ଏହି ଷ୍ଟେଶନରୁ ୬ ଟ୍ରେନ୍ ୧ ମାସ ପାଇଁ ହେବ ବାତିଲ
ଜୟପୁର,୧୬ା୮: ଯଦି ଆପଣ ଜୟପୁର ଜଙ୍କସନରୁ ଟ୍ରେନ୍ରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଟ୍ରେନର ଅବସ୍ଥାନ ଜାଣିରଖନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ ଜୟପୁର ରେଳ ଷ୍ଟେଶନରୁ ଚାଲୁଥିବା ୬ଟି ଟ୍ରେନ୍ ୧ ମାସ ପାଇଁ ଆଂଶିକ ବାତିଲ…
ଭାରତକୁ ପ୍ରଶଂସା କଲା ରୁଷିଆ
ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରଶଂସା କରି ଲାଭ୍ରୋଭ କହିଛନ୍ତି, ଯୁଦ୍ଧର ସମାଧାନ ଖୋଜିବାରେ ଭାରତ…
କେନ୍ଦ୍ର କ୍ୟାବିନେଟ୍: ଇ-ବସ୍ ସେବା, ବିଶ୍ୱକର୍ମା ଯୋଜନାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୧୬ା୮: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ।…
୧୭ ନାଇଜର ସେନା ମୃତ
ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଟୋରୋଡି କମ୍ୟୁନିଟି ନିକଟରେ ନାଇଜର ସେନାର…
ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ
ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା।…
ଅଗଷ୍ଟ ଯାଏଁ ଟେକ୍ କମ୍ପାନୀରେ ୨.୨୬ଲକ୍ଷ କର୍ମଚାରୀ ଛଟେଇ
ନୂଆଦିଲ୍ଲୀ,୧୬।୮: କରୋନା ପରେ ଚଳିତ ବର୍ଷ ବୈଷୟିକ ଶିଳ୍ପରେ ଅଧିକ ଛଟେଇ ହୋଇଛି। ୨୦୨୩ମସିହାରେ ଏପର୍ଯ୍ୟନ୍ତ ଟେକ୍ କମ୍ପାନୀଗୁଡିକରେ ୨,୨୬,୦୦୦କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଅଲ୍ଟଇଣ୍ଡେକ୍ସ ତଥ୍ୟ ଅନୁଯାୟୀ, ୨୦୨୨ମସିହାରେ ଛଟେଇ ହୋଇଥିବା ୨,୦୨,୦୦୦ଲୋକଙ୍କ ତୁଳନାରେ ଚଳି ବର୍ଷର ଛଟେଇ ୪୦ଶତକଡା ଅଧିକ।…
ବରଗଡ଼ରେ ହେବ ୩ ନୂଆ ବୃହତ ସେତୁ: ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ା୮(ଅସମାପିକା ସାହୁ): ବରଗଡ଼ ଜିଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା…
ଦେଶରେ ୧୦୦ ସହରରେ ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ: କେନ୍ଦ୍ରର ଘୋଷଣା…
ନୂଆଦିଲ୍ଲୀ,୧୬।୮ : ବୁଧବାର କେନ୍ଦ୍ର ସରକାର ପିଏମଇ-ବସ ସେବା ଅନ୍ତର୍ଗତ ଦେଶର ୧୦୦ଟି ସହରରେ ୧୦ ହଜାର ନୂତନ ବୈଦ୍ୟୁତିକ ବସ ଚାଲିବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଇ-ବସ ସେବାଙ୍କୁ ଅନୁମୋଦନ ଦିଆଯାଇଛି। ଏଥିପାଇଁ, ୬୭୭,୬୧୩ କୋଟି ଟଙ୍କା ଖର୍ଚ୍ଚ…
ହିନ୍ଦୁ ନାବାଳିକାଙ୍କ ସହ ବୁଲିବାରୁ ମୁସଲମାନ ଯୁବକଙ୍କୁ ପିଟିଲେ ଲୋକ, ଭିଡିଓ ଭାଇରାଲ
ମୁମ୍ବାଇ,୧୬।୮: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ନାବାଳିକା ସହ ବୁଲୁଥିଲେ। ତେବେ କିଛି ଲୋକ ମୁସଲମାନ ଯୁବକଙ୍କୁ ଧରି ଷ୍ଟେସନରେ ମାରପିଟ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ…
ବାଦଲ ଫଟା ବର୍ଷାରେ ବୁଡ଼ିଗଲା ୧୦ ହଜାର କୋଟିରୁ ଅଧିକ: ରାଜ୍ୟ ବର୍ଷେ ପଛୁଆ…
ଶିମଲା,୧୬।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟର ୧୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟ…
ହିମାଚଳରେ ବର୍ଷା ବିତ୍ପାତ: ମାଟିରେ ମିଶିଯିବ ଶିମଲା,କୁଲୁ, ସୋଲନ ସହର!
ଶିମଲା,୧୬।୮: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏକ ବଡ ବିପଦକୁ ଡାକି ଆଣିଛି। ଲ୍ୟାଣ୍ଡ ସ୍ଲାଇଡ୍ ହୋଇ ରାଜ୍ୟରେ ପର୍ବତ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଷି ଯାଉଛନ୍ତି। ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ…
ଚିକେନ ଥାଳିରୁ ବାହାରିଲା ମଲା ମୂଷା: ରେଷ୍ଟୁରାଣ୍ଟ ମ୍ୟାନେଜର-କୁକ୍ ଗିରଫ…
ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି।…
Archives


