ଦୁବାଇରୁ କୋଚିରେ ପହଞ୍ଚିଥିବା ବିମାନର ଟାୟାର ମିଳିଲା ଫଟା, ସମସ୍ତ ଯାତ୍ରୀ ସୁରକ୍ଷିତ
ଥିରୁଭାନନ୍ତପୁରମ୍,୫।୭: ଦୁବାଇ-କୋଚିରେ ପହଞ୍ଚିଥିବା ସ୍ପାଇସଜେଟ ବିମାନର ଟାୟାର ଫାଟିଯାଇଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବୋଇଙ୍ଗ ୭୩୭ ବିମାନ ଏସ୍ଜି-୧୭ ଦୁବାଇରୁ କୋଚିରେ…
ୟୁସିସି ନେଇ ଭାଜପା ସହଯୋଗୀଙ୍କ ମଧ୍ୟରେ ଦ୍ୱନ୍ଦ, କେନ୍ଦ୍ରର ତରବରିଆ ଭାବ ନେଇ ପ୍ରଶ୍ନ…
ନୂଆଦିଲ୍ଲୀ,୪।୭ : ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭାଜପା ଚାହୁଁଛି। କିନ୍ତୁ ଆଦିବାସୀ ପ୍ରସଙ୍ଗରେ ୟୁସିସି ବିଲକୁ ବିରୋଧ କରୁଥିବା ବିରୋଧୀ ଦଳ ସହିତ ଭାଜପାର ନିଜସ୍ବ ସହଯୋଗୀ ଦଳଙ୍କ ମଧ୍ୟରେ ଅନେକ ଆପତ୍ତି…
ମୋଦି ଦିଅନ୍ତୁ ଇସ୍ତଫା, ତେଜସ୍ବୀ କାହିଁକି ଦେବେ: ତେଜପ୍ରତାପ…
ପାଟନା,୪।୭ : ରାଷ୍ଟ୍ରhୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ବିହାର ସରକାରଙ୍କ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ଆଲୋଚନାରେ ରହିଥାନ୍ତି।…
ଆଇସିସି ବିଶ୍ୱକପ ୨୦୨୩ : ଜିମ୍ବାଓ୍ବେର ଖେଳିବା ଆଶା କଷ୍ଟକର…
ହାରାରେ,୪।୭ : ଆଇସିସି ବିଶ୍ୱକପ ୨୦୨୩ ରେ ସ୍ଥାନ ପାଇବା ପାଇଁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ଜିମ୍ବାୱେର ଆଶା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍କଟଲାଣ୍ଡ ବିପକ୍ଷରେ ପରାଜୟ ସହିତ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ସ୍ଥାନ ପାଇବା…
ମହାରାଷ୍ଟ୍ର ପଲିଟିକ୍ସରେ ପାୱାରପ୍ଲେ: ଏଥର ଶୁଭେଚ୍ଛା ଜଣାଇଲେନି ମୋଦି-ଶାହ, କ’ଣ ସ୍କ୍ରିପ୍ଟରେ ଏବେବି ବାକି ଅଛି ସିନ୍
ମୁମ୍ବାଇ,୪।୭: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଯାହା ଜାତୀୟ ରାଜନୀତିରେ ଗୁରୁତର ପ୍ରଭାବ ପକାଇଛି। ଏମିତିକି ୨୪ ରଣାଙ୍ଗନ ପାଇଁ ବିରୋଧୀ ମହାମେଣ୍ଟକୁ ବଡ ଝଟକା ଲାଗିଛି। ଏବେ ପୁଣି ଭାଜପା ଏବଂ ଶିନ୍ଦେ ଶିବିରକୁ…
ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କଲେ ଭାଜପା କର୍ମୀ, ଭିଡିଓ ଭାଇରାଲ
ଭୋପାଳ,୪।୭: ମଧ୍ୟପ୍ରଦେଶ ସିଦ୍ଧରେ ଜଣେ ଭାଜପା ନେତା ଜଣେ ମାନସିକ ବିକୃତ ଯୁବକଙ୍କ ଉପରେ ପରିଶ୍ରା କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ ହେଲେ ଭାଜପା ବିଧାୟକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧୀ।ସେ ନିଶାସକ୍ତ ଅବସ୍ଥାରେ ତଳେ ବସିଥିବା…
ବର୍ଷକ ମଧ୍ୟରେ ଭାଙ୍ଗିବ ସିଦ୍ଦରାମାୟାଙ୍କ ସରକାର: କୁମାରସ୍ବାମୀ…
ବେଙ୍ଗାଲୁରୁ,୪।୭ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଏକ ବଡ଼ ଦାବି କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି କର୍ନାଟକରେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ୨୦୧୯ରେ,କିଏ…
ଅଧ୍ୟକ୍ଷ ପଦରୁ ହଟିବା ପରେ କର୍ମୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ସଞ୍ଜୟ କୁମାର…
ହାଇଦ୍ରାବାଦ,୪।୭ : ଭାଜପା ଏହାର ସଂଗଠନରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ଭାଜପାର ପୂର୍ବତନ ମୁଖ୍ୟ ବୃନ୍ଦ…
ଭାଜପା ନିଯୁକ୍ତ କଲା ୪ ନୂଆ ପ୍ରଦେଶ ଅଧ୍ୟକ୍ଷ…
ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ଭାଜପା ସଂଗଠନରେ ବଡ ପରିବର୍ତ୍ତନ ଆଣିଛି। କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏନଟିଆରଙ୍କ ଝିଅ ତଥା ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡଙ୍କ ସମ୍ପର୍କୀୟ ଡି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର…
ୟୁସିସ ନେଇ ଉଦ୍ଧବ ଦଳ ନରମିଲେ, ସଞ୍ଜୟ ରାଉତ କହିଲେ ଡ୍ରାଫ୍ଟ ଆସୁ, କେହି ଆଇନକୁ ବିରୋଧ କରୁନାହାନ୍ତି…
ମୁମ୍ବାଇ,୪।୭ : କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ବିରୋଧ କରୁଥିବାବେଳେ ଶିବସେନା (ୟୁବିଟି) କ୍ରମାଗତ ଭାବରେ ୟୁସିସି ସପକ୍ଷରେ କହୁଛି। ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ଆଇନର କୌଣସି ବିରୋଧ ନାହିଁ…
ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ ପାଓ୍ବାର…
ମୁମ୍ବାଇ,୪।୭ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ ମଭ୍ଗଳବାର କହିଛନ୍ତି ମୋଦିଙ୍କ ଭଳି ନେତା ଦେଶ ତଥା ସମଗ୍ର ବିଶ୍ୱରେ ନାହାନ୍ତି। ମହାରାଷ୍ଟ୍ର…
ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ
ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ ପାଇଁ ଦାଦା-ପୁତୁରାଙ୍କ ମଝିରେ ପୁଣି ବିବାଦ ମୁଣ୍ଡ ଟେକିଛି। ତେବେ ଏମଧ୍ୟରେ ଉଦ୍ଧବ ଗୋଷ୍ଠୀ…
Archives


