ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୬।୮ : ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି ଶିକ୍ଷକଙ୍କୁ…
ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…
ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ ଉପରେ ଆର୍ଥିକ କାରବାର ଯାଞ୍ଚ ପାଇଁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ…
ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ…
ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…
ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର ଅର୍ଥ…
ସ୍ପେସଏକ୍ସ ଲଞ୍ଚ କଲା ନୂଆ ସ୍ପେଶ ଷ୍ଟେଶନ ଦଳ, ଏଥିରେ ରହିବେ ୪ ଦେଶର ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୬।୮: ଚାରୋଟି ଦେଶର ୪ ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ ଏକ ନୂଆ ମହାକାଶ ଷ୍ଟେଶନ ଦଳ ଲଞ୍ଚ କରିଛି। ସୂଚନାଯୋଗ୍ୟ, ଚାରିଜଣ ବ୍ୟକ୍ତି ସ୍ପେସ ଏକ୍ସ ଫାଲକନ ୯ ରକେଟରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଏକ ସଫଳ ଉଡାଣ…
ବ୍ରିକ୍ସ ସମ୍ମିଳନୀରେ ମିଳିଲାନି ପାକିସ୍ତାନକୁ ଏଣ୍ଟ୍ରି
ଇସଲାମବାଦ,୨୬।୮: ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୪ରେ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ୬ଟି ନୂଆ ଦେଶ ଯୋଡି ହୋଇଥିଲେ କିନ୍ତୁ ପାକିସ୍ତାନକୁ ସାମିଲ କରାଯାଇ…
ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ପାକିସ୍ତାନୀ ଡାକ୍ତରଙ୍କୁ ୧୮ବର୍ଷ ଜେଲ୍
ଓ୍ବାଶିଂଟନ୍,୨୬।୮: ଆମେରିକାରେ ଏଚ-୧ବି ଭିସା ଉପରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଡାକ୍ତର ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସାହାଯ୍ୟ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଡାକ୍ତର ଜଣକ ଆମେରିକାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମେଣ୍ଟୋରିଆଲ ସ୍ପୋଟର୍ସ ଓ ଲୋନ ଓଲଫ୍…
ହିନ୍ଦୁସ୍ତାନ, ଇଣ୍ଡିଆ ରଖାଯାଇ ପାରିଥାଆନ୍ତା, ‘ଶିବଶକ୍ତି’ କାହିଁକି,ଚନ୍ଦ୍ରାୟନ-୩ ଲ୍ୟାଣ୍ଡିଂ ପଏଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ମୌଲାନା ସୈଫ
ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଛି। ଚନ୍ଦ୍ରାୟାନ-୩ ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ କରି ଭାରତକୁ ଏହି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ଦେଶ ଭାବେ ପରିଚିତ କରାଇଲା। ଏହାସହ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶର ମାନ୍ୟତା ପାଇଲା ଭାରତ। ଏହି…
ଆମେରିକା-ତାଇଓ୍ବାନ ସାମରିକ ଚୁକ୍ତିରେ ଚାଇନା ଖପ୍ପା, ତାଇଓ୍ବାନ ଦ୍ୱୀପରେ କଲା ଶକ୍ତି ପ୍ରଦର୍ଶନ
ବେଜିଂ,୨୬।୮: ନିକଟରେ ୫୦୦ ମିଲିୟନ ଆମେରିକୀୟ ଡଲାର ଚୁକ୍ତିରେ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା। ଏହି ଚୁକ୍ତିରେ ତାଇଓ୍ବାନକୁ ଟାର୍ଗେଟ କରିଛି ଡ୍ରାଗନ। ଚୁକ୍ତିର କିଛି ଦିନ ପରେ ଚାଇନା ୧୨ଟି ବିମାନ ଓ ଜାହାଜକୁ ତାଇଓ୍ବାନ ଦ୍ୱୀପ ଆଡକୁ ପଠାଇଛି।…
ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ପଦ ପ୍ରାର୍ଥୀ ଥର୍ମନଙ୍କ ବଡ ବୟାନ
ସିଙ୍ଗାପୁର,୨୬।୮: ସିଙ୍ଗାପୁର ଯେ କୌଣସି ସମୟରେ ଜଣେ ଅଣ-ଚାଇନା ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତୁତ ରହିଛି॥ ଭାରତୀୟ ମୂଳ ବାସିନ୍ଦା ତଥା ରାଷ୍ଟ୍ରପତି ପ୍ରାର୍ଥୀ ଥର୍ମନ ଶନମୁଗରତ୍ନମ ସେପ୍ଟେମ୍ବର ୧ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହା କହିଛନ୍ତି। ସିଙ୍ଗାପୁରର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ…
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ବେଙ୍ଗାଲୁରୁ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ମହିଳା ବୈଜ୍ଞାନିକଙ୍କ ସହ କଥା ହୋଇଛନ୍ତି। ଏହି ମହିଳା ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩ର ଅଂଶ ଥିଲେ। ପ୍ରଧkାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ-୩ର ସପ୍ଟ ଲ୍ୟାଣ୍ଡିଂର ସଫଲ ମିଶନ ପାଇଁ ସେମାନଙ୍କର ମହତ୍ୱପୂର୍ଣ୍ଣ…
ମେଘାଳୟର ଶାଲ, ଛତିଶଗଡ଼ର ଡୋକରା କଳାକୃତି ଗ୍ରୀସ ନେତାଙ୍କୁ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିବସୀୟ ଗ୍ରୀସ ଗସ୍ତ ସମୟରେ ସେଠାରେ ତାଙ୍କ ସମକକ୍ଷଙ୍କୁ ଭାରତୀୟ ଲୋକ ସଂସ୍କୃତି ସହ ଜଡିତ ଉପହାର ଦେଇଛନ୍ତି। ଏହି ଉପହାରରେ ପ୍ରଧାନମନ୍ତ୍ରୀ ମେଘାଳୟରୁ ତେଲେଙ୍ଗାନା ପର୍ଯ୍ୟନ୍ତ କଳାକୃତିକୁ ସାାମିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Archives


