ଚନ୍ଦ୍ରରେ ପହଞ୍ଚିବା ଆଶା ମଉଳିଲା: ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ …
ମସ୍କୋ,୨୦।୮ : ରୁଷିଆର ଲୁନା-୨୫ ମିଶନ ଚନ୍ଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଏହି ସୂଚନା ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ, ଲୁନା-୨୫ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ରୁଷିଆର ସ୍ପେସ…
୨୦୨୪ରେ ବିରୋଧୀ ମେଣ୍ଟ ସଦସ୍ୟ ହେବେ ପ୍ରଧାନମନ୍ତ୍ରୀ: ପ୍ରିୟଙ୍କା ଚତୁର୍ବେଦୀ…
ମୁମ୍ବାଇ,୨୦।୮ : ଶିବସେନା (ୟୁବିଟି) ନେତ୍ରୀ ତଥା ଏମପି ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କୁ ବଦଳି କରାଯିବ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି ଭାରତର…
ଶିବରାଜଙ୍କ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କଲେ ଅମିତ ଶାହା
ଭୋପାଳ,୨୦।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ମଧ୍ୟ ପ୍ରଦେଶ ଗସ୍ତରେ ଅଛନ୍ତି। ରବିବାର ଶାହା ଭୋପାଳରେ ଭାରତୀୟ ଜନତା ପାର୍ଟି(ଭାଜପା)ର ୨୦ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡର ନାମ ଗରିବ କଲ୍ୟାଣ ମହାଅଭିଯାନ…
କ୍ଷମତା ଲୋଭରେ ଭାଜପା ଯେକୌଣସି କାର୍ଯ୍ୟ କରିବାକୁ ପଛେଇବ ନାହିଁ: କଂଗ୍ରେସ…
ମୁମ୍ବାଇ,୨୦।୮ : ମହାରାଷ୍ଟ୍ରର କଂଗ୍ରେସ ନେତା ବିଜୟ ୱାଡେଟିୱାର ରବିବାର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜୟ କହିଛନ୍ତି କେନ୍ଦ୍ର ସରକାର କ୍ଷମତା ପାଇଁ ଯେ କୌଣସି ସ୍ତରକୁ ଯାଇପାରିବେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ…
କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ତାଲିକା ପ୍ରକାଶ
ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟ କମିଟିର ତାଲିକା ପ୍ରକାଶ ପାଇଛି।…
୨୦୦୦ ମସିହାଠାରୁ ବଢୁଛି ଭାରତୀୟଙ୍କ ସମ୍ପତ୍ତି, ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ…
ବେର୍ନ,୨୦।୮ : ୟୁନିଅନ ବ୍ୟାଙ୍କ ଅଫ ସ୍ବିଜରଲ୍ୟାଣ୍ଡ (ୟୁବିଏସ) ରୁ ଏକ ରିପୋର୍ଟ ଆସିଛି ଯାହା ଗ୍ଲୋବାଲ ଓ୍ବେଲଥ ରିପୋର୍ଟ ୨୦୨୩’ ନାମରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଏହି ରିପୋର୍ଟ…
ଚାଇନାକୁ ଜମି ଦେଇ ହିନ୍ଦୀ ଚୀନି ଭାଇ-ଭାଇ କହିଥିବା କଂଗ୍ରେସ, ପ୍ରଥମେ ନିଜକୁ ଦେଖୁ: ରାହୁଲଙ୍କୁ ଆଇନା ଦେଖାଇଲେ ସିନ୍ଧିଆ…
ନୂଆଦିଲ୍ଲୀ,୨୦।୮ : ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା ଚିନ୍ତାର ବିଷୟ ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା…
କଂଗ୍ରେସ ଏଏପି କଳିରେ ଭାଜପାକୁ ଲାଭ!
ନୂଆଦିଲ୍ଲୀ,୨୦।୮: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳୁଛି। କଂଗ୍ରେସ ୨୪ ନିର୍ବାଚନରେ ଦିଲ୍ଲୀରେ ଏକା ଲଢିବା ନେଇ ଘୋଷଣା କରିବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଭିତରେ ମତଭେଦ ଦେଖିବାକୁ…
ହରିକେନ୍ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…
କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ…
ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…
ନୂଆଦିଲ୍ଲୀ,୨୦।୮ : ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…
ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…
ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍ ଆଖିରୁ ରାତିର…
ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ…
ଇସଲାମାବାଦ,୨୦।୮: ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ ରାଜନୀତି…
Archives


