ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ କ’ଣ, ଯାହାକୁ କ୍ୟାବିନେଟରେ ମିଳିଛି ମଞ୍ଜୁରୀ
ନୂଆଦିଲ୍ଲୀ,୬।୭: ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ଅର୍ଥାତ୍ ପର୍ସନାଲ ଡାଟା ପ୍ରେଟେକ୍ସନ ବିଲ ୨୦୨୩ର ଡ୍ରାଫ୍ଟକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଗତ ହେବ। ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ…
ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ, ୬।୭: ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ ଅର୍ଥନୈତିକ…
ରାହୁଲଙ୍କୁ ମିଳିବ କି ଆଶ୍ୱସ୍ତି, ଶୁକ୍ରବାର ଆସିବ ରାୟ
ନୂଆଦିଲ୍ଲୀ,୬।୭: ମାନହାନି ମକଦ୍ଦମା ମାମଲାରେ ଗୁଜରାଟ ହାଇକୋର୍ଟ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରାୟ ପ୍ରକାଶ କରିବେ। ତାଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରି ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ। ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି…
ଟୁଇଟରକୁ ଟକ୍କର ଦେବା ପାଇଁ ଥ୍ରେଡ୍ସ ଲଞ୍ଚ କଲେ ଜୁକରବର୍ଗ
ନୁୟର୍କ,୬।୭: ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ ମେଟାର ବହୁ ପ୍ରତୀକ୍ଷିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଲଞ୍ଚ ହୋଇଯାଇଛି। ଥ୍ରେଡ୍ସ ହେଉଛି ଏକ ଟେଷ୍ଟ-ଆଧାରିତ ସୋସିଆଲ ମିଡିଆ ଆପ, ଯାହା ଏଲନ ମସ୍କଙ୍କ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣାଯାଉଛି। ଏହି…
‘ମୁଁ ହିଁ ଏନସିପି ଅଧ୍ୟକ୍ଷ’
ମୁମ୍ବାଇ,୬।୭: ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଗୁରୁବାର ଦିଲ୍ଲୀରେ ଶରଦ ପାୱାରଙ୍କ ଦଳ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି ଯେ,…
ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩
ନୂଆଦିଲ୍ଲୀ,୬।୭: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚନ୍ଦ୍ରାୟନ ୩ର ଲଞ୍ଚିଂ ଡେଟ ଘୋଷଣା କରିଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି ଚନ୍ଦ୍ରାୟନ ୩ ଜୁଲାଇ ୧୪ରେ ଦିନ ୨ଟା ୩୫ରେ ଲଞ୍ଚ କରାଯିବ। ଇସ୍ରୋ…
ଶରଦ ପାଓ୍ବାରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୬।୭: ଏନସିପିରେ ଲାଗି ରହିଥିବା ରାଜନୈତିକ ଲଢେଇ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଶରଦ ପାଓ୍ବାରଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏନସିପିରେ ବଡ ଧରଣର ଝଗଡା ପରେ ଦୁଇ ନେତାଙ୍କର ଏହା ପ୍ରଥମ ସାକ୍ଷାତକାର। ଏହା ପୂର୍ବରୁ…
ତୋଶାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ୍ଙ୍କୁ ମିଳିଲା ଗୋଟିଏ ଦିନ ଛୁଟି
ଇସଲାମାବାଦ,୬।୭: ପାକିସ୍ତାନର ଏକ କୋର୍ଟ ତୋଶାଖାନା ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିଛନ୍ତି। ଏହି ମାମଲା ପାଇଁ ଶୁକ୍ରବାର ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ୍ ଖାନ ଗୁରୁବାର…
ଭାରତ ଶାନ୍ତି ପାଇଁ ସମର୍ପିତ: ଏସ ଜୟଶଙ୍କର
ନୂଆଦିଲ୍ଲୀ,୬।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଜାଞ୍ଜିବର ଗସ୍ତରେ ଯାଇଛନ୍ତି। ଜାଞ୍ଜିବରରେ ଏସ ଜୟଙ୍କର ଆଇଏନଏସ ତ୍ରିଶୁଳ ଉପରେ ଆୟୋଜିତ ଡେକ ରିସେପଶନରେ ସାମିଲ ହୋଇଥିଲେ। ଏହି ସମୟରେ ଜାଞ୍ଜିବରର ରାଷ୍ଟ୍ରପତି ଡା. ହୁସେନ ଅଲି ବିନି ବି…
ପୁଣି ଅଡୁଆରେ ଇମ୍ରାନ
ଇସଲାମାବାଦ,୬ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫ ମୁଖ୍ୟ ଇମ୍ରାନ ଖାନ୍ ପୁଣି ଅସୁବିଧାରେ ପଡ଼ିଛନ୍ତି। ରାଓ୍ବଲପିଣ୍ଡିରେ ଆର୍ମି ଜେନେରାଲ ମୁଖ୍ୟାଳୟ (ଜିଏଚ୍କ୍ୟୁ) ଉପରେ ଅଦ୍ୟାବଧି ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ବିରୋଧୀ ଅଧିନିୟମ ଅଧୀନରେ ତିନିଟି ସମେତ…
ମାନହାନି ମାମଲା: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ
ନୂଆଦିଲ୍ଲୀ,୬।୭: ମାନହାନି ମାମଲାରେ ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ ପଠାଇଛନ୍ତି। ଅଗଷ୍ଟ ୭ରେ କୋର୍ଟରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାନହାନି ମାମଲା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ…
ଜୁଲାଇ ୧୮ରେ ଭାଜପା ମେଣ୍ଟର ବୈଠକ
ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଯାଉଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ଏହାରି ଭିତରେ ସମସ୍ତ ବଡ ବଡ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ବିରୋଧୀ ଦଳମାନେ ମଧ୍ୟ ଭାଜପା ବିରୋଧରେ ଏକାଠି…
Archives


