Home Middle

ଭୋପାଳ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ,୩।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ସେ ରାଜା ଭୋଜ ବିମାନବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ର…

ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ ପାଳିତ…

ହାଇଦ୍ରାବାଦ,୩।୮ : ହାଇଦ୍ରାବାଦରେ ଗୁରୁବାର ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ (ଜିରୋ ଶ୍ୟାଡୋ ଡେ) ପାଳିତ ହୋଇଛି। ଏହି ସମୟ ଏକ ବିରଳ ଘଟଣାର ସାକ୍ଷୀ ହୋଇଛି। ସହର ଏହା ପୂର୍ବରୁ ମେ ୯ ରେ ପ୍ରାୟ ୧୨…

ଚାଇନାରେ ନୂଆ ଆଇନ: ପିଲା ଦିନକୁ ୨ ଘଣ୍ଟା ବ୍ୟବହାର କରିବେ ସ୍ମାର୍ଟଫୋନ…

ବେଜିଂ,୩।୮ : ଚାଇନାର ଇଣ୍ଟରନେଟ ୱାଚଡଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ ଗେମ ଚଳାଉଥିବା ଟେନ୍ସେଣ୍ଟ ଏବଂ ବାଇଟ ଡାନ୍ସ ଭଳି ସଂସ୍ଥାକୁ ବଡ଼ ଝଟକା ଲାଗିଛି। ଏବେ ସରକାର ସ୍ମାର୍ଟଫୋନରେ ପିଲାମାନେ କେତେ ସମୟ ବିତାଉଛନ୍ତି ତାହା ରୋକିବା…

କାମେରୁନରେ କଫ୍‌ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍‌ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍‌, ମାମଲା ରୁଜୁ

ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍‌ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ବୋର୍ଡ ମଧ୍ୟପ୍ରଦେଶର ଏହି କଫ୍‌ ସିରଫ ତିଆରି କରୁଥିବା କମ୍ପାନୀକୁ ତୁରନ୍ତ ବନ୍ଦ…

ଡେଲଟା ବିମାନର ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର…

ଓ୍ପାଶିଂଟନ,୩।୮ :  ଅବତରଣ କରିବା ସମୟରେ ଟାୟାରରେ ନିଆଁ ଲାଗିଯିବା ପରେ ଡେଲଟା ଏୟାରଲାଇନ୍ସର ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫଏଏ) କହିଛି। ଏହି ଘଟଣା…

ଦେଶରେ ବେଆଇନ ଭାବେ ରହୁଥିବା ୯ ବାଂଲାଦେଶୀ ନାଗରିକଙ୍କୁ ଗିରଫ କଲା ମହାରାଷ୍ଟ୍ର ଏଟିଏସ

ମୁମ୍ବାଇ,୩।୮: ମୁମ୍ବାଇରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ। ଗୁରୁବାର ମୁମ୍ବାଇ ଏବଂ ନାଭି ମୁମ୍ବାଇରେ ସର୍ଚ୍ଚ ଅପରେସନ କରି ବେଆଇନ ଭାବେ ରହୁଥିବା ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛ ଏଟିଏସ। ସୂଚନା…

ମୋଦି ଏକ ମିନିଟ ପାଇଁ ବି ଆସୁ ନାହାନ୍ତି ସଂସଦ: ଡେରିକ ଓ’ବ୍ରାଇନ…

ନୂଆଦିଲ୍ଲୀ,୩।୮ : ଟିଏମସି ଏମପି ଡେରିକ ଓ’ବ୍ରାଇନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦି ଏପର୍ଯ୍ୟନ୍ତ ଗୋଟିଏ ମିନିଟ ପାଇଁ ମଧ୍ୟ ସଂସଦକୁ ଆସିନାହାଁନ୍ତି। ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ସେ ଆସିବେ ବୋଲି ଘୋଷଣା କରିଛନ୍ତି।…

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ…

ଓ୍ବାଶିଂଟନ,୩।୮ : କଲୋରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକମାନେ ମାନବ ପ୍ରତିରକ୍ଷା ପ୍ରତିରୋଧକ ଜୀବାଣୁ (ଏଚଆଇଭି) ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସୂତ୍ରର ମାତ୍ରା, ନିରାପତ୍ତା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବାରେ ନୂତନ ତଥ୍ୟ ବିକଶିତ କରିଛନ୍ତି।…

ମଣିପୁର ହିଂସା: କୋମ ୟୁନିୟନର ମୁଖ୍ୟଙ୍କୁ ଆକ୍ରମଣ କଲେ ସନ୍ଦିଗ୍ଧ ଉପଦ୍ରବକାରୀ

ଇମ୍ଫାଲ,୩।୮: ହିଂସା ପ୍ରଭାବିତ ମଣିପୁରରେ ସନ୍ଦିଗ୍ଧ ଉପଦ୍ରବକାରୀମାନେ ସଂଖ୍ୟାଲଘୁ କୋମ ସମ୍ପ୍ରଦାୟର ସଭାପତି ସେର୍ଟୋ ଏହାଓଙ୍କ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗି ଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କଇଛି। କୋମ ସଭାପତି ତାଙ୍କ…

୭ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ

ତିରବନ୍ତପୁରମ୍‌,୩।୮: ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇରାନ ଦ୍ୱାରା ମୁକ୍ତ…

ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକ୍‌ା

ପ୍ରୟାଗରାଜ,୩।୮: ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକ୍‌ା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ସର୍ଭେ ପାଇଁ ରୋକିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ସର୍ଭେ ଦ୍ୱାରା କାହାର କୌଣସି କ୍ଷତି ହେବନାହିଁ । ଆହ୍ଲାବାଦ ହାଇକୋର୍ଟ ଭାରତର…

ଚାଇନା ସୀମାରେ ୩ ଟନେଲ ନିର୍ମାଣ କରିବ ଭାରତ…

ନୂଆଦିଲ୍ଲୀ,୩।୮ : ଖୁବ ଶୀଘ୍ର ଭାରତ ଉତ୍ତରାଖଣ୍ଡକୁ ଲାଗିଥିବା ଚାଇନା ସୀମାରେ ତିନୋଟି ଟନେଲ ନିର୍ମାଣ କରିବ। ଯେଉଁଥିପାଇଁ ଦୁଇଟି ଭିନ୍ନ ଘାଟିରେ ଥିବା ଆଇଟିବିପିର ଦୁଇଟି ପୋଷ୍ଟ ମଧ୍ୟରେ ସଂଯୋଗ ସ୍ଥାପନ ସମ୍ଭବ ହେବ। ଏହା ସହିତ, ଏହି ଟନେଲଗୁଡିକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri