Home Middle

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ୟୁକ୍ରେନ…

ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…

ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ ଲାଟିନ ଆମେରିକୀୟ ଦେଶଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି ବିସ୍ତାର କରି ଆମେରିକା ଆଡକୁ…

୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ…

ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ସକ୍ରିୟ: ଡୋଭାଲ…

ଜେଦା,୬।୮ : ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାଉଦି ଆରବ ସହର ଜେଦାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି। ତାଙ୍କ ସହ ଅନ୍ୟାନ୍ୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା…

ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…

ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍‌ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ ଜଣ…

ନବୀନଙ୍କୁ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୫ା୮(ଅନିଲ ଦାସ): ଓଡ଼ିଶାର ମାଓବାଦୀ ଦମନ ନୀତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ଶନିବାର ଲୋକସେବା କନ୍‌ଭେନ୍‌ସନ୍‌…

ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…

ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ ଅଗଷ୍ଟ…

ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…

ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ ୩୦ପର୍ଯ୍ୟନ୍ତ,…

ଆର୍ଜେଣ୍ଟିନାରେ ଭୂକମ୍ପ, ତୀବ୍ରତା ୬.୦…

ବ୍ୟୁଏନ୍ସ ଆରିସ,୫।୮ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଶନିବାର ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ଭୂପୃଷ୍ଠର ୫୮୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ମଧ୍ୟାହ୍ନ ୧୨ଟା…

ମେଟଲ୍‌ ମିଟ୍‌-୨୦୨୩ର ପ୍ରଥମ ଦିବସ କାର୍ଯ୍ୟକ୍ରମ ଶେଷ, ଫିନାଲେରେ ୧୬ଟିମ୍

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ‘ମେଟଲ ମିଟ୍‌-୨୦୨୩’ ଶନିବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆରମ୍ଭ ହୋଇଯାଇଛି। ୨ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ…

ଇମ୍ରାନଙ୍କୁ ଗିରଫ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସ୍ଥଗିତ…

ଇସଲାମାବାଦ,୫।୮ : ପାକିସ୍ତାନରେ ତୋଶଖାନା ମାମଲାରେ ଦଣ୍ଡିତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଲାହୋରରେ ଅବସ୍ଥିତ ତାଙ୍କ ଘର ଜମାନ ପାର୍କରୁ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଖାନଙ୍କ ଗିରଫଦାରୀ ମଧ୍ୟରେ ପାକିସ୍ତାନରେ…

ଆଫଗାନିସ୍ତାନର ସଙ୍କଟ ବୃଦ୍ଧି ପାଇଲା,ବ୍ରିଟେନ ୫୯ ପ୍ରତିଶତ ସହାୟତା ହ୍ରାସ କଲା…

କାବୁଲ,୫।୮ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦିନଠାରୁ ସେଠାରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଏହି ସମୟରେ ଆଫଗାନିସ୍ତାନ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ ସରକାରୀ ବିକାଶ ସହାୟତା (ଓଡିଏ)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri