ବାହାନଗା ଟ୍ରେନ୍ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ
ବାଲେଶ୍ୱର,୧୨ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ବୁଧବାର ରେଳଷ୍ଟେଶନ ପରିସରରେ ସୂଚନା ଦେଇଛନ୍ତି।…
୧୮ରୁ ୨୨ ମଧ୍ୟରେ ପ୍ରବଳ ଛେଚିବ
ଭୁବନେଶ୍ୱର,୧୨ା୭(ଅନିଲ ଦାସ): କଥାରେ ଅଛି ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ମାତ୍ର ଆଷାଡ଼ ଯାଇ ଶ୍ରାବଣ ଅଧା ହେଲାଣି। ବର୍ଷାର ଦେଖା ନାହିଁ। ଚାଷୀ ଆକାଶକୁ ଚାହିଁ ରହିଛି। ରାଜ୍ୟର ଅଧା ଜିଲାରେ ଜମି ଫାଟି ଆଁ କଲାଣି।…
ସେନା ଆଡ୍ଡାରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ୫ ଆହତ
ଇସଲାମାବାଦ,୧୨ା୭: ବୁଧବାର ପାକିସ୍ତାନର କ୍ୱେଟାର ଏକ ସାମରିକ ବେସ୍ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅତି କମ୍ରେ ୪ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ବେଳେ ୫ ଆହତ ହୋଇଥିବା ସେନା ଏବଂ ସୁରକ୍ଷା…
ମହାରାଷ୍ଟ୍ରରେ ପୋର୍ଟଫୋଲିଓ ଆବଣ୍ଟନ ଅଙ୍କ କଷା ଛିଣ୍ଡୁନି: ବରିଷ୍ଠ ମନ୍ତ୍ରୀଙ୍କୁ ହଟାଇପାରେ ଭାଜପା, ଅଜିତଙ୍କ ୪ ସମର୍ଥକଙ୍କୁ ପଦବୀ ମିଳିବା ନେଇ ଚର୍ଚ୍ଚା…
ମୁମ୍ବାଇ,୧୨।୭ : ଅଜିତ ପାୱାର ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରରେ ଯୋଗଦେବାର ୧୦ ଦିନ ପରେ ମଧ୍ୟ ସେ ଏବଂ ତାଙ୍କ ସମର୍ଥକମାନେ ପୋର୍ଟଫୋଲିଓ ପାଇପାରି ନାହାଁନ୍ତି। ପୋର୍ଟଫୋଲିଓ ଆବଣ୍ଟନ ପ୍ରସଙ୍ଗରେ ଭାଜପା, ଶିବସେନା ଶିନ୍ଦେ ଦଳ ଏବଂ ଏନସିପି ଅଜିତ…
ମୁଣ୍ଡରେ ପଗଡ଼ି କାହିଁକି ବାନ୍ଧିଛ ନୀତୀଶଙ୍କ ପ୍ରଶ୍ନ ନେଇ ସମ୍ରାଟ ଚୌଧୁରୀ ଦେଲେ ମଜାଦାର ଉତ୍ତର…
ପାଟନା,୧୨।୭ : ବିହାର ବିଧାନସଭାର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଛି। ଦୁର୍ନୀତି ଅଭିଯୋଗରେ ଭାଜପା ନେତା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ସିଏମ ନୀତୀଶ କୁମାରଙ୍କ ଆପୋଷ ବୁଝାମଣା କରୁଥିବା ଭାଜପା ନେତା ଅଭିଯୋଗ କରିଛନ୍ତି।…
ରାହୁଲଙ୍କ ସମର୍ଥନରେ ଦେଶବ୍ୟାପୀ କଂଗ୍ରେସର ମୌନ ସତ୍ୟାଗ୍ରହ…
ରାୟପୁର,୧୨।୭ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। ଏହା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ନିରନ୍ତର ପ୍ରଦର୍ଶନ କରୁଛି। ଏହି ପର୍ଯ୍ୟାୟରେ ବୁଧବାର କଂଗ୍ରେସ ସମଗ୍ର ଦେଶରେ ମୌନ ସତ୍ୟାଗ୍ରହ କରୁଛି। ରାହୁଲ ଗାନ୍ଧୀଙ୍କ ପ୍ରତି…
୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ପୁନର୍ଜୀବିତ କରୁଛି ଭାଜପା, ବିଜୟ ନୁହେଁ ସହଜ: ଓମାର…
ଶ୍ରୀନଗର,୧୨।୭ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। କାରଣ ନିର୍ବାଚନରେ ଜିତିବା ଯେତିକି ସହଜ ହେବ ବୋଲି…
କାନାଡାରେ ନିର୍ବାସିତ ଛାତ୍ରଙ୍କୁ ସମର୍ଥନ କଲେ କାନାଡର ବିରୋଧି ଦଳ ନେତା ପୋଏଲିଭ୍ରେ
ଓଟୋବା,୧୨।୭: କାନାଡାରେ ଭାରତୀୟ ଛାତ୍ରମାନେ ନିର୍ବାସନ ଦଣ୍ଡ ଭୋଗୁଛନ୍ତି। ଏହିୁ ବିବାଦ ଧୀରେ ଧୀରେ ଅନ୍ତର୍ଜାତୀୟ ସ୍ତରରେ ଘନେଇବାରେ ଲାଗିଛି। କାନାଡାରେ ଛାତ୍ରମାନଙ୍କ ସପକ୍ଷରେ ବାହାରିଛନ୍ତି ବିରୋଧୀ ଦଳର ନେତା ପିଆର ପୋଏଲିଭ୍ରେ। ଏଥିପାଇଁ ସେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ…
ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କୋରାପୁଟ,୧୨ା୭(ଅସମାପିକା ସାହୁ/ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ…
ପୃଥିବୀର ପ୍ରଥମ ମିଥେନ ପରିଚାଳିତ ରକେଟ ରଞ୍ଚ କଲା ଚାଇନା, ସ୍ପେସ୍ ଏକ୍ସକୁ ପଛରେ ପକାଇଲା…
ବେଜିଂ,୧୨।୭ : ଚାଇନାର ଏକ ଘରୋଇ ଏରୋସ୍ପେସ କମ୍ପାନୀ ମିଥେନ ଏବଂ ତରଳ ଅମ୍ଳଜାନ ଦ୍ୱାରା ଚାଳିତ ବିଶ୍ୱର ପ୍ରଥମ ବୃହତ ରକେଟ ଉତକ୍ଷେପଣ କରିଛି। ଏହା ସହ ଚାଇନା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସ…
୨୦୨୪ ନିର୍ବାଚନ ପୂର୍ବରୁ ସୋନିଆଙ୍କ ଯୋଜନା ଚବିଶ…
ନୂଆଦିଲ୍ଲୀ,୧୨।୭ : ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତା ହାସଲ କରିବା ପାଇଁ ଦ୍ୱାର ଦ୍ୱାର ଅଭିଯାନ ସହିତ…
୧୧ ଥର ନୋଟିସ ପରେ ହାଜର ହେଲେନି ପଶ୍ଚିମବଙ୍ଗ ମନ୍ତ୍ରୀ, ଇଡ଼ି ୧୨ ଥର ପାଇଁ ପଠାଇଲା ନୋଟିସ…
କୋଲକାତା,୧୨।୭ : ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। କୋଇଲା ଦୁର୍ନୀତିରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଜୁଲାଇର ତୃତୀୟ ସପ୍ତାହରେ ଦିଲ୍ଲୀ କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବାକୁ କହିଛନ୍ତି।…
Archives


