Home Middle

ତୁର୍କୀ ସଂସଦ ରବର ଷ୍ଟାମ୍ପରେ ପରିଣତ,ଗୋଟିଏ ବର୍ଷରେ ୭୧୬ ଡ୍ରାଫ୍ଟ ବିଲ ଆଗତ କରିଥିଲେ ବିରୋଧୀ, ଗୋଟିଏ ବି ହୋଇ ନ ଥିଲା ଆଲୋଚନା !…

ଆଙ୍କରା,୩।୭ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କ୍ଷମତାକୁ ଆସିବାର ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ସେ କ୍ଷମତାକୁ ଏତେ ପରିମାଣରେ ନିୟନ୍ତ୍ରଣ କରିଛନ୍ତି, ଯାହାଦ୍ୱାରା ତୁର୍କୀ ସଂସଦ ବର୍ତ୍ତମାନ ଏକ ରବର…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

କଟକ,୩ା୭: ସୋମବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏହି ପରୀକ୍ଷା ସହ ଷ୍ଟେଟ୍‌ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଛି। ସାରା ରାଜ୍ୟରେ ମୋଟ୍‌ ୮୦ଟି କେନ୍ଦ୍ରରେ…

ଆତଙ୍କବାଦୀଙ୍କ ସହ ମୁହାଁମୁହିଁ, ୨ ପାକିସ୍ତାନର ସୁରକ୍ଷାକର୍ମୀ ନିହତ…

ଇସଲାମାବାଦ,୩।୭ : ପାକିସ୍ତାନର ବାଲୁଚିସ୍ତାନର ହୋଶାବ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଦୁଇ ଜଣ ପାକିସ୍ତାନୀ ସେନା ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ସୂତ୍ର ଆଧାରରେ ଏଆରଓ୍ବାଇ ନ୍ୟୁଜ ରିପୋର୍ଟ କରିଛି। ପାକିସ୍ତାନୀ…

ପାପୁଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨ …

ଜାକର୍ତ୍ତା,୩।୭ : ଇଣ୍ଡୋନେସିଆର ପାପୁଆ ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଜାତୀୟ ଜିଓଫିଜିକ ଏଜେନ୍ସି କହିଛି। ତେବେ ଏହା ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୩୩ କିଲୋମିଟର ଗଭୀରରେ ଥିଲା। ତେବେ…

ଜ୍ୟାକ ମା‘ଙ୍କ ହଠାତ୍‌ ପାକିସ୍ତାନ ଯାତ୍ରା ନେଇ ଚର୍ଚ୍ଚା ଆରମ୍ଭ…

ବେଜିଂ,୩।୭ : ଚାଇନାର ବିଲିୟନେୟାର ତଥା ଆଲିବାବା ଗ୍ରୁପର ସହ-ପ୍ରତିଷ୍ଠାତା ଜ୍ୟାକ ମାଙ୍କର ଅପ୍ରତ୍ୟାଶିତ ପାକିସ୍ତାନ ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଏହି ସୂଚନା ଦେଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଗସ୍ତକୁ ନିଶ୍ଚିତ କରି ଇନଭେଷ୍ଟମେଣ୍ଟ…

ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ଚାଇନା ଯୁବବର୍ଗମାନେ ବିବାହକୁ ଏଡ଼ାଉଛନ୍ତି। ସମ୍ପ୍ରତି…

ନୂତନ ପିଢ଼ିଙ୍କୁ ପୁସ୍ତକ ସହ ଯୋଡ଼ିବା ପାଇଁ, ମଲରେ ଲକ୍ଷ ଲକ୍ଷ ପୁସ୍ତକର ଲାଇବ୍ରେରୀ…

ସିଓଲ,୩।୭ : ଇଣ୍ଟରନେଟର ଯୁଗରେ, ଲୋକଙ୍କ ମଧ୍ୟରେ ବହି ପ୍ରତି ଆଗ୍ରହ ଦ୍ରୁତ ଗତିରେ କମିଯାଉଛି। ଲାଇବ୍ରେରୀଗୁଡ଼ିକ ଅଦରକାରୀ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ ନିଜ ଲୋକଙ୍କୁ ପୁସ୍ତକ ସହିତ ଯୋଡିବା ଏବଂ ଏହାର ସାହିତ୍ୟ ଶିକ୍ଷା ଦେବା…

୧୨ ଦିନ ପରେ କିଭ୍‌ ଉପରେ ଆକ୍ରମଣ କଲା ରୁଷିଆ…

ମସ୍କୋ,୩।୭ : ୧୨ ଦିନ ପରେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ରୁଷିଆର ସୈନ୍ୟବାହିନୀ ଗୋଟିଏ ପରେ ଗୋଟିଏ ଡ୍ରୋନ ପଠାଇଥିଲେ। କିନ୍ତୁ ସମସ୍ତଙ୍କୁ ଗୁଳି କରି ଖସାଇ ଦିଆଯାଇଥିଲା। କିଭର ରାଜ୍ୟପାଳ ରୁସଲାନ…

ଭର୍ଜିନ ଗାଲାକ୍ଟିକ ପକ୍ଷରୁ ‘ଫେରେରି’ ମୂଲ୍ୟରେ ମହାକାଶ ଯାତ୍ରା ପାଇଁ ବୁକିଂ ଆରମ୍ଭ, ୯୦ ମିନିଟର ଯାତ୍ରା…

ମେକ୍ସିକୋ ସିଟି,୩।୭ : ଦୁନିଆର ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିମ୍ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପର୍ଯ୍ୟଟକ ଭାବରେ ଆସୁଛନ୍ତି। ତଥାପି, ଅନେକ ଲୋକ ମଧ୍ୟ ମହାକାଶକୁ ଯାତ୍ରା କରିବାର ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ଏଭଳି ପର୍ଯ୍ୟଟକଙ୍କ…

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି । ୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ…

ଭର୍ଷ୍ଟାପେନ୍‌ଙ୍କୁ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍‌ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ…

ନୂଆ ରୂପରେ ଫେରିବ ହକି ଇଣ୍ଡିଆ ଲିଗ୍‌

ନୂଆଦିଲ୍ଲୀ, ୩ା୭(ପି.ଟି.): ଆସନ୍ତା ବର୍ଷ ଶେଷ ଭାଗରେ କିମ୍ବା ୨୦୨୫ ପ୍ରଥମ ଭାଗରେ ନୂଆ ରୂପରେ ଆୟୋଜନ କରିବା ଲାଗି ବିଚାର କରୁଛି ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) । ଫ୍ରାଞ୍ଚାଇଜଭିତ୍ତିକ ଏହି ଲିଗ୍‌ ୭ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri