କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ବିନା ପ୍ରେସକିପସନରେ କିଣିପାରିବେ ଗର୍ଭପାତ ଔଷଧ
ଓ୍ବାଶିଂଟନ୍,୧୭।୮: ବିନା ପ୍ରେସକିପସନରେ କିଣି ପାରିବେ ଗର୍ଭପାତ ଔଷଧ। ଏମ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛି ଆମେରିକାରେ ଫେଡେରାଲ କୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଗର୍ଭପାତ ଔଷଧ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟର…
ଦଳ ବଦଳ କରୁଥିବା ନେତା ହେଉଛନ୍ତି ସୌଦାଗର: ଜ୍ୟୋତିରାଦିତ୍ୟଙ୍କୁ ସମର୍ଥନ କଲେ ଉମାଭାରତୀ…
ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ଉମା ଭାରତୀ ଦଳ ବଦଳ କରୁଥିବା ନେତାଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗୋଟିଏ ପଟେ ଉମା ଭାରତୀ ସେଭଳି ନେତାମାନଙ୍କୁ ସୌଦାଗର ବୋଲି କହିଥିବାବେଳେ…
ଆସୁଛି ଭୟଙ୍କର ଝଡ଼
ଓ୍ବାଶିଂଟନ,୧୭ା୮: ଆଗାମୀ ଦିନରେ ଏକ ଭୟଙ୍କର ଝଡ଼ ‘ହିଲାରୀ’ ଦକ୍ଷିଣ କାଲିଫର୍ନିଆ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଝଡ଼ ଏହି ସପ୍ତାହ ଶେଷରେ…
ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପିବାର ନିୟମ ଅପମାନଜନକ: ହାଇକୋର୍ଟ…
ଜୟପୁର,୧୭।୮ : ଫରେଷ୍ଟ ଗାର୍ଡ କିମ୍ବା ଅନ୍ୟ କୌଣସି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପକୁ ରାଜସ୍ଥାନ ହାଇକୋର୍ଟ ନିନ୍ଦା କରିଛନ୍ତି। ଅଦାଲତ କହିଛନ୍ତି ଶାରୀରିକ ପରୀକ୍ଷଣ ସମୟରେ ଫୁସଫୁସ କ୍ଷମତା ମାପିବା ପାଇଁ ଛାତି ମାପର…
ଗରିବୀ ହଟାଅ କହି ଗରିବଙ୍କୁ ହଟାଇ ଦେଇଛି କଂଗ୍ରେସ: ରାହୁଲଙ୍କୁ କବିତାଙ୍କ କଟାକ୍ଷ…
ହାଇଦ୍ରାବାଦ,୧୭।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଇ ଏବଂ ବିଆରଏସ ଏମଏଲସିର କବିତା ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଏକ କଟାକ୍ଷ କରି ସେ କହିଛନ୍ତି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହଜାରେ ମୂଷା ମାରିବା ପରେ ହଜରେ ଯାଉଥିବା…
ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଅରୁଣାଚଳମଙ୍କ ପରଲୋକ
ନୂଆଦିଲ୍ଲୀ,୧୭।୮: ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଭିଏସ ଅରୁଣାଚଳମଙ୍କ ପରଲୋକ। ୨୦୧୫ରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡିଆରଡିଓର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର,୧୭ା୮: ୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର…
ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ପୁରୀ,୧୭ା୮(ଅଜିତ ମହାନ୍ତି): ଗୁରୁବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା, ପାର୍ଶ୍ୱ ଦେବଦେବୀ ଓ ବିମଳା ମନ୍ଦିରରେ ଦର୍ଶନ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା…
ଜୟ ଶାହା -ଦ୍ରାବିଡଙ୍କ ମଧ୍ୟରେ ଦୁଇ ଘଣ୍ଟିଆ ବୈଠକ, ବିଶ୍ୱକପ ସମେତ ବଡ ଟୁର୍ନାମେଣ୍ଟ ପ୍ରସ୍ତୁତି ନେଇ ଆଲୋଚନା…
କୋଲକାତା,୧୭।୮ : ଭାରତୀୟ ଦଳ ୨୦୧୩ ପରଠାରୁ ଗୋଟିଏ ବି ଆଇସିସି ଟ୍ରଫି ଜିତି ନାହିଁ। ଏହି ସମୟ ମଧ୍ୟରେ ଦୁଇଟି ଏକଦିବଦୀୟ ବିଶ୍ୱକପ, ଚାରିଟି ଟି -୨୦ ବିଶ୍ୱକପ ଏବଂ ଦୁଇଟି ଆଇସିସି ଟେଷ୍ଟ ବିଶ୍ୱ ଚାମ୍ପିୟନଶିପରେ ଟିମ ଇଣ୍ଡିଆ…
ଇଣ୍ଡିଆ ମେଣ୍ଟରେ ଫାଟ: ଦିଲ୍ଲୀରେ ଏକା ଲଢିବ କଂଗ୍ରେସ
ନୂଆଦିଲ୍ଲୀ,୧୭।୮: ମିଶନ ୨୪କୁ ନେଇ ଅଣ୍ଟା ଭିଡିଲେଣି ସବୁ ଦଳ। ୨୪ ଲୋକସଭା ନିର୍ବାଚରେ ମୋଦିଙ୍କୁ ହରାଇବାକୁ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ତେବେ ଏନଡିଏ ମେଣ୍ଟକୁ ହରାଇବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହୋଇ ଇଣ୍ଡିଆ ମେଣ୍ଟ ଗଠନ…
ଭାରତକୁ ଚାଉଳ-ଚିନି ମାଗିଲା ନେପାଳ…
କାଠମାଣ୍ଡୁ,୧୭।୮ : ଆଗାମୀ ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀର ଅଭାବର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ନେପାଳ ସରକାର ଧାନ, ଚାଉଳ ଏବଂ ଚିନି ଯୋଗାଣକୁ ସହଜ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି। ବାଣିଜ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ଯୁଗ୍ମ…
ଆଜି ସ୍ବାଧୀନତା ଦିବସ ପାଳୁଛି ଇଣ୍ଡୋନେସିଆ, ଏମିତି ଅଭିନନ୍ଦନ ଜଣାଇଲା ଗୁଗ୍ଲ ଡୁଡ୍ଲ
ଜାକର୍ତ୍ତା,୧୭ା୮: ଗୁଗ୍ଲ ଡୁଡ୍ଲ ଇଣ୍ଡୋନେସିଆର ୭୮ ତମ ସ୍ବାଧୀନତା ଦିବସକୁ କଳାକାର ଡାଏଲା ମହାରାଣୀଙ୍କ ଏକ ବିଶେଷ ଫଟୋ ସହିତ ଅଭିନନ୍ଦନ ଜଣାଇଛି। ଇଣ୍ଡୋନେସିଆ ଆନୁଷ୍ଠାନିକ ଭାବରେ ୧୭ ଅଗଷ୍ଟ ୧୯୪୫ରେ ଡଚ୍ ଶାସନରୁ ସ୍ବାଧୀନତା ଲାଭ କରିଥିଲା। ଗୁଗ୍ଲ ଏକ…
Archives


