ପଶ୍ଚିମବଙ୍ଗକୁ ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ…
କୋଲକାତା,୨୫।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପୁନର୍ବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଶିଷ୍ଟ କେନ୍ଦ୍ରୀୟ ବାହିନୀ ପଠାଇବାକୁ ଦାବି କରିଛନ୍ତି। ସୂତ୍ର ଅନୁଯାୟୀ, ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବା…
୬ ମୁସଲମାନ ଦେଶ ଉପରେ ବୋମା ମାଡ଼ କରିଥିଲା ଆମେରିକା: ଓବାମାଙ୍କ ମନ୍ତବ୍ୟ ନେଇ ମୋଦିଙ୍କ ସୁରକ୍ଷା ପାଇଁ ବାହାରିଲେ ସୀତାରମଣ…
ନୂଆଦିଲ୍ଲୀ,୨୫।୬ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସାକ୍ଷାତକାରରେ କହିଥିଲେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
ଜେଲ ଯିବାକୁ ଚାହୁଁ ନାହାନ୍ତି କେଜରିଓ୍ବାଲ, ସେଥିପାଇଁ ଭାଜପା ସହିତ ଅଛନ୍ତି: କଂଗ୍ରେସ…
ନୂଆଦିଲ୍ଲୀ,୨୫।୬ : ଗୋଟିଏ ପଟେ ବିହାର ସିଏମ ନୀତୀଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପାଟନାରେ ଏକ ସାଧାରଣ ସଭା ଆୟୋଜନ କରିଥିବାବେଳେ ଅନ୍ୟପଟେ ଦୁଇ ଶକ୍ତିଶାଳୀ ବିରୋଧୀ ଦଳ ନିଜ ମଧ୍ୟରେ ଝଗଡା କରୁଥିବା ଦେଖାଯାଉଛି। ବାସ୍ତବରେ,…
ବିବାହ ପାଇଁ ଜରୁରୀ ହେବ ସିକଲ ସେଲ ଆନିମିଆର ଅନୁବାଂଶିକ ପରାମର୍ଶ କାର୍ଡ…
ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପଶ୍ଚିମ ଅଞ୍ଚଳର ଆଦିବାସୀ ପ୍ରାଧାନ୍ୟ ଧର, ଝାବୁଆ ଏବଂ ଆଲିରାଜପୁର ଜିଲାରେ ଜୁନ ୨୭ ରୁ ସିକଲ ସେଲ ଆନିମିଆ ଭୋଗୁଥିବା ଲୋକଙ୍କ ପାଇଁ ଜେନେଟିକ ପରାମର୍ଶ କାର୍ଡ ଉପଲବ୍ଧ ହେବ। ଏହି ଜେନେଟିକ ପରାମର୍ଶକାର୍ଡ ମାଧ୍ୟମରେ…
ପଶୁପତି ମନ୍ଦିରରେ ଦୁର୍ନୀତି ଯାଞ୍ଚ୍ ପାଇଁ ପହଞ୍ଚିଲେ ଅଧିକାରୀ…
କାଠମାଣ୍ଡୁ,୨୫।୬ : ଦୁର୍ନୀତି ନିବାରଣ ସଂସ୍ଥା ରବିବାର ନେପାଳର ପାଶୁପତିନାଥ ମନ୍ଦିର ପରିସର ଖାଲି କରି ମନ୍ଦିରରେ ଜାଲହରୀ ସହ ଜଡିତ ଦୁର୍ନୀତିର ଯାଞ୍ଚ ପାଇଁ ଅଧିକାରୀମାନେ ମନ୍ଦିରର ଜଲହରୀରେ ବ୍ୟବହୃତ ସୁନା ଯାଞ୍ଚ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ,…
କଂଗ୍ରେସ ପାଇଁ ଶ୍ୱଶୁର ଘର ସଦସ୍ୟ ହେଉଛନ୍ତି ମୁସଲମାନ: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…
ବେଙ୍ଗାଲୁରୁ,୨୫।୬ : କର୍ନାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମସଜିଦ ଭାଙ୍ଗି ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଯେପରି ଅଯୋଧ୍ୟାରେ ଘଟିଛି, ସେହିପରି କାଶୀ ବିଶ୍ୱନାଥ ମନ୍ଦିର…
ରାହୁଲଙ୍କ ପ୍ରେମ ଦୋକାନରେ ପ୍ରେମ କାହା କାହା ପାଇଁ ଉଦ୍ଧିଷ୍ଟ: ଏଏପିର ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୬ : ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଜାରି ରହିଛି। ପାଟନାରେ ବିରୋଧୀ ଦଳର ବୈଠକରେ ଏଏପି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ…
ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା
ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା…
ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…
ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର ଦୁର୍ନୀତି…
୪୮ ଘଣ୍ଟାରେ ଦୁଇ ଶିଖ୍ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା
ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮ ଘଣ୍ଟା…
ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…
ନୂଆଦିଲ୍ଲୀ,୨୫।୬ : ଦେଶରେ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ରାଜନୈତିକ ଦଳମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ଜରୁରୀକାଳୀନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରଭାବିତ ହୋଇଥିବା…
ଭାଜପାରୁ ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମର…
ଭୋପାଳ,୨୫।୬ : ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ନେତା ତଥା ଚଳିତ ବର୍ଷର ବିଧାନସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମର ଦଳର ପ୍ରାଥମିକ ସଦସ୍ୟ ତଥା ମଧ୍ୟପ୍ରଦେଶର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।…
Archives


