ବାଲିଯାତ୍ରାରେ ଅଘଟଣ: ୧୦୦ ଫୁଟ ଉଚ୍ଚ ହାମର ଦୋଳିରେ ଫସିଲେ ୮
କଟକ,୧୩।୧୧(ଶିଳ୍ପା ପ୍ରିୟଦର୍ଶିନୀ):ଐତିହାସିକ ବାଲିଯାତ୍ରା ପଡିଆରେ ବୁଧବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ରାତି ପ୍ରାୟ ୧୧ଟା ବେଳେ ହାମର୍ ଦୋଳିର ମୋଟର ପୋଡ଼ିଯିବାରୁ ଏହା ଅଧାରୁ ବନ୍ଦ ହୋଇଯାଇଥିଲା। ଫଳରେ ଦୋଳିରେ ବସିଥିବା ୮ଜଣ ଲୋକ ପ୍ରାୟ ୧୦୦ ଫୁଟ…
ଆସିଲେନି ନା ଆଣିବାକୁ ଚାହିଁଲେନି: ଭକ୍ତଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର, ୧୩।୧୧(ସୁନିତ୍ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପରେ ମଙ୍ଗଳବାର ଶେଷ ହୋଇଥିବା ନୂଆପଡ଼ା ଉପନିର୍ବାଚନ ଫଳାଫଳ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପାଇଁ ବହୁ ଗୁରୁତ୍ୱ ବହନ କରିବ। ଏହି ଉପନିର୍ବାଚନରେ କେଉଁ ଦଳକୁ…
ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ, ୧୩।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀଙ୍କ ବନକଲାଗି ନୀତି ସମ୍ପାଦନ ପାଇଁ ଗୁରୁବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ (SJTA) ତରଫରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ଯେ,…
ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତ କରିଥିଲେ ବଡ ଆକ୍ରମଣ ଯୋଜନା! ବାବ୍ରି ମସଜିଦ୍ ଭାଙ୍ଗିବା ବାର୍ଷିକୀରେ…
ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ବିସ୍ଫୋରକ ଭର୍ତ୍ତି କାର୍ ଚଳାଉଥିବା ଡାକ୍ତର ଉମର ନବୀ, ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ଭାଙ୍ଗିବା ବାର୍ଷିକୀ ଅବସରରେ ଏକ ଶକ୍ତିଶାଳୀ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସୂତ୍ରରୁ ଏହି ଚାଞ୍ଚଲ୍ୟକର ତଥ୍ୟ…
‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ ରିଲିଜ କଲେ ଏସ୍.ଏସ୍. ରାଜାମୌଲି
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ ପିନ୍ଧି ପ୍ରିୟଙ୍କାଙ୍କ ଆକ୍ସନ୍-ଭରା ଲୁକ୍ ଦେଖିବାକୁ ମିଳିଛି। ରାଜାମୌଲି ଏହି ଲୁକ୍ ସେୟାର୍ କରି…
ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀଙ୍କୁ ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’
ଭୁବନେଶ୍ୱର,୧୨ା୧୧: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ସାରା ଦେଶର ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି। ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।…
ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା
ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍ମେଣ୍ଟ ରୁଲ୍ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ…
ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!
ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ ଚିନ୍ତା କରନ୍ତୁ ନାହିଁ। ଏବେ, କେବଳ ଆପଣଙ୍କ ଚାକିରି ଉପରେ ନିର୍ଭର କରିବାର କୌଣସି…
ଇଣ୍ଟରନେଟ୍ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା
ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ…
ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା
ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଆଜିର ‘ଜେନ୍-ଜି’ ଏବଂ ‘ମିଲେନିଆଲ୍ସ’ ଯୁବପିଢ଼ିଙ୍କ ଜୀବନଶୈଳୀ ସମୃଦ୍ଧ…
ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୧୨: ଭୁଟାନରୁ ଦୁଇ ଦିନିଆ ବିଦେଶ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ (LNJP) ଡାକ୍ତରଖାନାରେ ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିଛନ୍ତି। ଜାତୀୟ ରାଜଧାନୀର ଏହି ପ୍ରମୁଖ…
ଓଡ଼ିଶା SI ପରୀକ୍ଷା ଦୁର୍ନୀତି: ମୁଖ୍ୟ ଅଭିଯୁକ୍ତ ଶଙ୍କରର ସହଯୋଗୀ ସାଗର ଗୌଡ଼ା ଗିରଫ
ଭୁବନେଶ୍ୱର,୧୨ା୧୧: ଓଡ଼ିଶା ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଏକ ବଡ଼ ସଫଳତା ପାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ ସହଯୋଗୀ ସାଗର କୁମାର ଗୌଡ଼ାଙ୍କୁ ଗିରଫ କରିଛି। ୨୨ ବର୍ଷୀୟ ଗୌଡ଼ା ଗଞ୍ଜାମ ଜିଲାର…
Archives


