ଅତିଶୀଙ୍କ ପାଖରେ ୧୪ ବିଭାଗ…
ନୂଆଦିଲ୍ଲୀ,୮।୮ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ମଙ୍ଗଳବାର ସେବା ଏବଂ ଭିଜିଲାନ୍ସ ବିଭାଗର ଦାୟିତ୍ୱକୁ ଜନସମ୍ପର୍କ ବିଭାଗ ମନ୍ତ୍ରୀ ଅତିଶୀ ମାର୍ଲେନାଙ୍କୁ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କର ଦୁଇଟି ପୋର୍ଟଫୋଲିଓର ନେତୃତ୍ୱ ସେ ନେଇଥିଲେ, ଯାହା…
୯ବର୍ଷ ହେଲା ନେତା ରଖିଲେନି ପ୍ରତିଶ୍ରୁତି-ତିଆରି ହେଲାନି ପୋଲ; ଲୋକସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ୩୦୦ ଭୋଟର
ଇଟାନଗର,୮।୮: ଆଉ କେତେଟା ମାସ ପରେ ରାଜ୍ୟରେ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ। ପୁଣି ଆଗକୁ ଅଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ନେତାଠୁ ନେଇ ମନ୍ତ୍ରୀ ସମସ୍ତେ ତତ୍ପର। କିନ୍ତୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲାରେ ଅବସ୍ଥିତ…
ଜାତୀୟତା ବିରୋଧୀ ଖବର ପାଇଁ ନ୍ୟୁଜ କ୍ଲିକ ବିକଶିତ କରାଯାଇଥିଲା, ଚାଇନାରୁ ଆସୁଥିଲା ଟଙ୍କା: ଇଡିର ଦାବି…
ନୂଆଦିଲ୍ଲୀ,୮।୮ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବାମପନ୍ଥୀ ନ୍ୟୁଜ ପୋର୍ଟାଲ ନ୍ୟୁଜ କ୍ଲିକ (ନ୍ୟୁଜ କ୍ଲିକ ବିରୋଧରେ ଇଡି ପ୍ରୋବ) ଚଳାଉଥିବା କମ୍ପାନୀ ବିରୋଧରେ ୮୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ବିଦେଶୀ ଅର୍ଥର ଯାଞ୍ଚ…
ସ୍ବାମୀଙ୍କୁ କଳା କହି ଅପମାନିତ କଲେ ସ୍ତ୍ରୀଙ୍କୁ ମିଳିବ ଛାଡପତ୍ର!
ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଛନ୍ତି। କୋର୍ଟ…
ପୂର୍ବ ଆମେରିକାରେ ଝଡ଼ର ତାଣ୍ଡବ: ୧୦ ଲକ୍ଷ ଲୋକ ଅନ୍ଧାରରେ…
ଓ୍ବାଶିଂଟନ,୮।୮ : ଆମେରିକାରେ ହଠାତ କୁଆପଥର ମାଡ ଓ ପ୍ରବଳ ଝଡ଼ର ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୨୬୦୦ରୁ ଅଧିକ ଆମେରିକୀୟ ବିମାନ ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପାଣିପାଗ ବିଭାଗ ମଧ୍ୟ ଏ ସମ୍ପର୍କରେ…
ଗରିବଙ୍କ ଭାତହାଣ୍ଡିକୁ ମାଡ, ଆଜାଦପୁର ମଣ୍ଡିରେ ଚାଷୀଙ୍କୁ ଭେଟି କଥାହେଲେ ରାହୁଲ
ନୂଆଦିଲ୍ଲୀ,୮।୮: ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକ। କେତେବେଳେ ଟମାଟୋ ମହଙ୍ଗା ହେଉଛି ତ କେତେବେଳେ ଲେମ୍ବୁ। ମଝିରେ ମଝିରେ ପିଆଜ ମଧ୍ୟ ଗରିବର ଭାତଥାଳିକୁ ମାଡ ମାରୁଛି। ବିନା ପରିବାରେ ଭାତକୁ ଲୁଣ ଲଗେଇ ଖାଉଛନ୍ତି। ଏପଟେ ସିଲିଣ୍ଡର ଦାମ୍…
ମୌସୁମୀ ଅଧିବେଶନ ସରିବା ପରେ ଭାଜପା ଚଳାଇବ ଦ୍ୱିତୀୟ ‘କ୍ୱିଟ ଇଣ୍ଡିଆ ମୁଭମେଣ୍ଟ’ ନିଜେ ମୋଦି କଲେ ଘୋଷଣା
ନୂଆଦିଲ୍ଲୀ,୮।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ଭାଜପା ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.A ଉପରେ ଉପଯୁକ୍ତ ପ୍ରତିବାଦ ଆରମ୍ଭ କରିବାକୁ ଯାଉଛି। ସୂଚନାନୁସାରେ, ମଙ୍ଗଳବାର (ଭାଜପା ଏମପିଙ୍କ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଘୋଷଣା…
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ,୮।୮: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଙ୍ଗଳବାର ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ନେଇଛନ୍ତି। ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି।
ଭାରତର ଆଉ ଏକ କଫ ସିରପକୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚଓ
ଜେନେଭା,୮।୮: ଭାରତରେ ପ୍ରସ୍ତୁତ ହେଉଥିବା ନକଲି ଔଷଧ ଓ କଫ ସିରପକୁ ନେଇ କିଛିଦିନ ହେବା ଲଗାତାର ପ୍ରଶ୍ନ ଉଠିଛି। ଏହି ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଏବ୍ଲୁଏଚଓ) ଅନ୍ୟ ଏକ ଭାରତୀୟ କଫ ସିରପ ସମ୍ପର୍କରେ ସତର୍କ ସୂଚନା ଜାରି…
ସ୍ବାଧିନତା ଦିବସରେ ଲାଲ କିଲାରେ ମୋଦିଙ୍କ ହୁଙ୍କାର ଶୁଣିବେ ଆମେରିକା ସାଂସଦ
ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ବାଧିନତା ଦିବସରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ବାଧୀନତା ଦିବସ ଅବସରରେ ଆମେରିକୀୟଙ୍କ ଏକ ଦ୍ୱିଦଳ ଗ୍ରୁପ ଭାରତ ଗସ୍ତ କରୁଛନ୍ତି। ଦ୍ୱିଦଳୀୟ ସଂସଦୀୟ…
ଭାରତର ସ୍ବାଧୀନତା ଦିବସକୁ ଆମେରିକାରେ ବି ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯିବ
ଓ୍ବାଶିଂଟନ,୮।୮: ଭାରତର ସ୍ବାଧୀନତା ଦିବସ ଖୁବ ଶୀଘ୍ର ଆମେରିକାରେ ଏକ ଜାତୀୟ ଦିବସ ଭାବେ ପାଳନ କରାଯାଇପାରେ। ସାଂସଦ ଶ୍ରୀ ଥାନେଦରଙ୍କ ନେତୃତ୍ୱରେ ଏକ ଭାରତୀୟ-ଆମେରିକୀୟ ସାଂସଦ ଆମେରିକାର ସଂସଦର ନିମ୍ନ ଗୃହରେ ଲୋକ ସଭାରେ ଭାରତର ସ୍ବାଧୀନତା ଦିବସକୁ ବିଶ୍ୱର…
ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାର୍ଲାମେଣ୍ଟରେ ହେବ ବିତର୍କ, ସରକାରଙ୍କୁ ଟାର୍ଗେଟ କରିବେ ରାହୁଲ
ନୂଆଦିଲ୍ଲୀ,୮।୮: ବିରୋଧୀଙ୍କ ଦ୍ୱାରା ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ମଙ୍ଗଳବାର ଲୋକ ସଭାରେ ଆଲୋଚନା ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାର ବିଶେଷତ୍ୱ ହେଉଛି ୧୩୩ ଦିନ ଧରି ପୂର୍ବତନ ଏମପି ଥିବା ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରୁ…
Archives


