Home Middle

ଭାରତକୁ ବଡ ଅଫର ଦେଲା ରୁଷିଆ, ଚାଇନା, ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୨୦।୧୧: ଆସନ୍ତା ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମସ୍କୋ ନୂଆଦିଲ୍ଲୀକୁ ଏକ ବଡ଼ ସାମରିକ ପ୍ରସ୍ତାବ ଦେଇଛି। ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା…

କେନ୍ଦ୍ର ସରକାରଙ୍କ ବଡ ଜିତ୍: ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୀମାରେଖା ଟାଣିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ବିଲ୍‌ଗୁଡ଼ିକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ। ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ…

ନୀତୀଶ କୁମାରଙ୍କ ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି, ବିହାରର ଜନସାଧାରଣଙ୍କୁ ଦେଲେ…

ପାଟ୍‌ନା,୨୦ା୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶପଥ ସମାରୋହରେ ଗାମୁଛା ଉଡ଼ାଇ ବିହାରର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ଦଳ (ୟୁନାଇଟେଡ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀଶ କୁମାର ଗୁରୁବାର ବିହାରର ରାଜଧାନୀ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ…

ଏହି ବ୍ୟକ୍ତିଙ୍କ ଫିଟିଗଲା ଭାଗ୍ୟ, ନିର୍ବାଚନ ନ ଲଢି ହେଲେ ମନ୍ତ୍ରୀ

ପାଟନା,୨୦।୧୧: ନୀତୀଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଅନେକ ବରିଷ୍ଠ ନେତା ଶପଥ ଗ୍ରହଣ…

ଶପଥ ନେଲେ ଜୟ ଢୋଲକିଆ, କହିଲେ…

ଭୁବନେଶ୍ୱର/ନୂଆପଡ଼ା,୨୦।୧୧(ମକାରୁ ବେମାଲ): ନୂଆପଡା ଉପନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି । ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି। ମା’ ଓ ସ୍ତ୍ରୀଙ୍କ…

ପୁଣି ଥରେ ମହାକାଶରେ ବଡ଼ ସଫଳତା ହାସଲ କଲେ ଭାରତୀୟ ବୈଜ୍ଞାନିକ, ସୌରମଣ୍ଡଳ ବାହାରୁ ନେଲେ ଏମିତି ଫଟୋ

ନୂଆଦିଲ୍ଲୀ,୨୦ା୧୧: ଭାରତୀୟ ବୈଜ୍ଞାନିକମାନେ ପୁଣି ଥରେ ମହାକାଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭୌତିକ ଗବେଷଣାଗାର (PRL)ର ବୈଜ୍ଞାନିକମାନେ ମାଉଣ୍ଟ ଆବୁରେ ଥିବା ୧.୨-ମିଟର ଟେଲିସ୍କୋପ ବ୍ୟବହାର କରି ଧୂମକେତୁ 3I/ATLASର ଆଶ୍ଚର୍ଯ୍ୟଜନକ ଫଟୋ ଏବଂ ସ୍ପେକ୍ଟ୍ରା କଏଦ କରିଛନ୍ତି। ଧୂମକେତୁ…

ଶପଥ ଗ୍ରହଣ ଉତ୍ସବରେ ରୋଚକ ଦୃଶ୍ୟ, ମଞ୍ଚରେ ପହଞ୍ଚିବା ପରେ ମୋଦିଙ୍କୁ ଦେଖି ହଠାତ୍‌ ନୀତୀଶ…

ପାଟନା,୨୦।୧୧: ଜନତା ଦଳ (ୟୁନାଇଟେଡ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀଶ କୁମାର ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ରେକର୍ଡ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୭୪ ବର୍ଷୀୟ ନୀତୀଶ କୁମାର ୨୦୦୦ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ,…

ପୁଣି ନୀତୀଶଙ୍କ ରାଜୁତି ଆରମ୍ଭ: ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ପାଟନା,୨୦।୧୧: ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଅନ୍ୟ ୨୬ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ…

ବଙ୍ଗୋପସାଗରରେ ପୁଣି ବାତ୍ୟା! ବଙ୍ଗୋପସାଗରରେ ବଡ଼ ହଲଚଲ

ଭୁବନେଶ୍ୱର,୨୦ା୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା ସମ୍ଭାବନା। ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ…

ବିଧାୟକଙ୍କ ପରଲୋକ: ଆଶୀର୍ବାଦ ଦେଇ ଫେରୁଥିବାବେଳେ…

ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ନିର୍ବାଚନମଣ୍ଡଳୀର ସମାଜବାଦୀ ପାର୍ଟି ବିଧାୟକ ଏବଂ ତାଙ୍କ ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା ସୁଧାକର ସିଂହଙ୍କର ଆଜି ସକାଳେ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଗମ୍ଭୀର…

ବିହାର ମୁଖ୍ୟମନ୍ତ୍ରୀ ରୂପେ ନୀତୀଶ କୁମାର ଆଜି ନେବେ ଶପଥ

ପାଟନା,୨୦ା୧୧: ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନିର୍ବାଚିତ ହୋଇଛନ୍ତି। ଏହା ପରେ ସେ ପାଟନାସ୍ଥିତ ରାଜଭବନରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ଆଜି ଜୟ ନେବେ ଶପଥ

ଭୁବନେଶ୍ୱର,୨୦ା୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri