ଛୋଟ ବୁଢ଼ିଆଣୀ ଭୟରେ ବନ୍ଦ ହେଲା ଅଷ୍ଟ୍ରିଆର ସୁପର ବଜାର…
ଭିଏନା,୧୨।୮ : ଅଷ୍ଟ୍ରିଆର ଏକ ସୁପର ବଜାରରେ ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଦେଖିବାକୁ ମିଳିଛି ଯାହାର କାମୁଡ଼ା ଯନ୍ତ୍ରଣାଦାୟକ। ଏହା ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ। ବୁଢ଼ିଆଣୀ ଦେଖିବା ପରେ ଭୟରେ ସୁପର ବଜାର ବନ୍ଦ ହୋଇଯାଇଥିଲା। ଫକ୍ସ ନ୍ୟୁଜ ରିପୋର୍ଟ…
ଜୀବନ ସହ ବାଜି ଲଗାଇ ସୁରକ୍ଷିତ ରଖିବାକୁ ହେବ କିମ୍ଙ୍କ ଫଟୋ, ନ ହେଲେ ମୃତ୍ୟୁଦଣ୍ଡ…
ପ୍ୟୋଙ୍ଗୟାଙ୍ଗ,୧୨।୮ : ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନ ଦେଇ ସୁରକ୍ଷିତ ରଖିବାକୁ ପଡ଼ିବ। ଟାଇଫୁନ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ପବନ…
ଶ୍ରୀଲଙ୍କାରେ ଚାଇନା ଯୁଦ୍ଧପୋତ: ଭାରତର ବଢ଼ିଲା ଚିନ୍ତା…
କଲମ୍ବୋ,୧୨।୮ : ଚାଇନାର ପିପୁଲ୍ସ ଲିବରେଶନ ଆର୍ମିର ଯୁଦ୍ଧ ଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା ନୌସେନା ସୂଚନା ଦେଇଛି ଚାଇନା ଯୁଦ୍ଧପୋତ କଲମ୍ବୋ ବନ୍ଦରରେ ଶନିବାର ପର୍ଯ୍ୟନ୍ତ ରହିବ। ଗତ ବର୍ଷ ମଧ୍ୟ ଶ୍ରୀଲଙ୍କା ବନ୍ଦରରେ ଚାଇନାର ଏକ ଗୁପ୍ତଚର ଜାହାଜ…
କ୍ରିମିୟା ବ୍ରିଜ୍ ଉପରେ ୟୁକ୍ରେନର ଆତଙ୍କବାଦୀ ଆକ୍ରମଣ
ମସ୍କୋ,୧୨ା୮: ୟୁକ୍ରେନ-ରୁଷିଆ ବିବାଦ ଥମିବାର ନାଁ ନେଉନି। ପରସ୍ପର ଆକ୍ରମଣ ପ୍ରତି ଆକ୍ରମଣ ଦୀର୍ଘଦିନ ଧରି କରି ଚାଲିଛନ୍ତି। ଶନିବାର ୟୁକ୍ରେନ ରୁଷିଆ ଉପରେ ପ୍ରତିଶୋଧ ନେଇଛି। ରୁଷିଆର କ୍ରିମିୟା ବ୍ରିଜ ଉପରେ ୟୁକ୍ରେନ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରିଛି।…
ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ କଟକଣା ଜାରି କଲା ରୁଷିଆ…
ମସ୍କୋ,୧୨।୮ : ୟୁକ୍ରେନ ସହିତ ଚାଲିଥିବା ବିବାଦ ମଧ୍ୟରେ, ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ ଆପଲ ଆଇଫୋନ ବ୍ୟବହାରକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି କହିଛି ମନ୍ତ୍ରୀ ମକସୁଟ ଶାଦେଭ ରୁଷିଆର ଡିଜିଟାଲ ବିକାଶ ମନ୍ତ୍ରଣାଳୟ…
ଯୁଦ୍ଧ ସମୟରେ ଲାଞ୍ଚ ନେବା ଦେଶଦ୍ରୋହ, ସେନାର ସମସ୍ତ ପ୍ରମୁଖ ବରଖାସ୍ତ: ୟୁକ୍ରେନ୍ର କଠୋର ପଦକ୍ଷେପ…
କିଭ,୧୨।୮ : ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁର୍ନୀତି ବିରୋଧରେ ଏକ କଠୋର ପଦକ୍ଷେପ ନେଇଛନ୍ତି। ସେ ୟୁକ୍ରେନର ଆଞ୍ଚଳିକ ସେନା ନିଯୁକ୍ତି କେନ୍ଦ୍ରର ସମସ୍ତ ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ତାଙ୍କ ଘୋଷଣାରେ ଏହି ଲୋକଙ୍କୁ ବରଖାସ୍ତ ବିଷୟରେ କହିଛନ୍ତି।…
ଆଦିବାସୀଙ୍କ ସହିତ ପାରମ୍ପରିକ ପୋଷାକରେ ନୃତ୍ୟ କଲେ ରାହୁଲ, ଭିଡ଼ିଓ ଭାଇରାଲ…
ଚେନ୍ନାଇ,୧୨।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଦୁଇ ଦିନିଆ ତାମିଲନାଡୁ ଏବଂ କେରଳ ରାଜ୍ୟ ଗସ୍ତରେ ଅଛନ୍ତି। ଶନିବାର ତାମିଲନାଡୁର ଓଟି ନିକଟ ମୁଥୁନାଡୁ ଗ୍ରାମରେ ଟୋଡା ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ସହ ସେ ଏକ ଆଦିବାସୀ ନୃତ୍ୟରେ…
ପାକିସ୍ତାନ ଫେରିବେ ନଓ୍ବାଜ ସରିଫ!
ଇସଲାମବାଦ,୧୨।୮: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ତେବେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ସୁପ୍ରିମକୋର୍ଟ…
ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…
ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପରିଚାଳିତ ଏବଂ ସଙ୍କଟ ସମୟରେ ଏହା ମହିଳାମାନଙ୍କୁ ତୁରନ୍ତ ସହାୟତା ଯୋଗାଇଥାଏ। ଏହା ପରାମର୍ଶଦାତା,…
ଚର୍ମ ରଙ୍ଗକୁ ଚିହ୍ନଟ କରିବା ପାଇଁ କ୍ୟାମେରା ପ୍ରସ୍ତୁତ କରୁଛି ଚାଇନା
ବେଜିଂ,୧୨।୮: ଚାଇନା ନିଜ ଦେଶର ନାଗରିକଙ୍କ ଉପରେ ନଜର ରଖିବା ପାଇଁ ଆପଣାଇଛି ନୂଆ ରାସ୍ତା। ନିଜ ଦେଶର ନାଗରିକଙ୍କ ଗତିବିଧିକୁ ନଜର ରଖିବା ପ୍ରସ୍ତୁତ କରିଛି ନୂଆ ଟେକ୍ନୋଲଜିର ସିସିଟିଭି କ୍ୟାମେରା। ଏହାକୁ ଖୁଲାସା କରିଛ ଆମେରିକାର ଆଇପିଭିଏମ (ଇଣ୍ଟରନେଟ…
ଶାନ୍ତି ପାଇଁ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା କରିବା ଜରୁରୀ: ଫାରୁକ ଅବଦୁଲା…
ଶ୍ରୀନଗର,୧୨।୮ : ନ୍ୟାଶନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର କହିଛନ୍ତି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କିମ୍ବା ଜମ୍ମୁ-କଶ୍ମୀରରେ ରାଲି ଆୟୋଜନ କରିବା କେବଳ ଏକ ପ୍ରହଶନ। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ନିଷ୍ଠାପର…
ବ୍ରିଟିଶ ସମୟର ଆଇନ ପରିବର୍ତ୍ତନ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି, ନିର୍ଯାତିତ ହେବେ ସାଧାରଣ ଲୋକେ: ସିବଲ…
ନୂଆଦିଲ୍ଲୀ,୧୨।୮ : ୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି ବ୍ରିଟିଶ ସମୟର ଭାରତୀୟ ପେନାଲ କୋଡ (ଆଇପିସି) କୁ ବଦଳାଇବା ପାଇଁ ଅଣାଯାଉଥିବା ଭାରତୀୟ…
Archives


