Home Middle

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢୁଛି ଉତ୍ସାହ: ବିମାନ ଭଡା ୩୦୦% ବୃଦ୍ଧି, ୩ ହଜାର ଟିକେଟ୍‌ର ମୂଲ୍ୟ ହେଲା ୨୫ ହଜାର

ନୂଆଦିଲ୍ଲୀ,୧୭।୭: କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ…

କ୍ରିମିୟା ବ୍ରିଜ ଘଟଣାକୁ ନେଇ ଦେଶର ସେନାଙ୍କୁ ଦାୟୀ କଲା ୟୁକ୍ରେନ ମିଡିଆ

କ୍ୱିଭ,୧୭।୭: ନାମ ନ ଥିବା ତିନୋଟି ୟୁକ୍ରେନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ କ୍ରିମିୟା ବ୍ରିଜରେ ସୋମବାର ଘଟିଥିବା ଘଟଣାରେ ୟୁକ୍ରେନର ଘରୋଇ ସୁରକ୍ଷା ଏଜେନ୍ସି ଏବଂ ନୌସେନା ରହିଛି। ଏଥିସହ ଏହା ଉପରେ ଆକ୍ରମଣ କରିବାକୁ ସେମାନେ ସାମୁଦ୍ରିକ ଡ୍ରୋନ…

କରାଚିରେ ଭଙ୍ଗା ଗଲା ୧୫୦ ବର୍ଷର ହିନ୍ଦୁ ମନ୍ଦିର, ଘଟଣାକୁ ଏଡାଇଲେ ମେୟର

କରାଚି,୧୭।୭: ପାକିସ୍ତାନର କରାଚିରେ ପ୍ରାୟ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହା ବହୁ ପୁରାତନ ଓ ଦୁର୍ଘଟଣା ହେବାର ସ୍ଥିତିରେ ଥିବାରୁ ଏହାକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି। ମନ୍ଦିର ଭାଙ୍ଗିବାର ଖବର ଜଣାପଡିବା ପରେ ପାକିସ୍ତାନର ସିନ୍ଧ…

ଶ୍ରୀଲଙ୍କାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ

କଲମ୍ବୋ,୧୭।୭: ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଚଳିତ ସପ୍ତାହରେ ପ୍ରଥମ ଥର ଲାଗି ଔପଚାରିକ ଯାତ୍ରାରେ ଭାରତ ଆସିପାରନ୍ତି। ଭାରତ ଯାତ୍ରା ପୂର୍ବରୁ ସେ ମଙ୍ଗଳବାର ସଂସଦରେ ତମିଲ ନାଶନାଲ ଆଲାଏନ୍ସ(ଟିଏନଏ) ସହ ବୈଠକ କରିବେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନାକୁ…

ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି: ସିଜେଆଇ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ବେଳେ ଦେଶର ପ୍ରଧାନ ବିଚାରପତି କହିଛନ୍ତି , ସେ ଏହି ମାମଲାକୁ ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚକୁ…

ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୭।୭: ଭାରତର ମହାକାଶ ମିଶନ ଚନ୍ଦ୍ରୟାନ-୩ ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ଏକ ବିବୃତ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛ। ଇସ୍ରୋ ସୂଚନା ଦେଇଛି ଯେ, ଚନ୍ଦ୍ରୟାନ-୩ ବର୍ତ୍ତମାନ ପୃଥିବୀଠାରୁ ୪୧,୬୦୩ କିଲୋମିଟର…

ଏକଛତ୍ରବାଦୀ ସରକାରଙ୍କୁ ଜବାବ ଦେବାକୁ ଏକାଠି ହେଲେ ୨୬ ବିରୋଧୀ ଦଳ, ଗେମ ଚେଞ୍ଜର ହେବ ବୈଠକ: କଂଗ୍ରେସ

ବେଙ୍ଗାଲୁରୁ,୧୭।୭: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ବେଙ୍ଗାଲୁରୁରେ ସୋମବାର ବିରୋଧୀ ଦଳଙ୍କ ବୈଠକ ଚାଲିଛି। ମୁଖ୍ୟ ବୈଠକ ମଙ୍ଗଳବାର ୧୮ ଜୁଲାଇରେ ହେବ। କଂଗ୍ରେସ ନେତାମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର…

ରାଜ୍ୟ ସଭା ପାଇଁ ନିର୍ବିରୋଧରେ ନିର୍ବାଚିତ ହେବେ ଜୟଶଙ୍କର, ଡେରେକ ବ୍ରାୟନଙ୍କ ସମେତ ୧୧ ଜଣ

ନୂଆଦିଲ୍ଲୀ,୧୭।୭: ଚଳିତ ମାସରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ତ୍ରୁଣ ମୂଳ କଂଗ୍ରେସର ଡେରେକ ଓ ବ୍ରାୟନ। ୧୧ଜଣ ପ୍ରାର୍ଥୀଙ୍କ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୧୭ା୭(ଅଜିତ ମହାନ୍ତି): ଚିତାଲାଗି ଅମାବାସ୍ୟା ଅବସରରେ ସୋମବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଦାରୁବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଆରମ୍ଭ ହେବ। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

୨୦୨୪ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିବେ ବିରୋଧୀ

ବେଙ୍ଗାଲୁରୁ,୧୭।୭: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ପାଟନା ପରେ ସୋମବାର ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ସା…

ମିଶନ ୨୦୨୪: ଏନଡିଏ ବନାମ ବିରୋଧୀ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ବିରୋଧୀ ଦଳଗୁଡ଼ିକ ଦୁଇ ଦିନିଆ ବୈଠକ କରିବାକୁ ଯାଉଛନ୍ତି। କର୍ନାଟକର ରାଜଧାନୀରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଭାଜପା ବିରୋଧୀ ସମସ୍ତ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ…

ବଳାତ୍କାରକାରୀଙ୍କୁ ତୁମ ଉପରେ ଛାଡି ଦିଆଯିବ,ମହିଳାମାନଙ୍କୁ ହିଜାବ-ବୁର୍କା ପିନ୍ଧିବାକୁ ଧମକ ଦେଉଛନ୍ତି ଇରାନ ସରକାର…

ତେହେରାନ,୧୭।୭ : ଇରାନରେ ହିଜାବ ବିରୋଧୀ ବିରୋଧର ଅନେକ ମାସ ପରେ ନୈତିକତା ପୋଲିସ ସେଠାରେ ପୁଣି ପାଟ୍ରୋଲିଂ ଆରମ୍ଭ କରିଛି। ଇରାନର ଆଇନ ଶୃଙ୍ଖଳା ବାହିନୀର ମୁଖପାତ୍ର ସଇଦ ମୋଣ୍ଟେଜେରାଲମାହି କହିଛନ୍ତି ନୈତିକ ପୋଲିସ ବର୍ତ୍ତମାନ କାର୍ଯ୍ୟକୁ ଫେରିଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri