Home Middle

ବଢିଲା OTET ୨୦୨୫ ଫର୍ମ ପୂରଣ ସମୟସୀମା, ଏହିଦିନ ଯାଏ ମିଳିଲା ସୁଯୋଗ

ଭୁବନେଶ୍ୱର,୨୪ା୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। BSE ଓଡ଼ିଶା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା…

୭୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା ‘ସେନ୍ୟାର’: ଏଠାରେ କରିବ ଲ୍ୟାଣ୍ଡଫଲ୍, ଜାଣନ୍ତୁ ଓଡ଼ିଶାରେ କ’ଣ ରହିବ ପ୍ରଭାବ ?

ଭୁବନେଶ୍ୱର,୨୪ା୧୧: ମାଲାକ୍କା ପ୍ରଣାଳୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ଅଧିକ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର…

ଆସୁଛି ବଡ଼ ବାତ୍ୟା! ଓଡ଼ିଶାରେ…

ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ…

ଅଷ୍ଟମ ବେତନ କମିଶନ ପରେ କେତେ ବଢ଼ିବ CJIଙ୍କ ଦରମା, ଜାଣନ୍ତୁ କ’ଣ ରହିଛି ଆଉ ସବୁ ସୁବିଧା…

ନୂଆଦିଲ୍ଲୀ,୨୪ା୧୧: ଦେଶର ନ୍ୟାୟିକ ବ୍ୟବସ୍ଥାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପାଇଁ ଶପଥ…

ଧର୍ମେନ୍ଦ୍ରଙ୍କ ପରଲୋକ: ବଲିଉଡ୍‌ରେ ଶୋକର ଛାୟା

ମୁମ୍ବାଇ,୧୧।୧୧: ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। କିଛିଦିନ ହେବ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ବଲିଉଡ୍‌ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିକଟରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି…

ଆଜି ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ: ଯୁବ ପରିବେଶବିତ୍‌ମାନେ ଯୋଗଦେବେ

ଭୁବନେଶ୍ୱର,୨୪/୧୧(ବନ୍ଦନା ସେଠୀ):ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନ୍‌କ୍ଲେଭ୍‌ ବା…

୫୨

ଭାରତୀୟ ଗଣମାଧ୍ୟମ ଏବେ ଏକ ବିଷମ ସ୍ଥିତି ଦେଇ ଗତି କରୁଛି। ବିଷମ ସ୍ଥିତିଟି ବୋଇଲେ ଏହା ପୂର୍ବାପେକ୍ଷା ତା’ର ସ୍ବାତନ୍ତ୍ର୍ୟ ହରାଇ ବସିଲା ଭଳି ଦେଖାଯାଉଛି। ଏହା ଜଣାଶୁଣା ଯେ, ଗଣମାଧ୍ୟମ ତିଷ୍ଠିବା ପାଇଁ ବିଜ୍ଞାପନ ଉପରେ ନିର୍ଭର କରିବା…

‘ପ୍ରକୃତି ହିଁ ଭଗବାନ’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଗ୍ରୀନ୍‌ ହିରୋ

ଭୁବନେଶ୍ୱର,୨୪୧୧(ବନ୍ଦନା ସେଠୀ):ପ୍ରକୃତି ହିଁ ଭଗବାନ। ଆଜିର ଯୁବପିଢ଼ି ନୂଆ ନୂଆ ଗାଡି ମଡେଲର ନାଁ ଜାଣୁଛନ୍ତି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ନଁା କହିପାରୁଛନ୍ତି। କିନ୍ତୁ ଆମ ଚାରିପାଖରେ କେତେ ପ୍ରକାର ଗଛ ଅଛି ତାହା ଜାଣିନାହାନ୍ତି, ଚଢ଼େଇ ଚିହ୍ନିପାରିବେ ନାହିଁ। ପୃଥିବୀରେ…

ପ୍ରଯୁକ୍ତି ମାନବକୈନ୍ଦ୍ରିକ ହେଉ

ଜୋହାନ୍ସବର୍ଗ,୨୪ା୧୧: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ଲାଗି ଏକ ଗ୍ଲୋବାଲ କମ୍ପାକ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି୨୦ ସମିଟ୍‌ରେ ଆହ୍ବାନ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗୁଡ଼ିକ ଅର୍ଥକୈନ୍ଦ୍ରିକ ନ ହୋଇ ମାନବକୈନ୍ଦ୍ରିକ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି।…

ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ: ପୋଲିସ୍ ଉପରେ ଚିଲି ସ୍ପ୍ରେ, ୬ ଅଟକ

ନୂଆଦିଲ୍ଲୀ,୨୩ା୧୧: ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ ଠାରେ ବିକ୍ଷୋଭ ହେବା ପରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ ପୋଲିସ୍ ଉପରକୁ ମରିଚ ପାଉଡର (ଚିଲି ସ୍ପ୍ରେ) ମାଡ଼ କରିବାରୁ ୩-୪ ଜଣ ପୋଲିସ୍…

୨୦୨୬ରେ କେଉଁ ଡିଗ୍ରୀ ସବୁଠାରୁ ଅଧିକ ଚାକିରି ଦେବ? ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ରୁ ଜାଣନ୍ତୁ

ନୂଆଦିଲ୍ଲୀ,୨୩ା୧୧: ସଦ୍ୟ ପ୍ରକାଶିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ ଅନୁଯାୟୀ, ଆସନ୍ତା ବର୍ଷଗୁଡ଼ିକରେ ଭାରତରେ ସବୁଠାରୁ ଅଧିକ ନିଯୁକ୍ତି ଯୋଗ୍ୟ ଡିଗ୍ରୀଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ପୂର୍ବପରି କମ୍ପ୍ୟୁଟର ସାଇନ୍ସ (CS) ଏବଂ ଇନଫର୍ମେସନ ଟେକ୍ନୋଲୋଜି (IT) ସ୍ନାତକମାନେ…

Dharitri Climate Film Fest: ମନୁଷ୍ୟର ଚିନ୍ତାଧାରା ପ୍ରଭାବିତ ହେଲେ ସମାଜର ପରିବର୍ତ୍ତନ ହେବ

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ ସଂସ୍କରଣ ରବିବାର ପ୍ରେସ କ୍ଲବ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri