Home Middle

କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଅଧିକାରୀମାନଙ୍କ ଉପରେ ନିୟନ୍ତ୍ରଣ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶର ମାମଲାକୁ ସୁପ୍ରିମକୋର୍ଟ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏକ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭା ପରିସରରୁ ସେବାକୁ ବାଦ ଦେବା ଠିକ…

ପାକିସ୍ତାନ ଫେରିଯିବେ ସୀମା ହାଇଦାର

ନୂଆଦିଲ୍ଲୀ,୨୦।୭: ପାକିସ୍ତାନ ଫେରିଯିବେ ସୀମା ହାଇଦାର। ପବିଜି ଖେଳି ସୀମା ପାର୍‌ କରି ଭାରତ ଆସିଥିବା ସୀମାଙ୍କୁ ପାକିସ୍ତାନ ଫେରାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ଭାରତରୁ ଡିପୋର୍ଟ କରାଯିବା ନେଇ ଚର୍ଚ୍ଚା…

ଜ୍ୟୋତିରାଦିତ୍ୟଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର

ଭୋପାଳ,୨୦।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୧ ଜୁଲାଇ ଅର୍ଥାତ୍‌ ଶୁକ୍ରବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ଗ୍ବାଲିୟର ଯାତ୍ରା କରିବେ। ସେଠାରେ ପହଞ୍ଚି ସେ ପ୍ରଥମେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ସମାଧି ସ୍ଥଳକୁ ଯିବେ। ସେଠାରେ ସେ…

ମଣିପୁର ହିଂସା ପ୍ରସଙ୍ଗରେ ମୋଦିଙ୍କୁ ନେଇ ଶତମୁଖ ଶଶି ଥରୁର୍‌

ନୂଆଦିଲ୍ଲୀ,୨୦।୭: କଂଗ୍ରେସ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସା ଉପରେ ନୀରବତା ଭାଙ୍ଗିଛନ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋଦି ଏ ବିଷୟରେ ସଂସଦରେ ଆଲୋଚନା କରୁଥିବାବେଳେ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ…

ମଣିପୁର ଘଟଣାକୁ ନିନ୍ଦା କରି ଭାଜପାକୁ ଟାର୍ଗେଟ କଲେ ମାୟାବତୀ

ଲକ୍ଷ୍ନୌ,୨୦।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ସେମାନଙ୍କୁ ବଳାତ୍କାର କରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଦେଇଛି। ପ୍ରାୟ ସମସ୍ତ ବିରୋଧୀ ଦଳ ଏହି ଘଟଣାକୁ ନେଇ କେନ୍ଦ୍ର…

ସଂସଦରେ ମଣିପୁର ଝଡ: ଶୁକ୍ରବାର ଯାଏ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଉତ୍ତେଜନା କାରଣରୁ ସଂସଦର ପ୍ରକ୍ରିୟା ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।…

ଏଆଇ ନିଯୁକ୍ତି: ୭ ବର୍ଷରେ ସୃଷ୍ଟି ହେବ ୧୩.୫କୋଟି ଚାକିରି, ସୁଯୋଗ ପାଇବେ ଭାରତୀୟ ଯୁବପିଢି

ନ୍ୟୁୟର୍କ,୨୦।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବହୁ କଳ୍ପାଜଳ୍ପନା ଲାଗି ରହିଛି। ଏଆଇ ଯୋଗୁ ଅନେକ କ୍ଷେତ୍ରରେ ବହୁ ସଂଖ୍ୟାରେ ଛଟେଇ ହେବାର ଆଶଙ୍କା କରାଯାଉଛି। କୁହାଯାଉଛି କି, ବିଶ୍ୱରେ ୭୫ନିୟୁତ ଲୋକ ଚାକିରି ହରାଇବେ। ବିଶେଷଜ୍ଞଙ୍କ ଅନୁସାରେ ଏଆଇ କେବଳ…

ରୁଷିଆ ଏୟାରଷ୍ଟ୍ରାଇକ୍‌ରେ ୨୧ ଆହତ

କିଭ୍‌,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍‌ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି କମ୍‌ରେ ୨୧ ଜଣ ଆହତ ହୋଇଛନ୍ତି। ରୁଷିଆର ଏହି ଆକ୍ରମଣ ତିନି ମହଲା…

ଜନସନ ଆଣ୍ଡ ଜନସନ: କୋର୍ଟ କହିଲେ ପାଉଡର ଯୋଗୁ ହୋଇଛି କ୍ୟାନସର, ପୀଡ଼ିତ ପାଇବେ ୧୫୪ କୋଟି ଟଙ୍କାର କ୍ଷତିପୂରଣ

ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ କମ୍ପାନୀକୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ବେବି ଟାଲକମ ପାଉଡରରୁ…

 ସ୍ଥିତି ଦୋହରାଇବ ୟୁରୋପ

ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ ହେତୁ…

ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।

ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ

ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ ସୂଚାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri