିକୁ ନେଇ କହିଲେ ଲାଲୁ, ବିବାହ କରନ୍ତୁ…
ପାଟନା,୨୩।୬:୨୦୨୪ଲୋକସଭା ନିର୍ବାଚନ ନେଇ ବିରୋଧି ମେଣ୍ଟ ଦେଖିବାକୁ ମିଳିଛି। ଏନେଇ ବିହାରର ପାଟନାରେ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ନେଇ ସୁଦୃଢ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ବୋଲି ବିରୋଧୀ ଦଳ ଗଣମାଧ୍ୟମରେ ପ୍ରକାଶ କରିଛeନ୍ତି।…
ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ
କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି । ମହିଳାଙ୍କ ସ୍ବାଧୀନତାକୁ ଖଣ୍ଡନ କରି ତାଲିବାନ କାନ୍ଦାହାର ପ୍ରଦେଶର…
ପାଟନାରୁ ଯାହା ଆରମ୍ଭ ହୁଏ ତାହା ଜନ ଆନ୍ଦୋଳନର ରୂପ ନିଏ; ବିରୋଧି ଦଳ ବୈଠକ ପରେ କହିଲେ ମମତା
ପାଟନା,୨୩।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ୧୭ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ସମସ୍ତ ଦଳର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ…
ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି
କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ ଏକ ହିଂସାତ୍ମକ ବିଦ୍ରୋହ ହୋଇଥିଲା। ଗୋଟାବାୟା ସେହି ସମୟରେ ଜଣେ ସେନା ଅଧିକାରୀ…
ପୂର୍ବ ଇମ୍ଫାଲର ଦୁଇଟି ଅଞ୍ଚଳରେ ଗୁଳିକାଣ୍ଡ
ଇମ୍ଫାଲ,୨୩।୬: ମଣିପୁରର ପୂର୍ବ ଇମ୍ଫାଲର ୟେଙ୍ଗଙ୍ଗପୋକପ ଜିଲାର ନୁଇଟି ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଅପରାହ୍ନରେ ଉରାଙ୍ଗପଟ ଏବଂ ଗ୍ବାଲଟବି ଗ୍ରାମରେ କିଛି ବୁନ୍ଧୁକଧାରୀ ଗୁଳି ଚଳାଇଥିଲେ। ଏହି ଗାଁରେ ନିୟୋଜିତ ସୁରକ୍ଷା ବାହିନୀର ସୈନ୍ୟମାନେ ବନ୍ଧୁକଧାରୀଙ୍କୁ କଡା ଜବାବ ଦେଇଥିଲେ।…
ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ
ଓ୍ବାଶିଂଟନ୍,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଆମେରିକାର ନୌସେନା ରବିବାର ଦିନ ଏକ ଜୋରରେ…
ଏକାଠି ଚାଲିବାକୁ ମିଳିଲା ସହମତି: ନୀତୀଶ
ପାଟନା,୨୩।୬: ବିହାରର ପାଟନାରେ ବିରୋଧୀ ଦଳର ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି, ଏହା ଏକ ଭଲ ସାକ୍ଷାତ ଥିଲା। ଆଉ ସମସ୍ତେ ଏକାଠି ଚାଲିବାକୁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ମଲ୍ଲିକାର୍ଜୁନ…
ପୁଟିନଙ୍କ ଆକ୍ରମଣର କଡା ଜବାବ ଦେଲେ ଜେଲନସ୍କିଙ୍କ ସେନା
କ୍ୱିଭ,୨୩।୬: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରି ଚାଲିଛି। ହେଲେ ୟୁକ୍ରେନ ମଜଭୁତ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢି ଚାଲିଛି। ଶୁକ୍ରବାର ୟୁକ୍ରେନ ଦାବି…
ବିମାନରେ ବସି ହାଇଜ୍ୟାକ୍ ବିଷୟରେ କଥା ହେଉଥିଲେ ଯାତ୍ରୀ, କର୍ମଚାରୀଙ୍କ ଅଭିଯୋଗରେ ହେଲେ ଗିରଫ
ଭିଷ୍ତରା ଏୟାର ଲାଇନ୍ସର ବିମାନ ଉଡ଼ାଣ ସମୟରେ ରିତେଶ ସଞ୍ଜୟକୁକର ଜୁନେଜା ନାମକ ଜଣେ ପୁରୁଷ ଯାତ୍ରୀଙ୍କୁ ବିମାନ କର୍ମଚାରୀ ସଦସ୍ୟଙ୍କ ଅଭିଯୋଗରେ ଗିରଫ କରାଯାଇଛି। ସେ ହାଇଜ୍ୟାକ୍ ବିଷୟରେ କଥା ହେଉଥିବାର ବିମାନ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କର୍ମଚାରୀଙ୍କ ଅଭିଯୋଗ…
Archives


