ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମିଳିଲା କ୍ଷତିକାରକ ରାସାୟନିକ କଣିକା!
ନୂଆଦିଲ୍ଲୀ,୧୮।୮: ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି। ଏକ ଅଧ୍ୟୟନ ଅନୁଯାୟୀ, ଆଇଏସଏସରେ ବାୟୁ ଫିଲ୍ଟରରୁ ସଂଗୃହିତ ଧୂଳିରେ…
ପଶ୍ଚିମବଙ୍ଗର ଧୁପଗୁରି ଉପ-ନିର୍ବାଚନ ପାଇଁ ଭାଜପା ଜାରି କଲା ୪୦ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା
କୋଲକତା,୧୮।୮: ପଶ୍ଚିମବଙ୍ଗର ଧୁପଗୁରି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଭାଜପା। ଦଳ ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟ ଭାଜପା ସଭାପତି ଏବଂ ଚାରିଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ରୀୟ…
ମସ୍କୋର ଏକ ବିଲ୍ଡିଂରେ ଖସିପଡ଼ିଲା ୟୁକ୍ରେନ ଡ୍ରୋନ୍
ମସ୍କୋ,୧୮ା୮: ରୁଷିଆର ରାଜଧାନୀ ମସ୍କୋର ମେୟର କହିଛନ୍ତି, କେନ୍ଦ୍ରୀୟ ମସ୍କୋରେ ଆକାଶ ମାର୍ଗରୁ ୟୁକ୍ରେନ୍ ଡ୍ରୋନ୍ ମାଡ଼ କରିଥିଲା। ଏନେଇ ରାଜଧାନୀର ସମସ୍ତ ବେସାମରିକ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ଶୁକ୍ରବାର ମସ୍କୋରେ ଥିବା ଏକ ବିଲ୍ଡିଂରେ ୟୁକ୍ରେନ ଡ୍ରୋନ୍ଟି…
ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ
ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟରରେ ନିର୍ମାଣର ସୁନ୍ଦର ଫଟୋ ଶେୟାର କରିଛନ୍ତି। ତେବେ…
‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବେ ରାଜ୍ୟ ସରକାର’, ଶିବ କୁମାରଙ୍କ ଘୋଷଣା
ବେଙ୍ଗାଲୁରୁ,୧୮।୮: କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶୁକ୍ରବାର ଘୋଷଣା କରଇଛନ୍ତି କି ତାଙ୍କ ସରକାର ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ,ଜାତୀୟ ଶିକ୍ଷା ନୀତି (NEP) ୨୦୨୦ଦେଶର ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟକାରୀ ହେବ। ୨୦୨୦ରେ…
ଟ୍ରମ୍ଫଙ୍କୁ ଜହର ଥିବା ପତ୍ର ପଠାଇଥିବା କାନାଡା ମହିଳାଙ୍କୁ ୨୨ ବର୍ଷ ଜେଲ
ଓ୍ବାଶଇଂଟନ,୧୮।୮: ଆମେରିକାର ଏକ କୋର୍ଟ ଜଣେ କାନାଡିୟ ମହିଳାଙ୍କୁ ୨୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ହେଉଛି କି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଏକ ଜହର ମିଶା ପତ୍ର ପଠାଇଥିଲେ।…
‘ଭାଜପାର ଶକ୍ତି ତା’ର କର୍ମୀ’ ଜିଲା ପଞ୍ଚାୟତ ସମ୍ମିଳନୀରେ ସଙ୍ଗଠନକୁ ଟିପ୍ସ ଦେଲେ ମୋଦି
ନୂଆଦିଲ୍ଲୀ,୧୮।୮: ଶୁକ୍ରବାର ଦାମନ ଓ ଡିଉରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଦୁଇ ଦିବସୀୟ ଜିଲା ପଞ୍ଚାୟତ ସଦସ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେଇ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…
ସ୍ବାଧିନତା ଦିବସରେ ବି ଶୁଣାଣି କଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ,୧୮।୮: ଜଣେ ୧୮ ବର୍ଷୀୟ ଆଦିବାସୀ ଛାତ୍ରଙ୍କ ଇଞ୍ଜିନିୟର ହେବା ସ୍ବପ୍ନକୁ ପୂରଣ କରିବା ଲାଗି ବମ୍ବେ ହାଇକୋର୍ଟ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅର୍ଥାତ୍ ଛୁଟି ଦିନରେ ବି ମାମଲାର ଶୁଣାଣି କରିଛନ୍ତି। ଜାତି ଅନୁସନ୍ଧାନ କମିଟି ଦ୍ୱାରା ଗୌରବ ବାଘ…
ଶୀଘ୍ର ଭାରତ ଫେରିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୮: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବାର ସମ୍ଭାନା ରହିଛି। ଆମେରିକାର ଅଦାଲତ ପାକିସ୍ତାନ ମୂଳ ବାସିନ୍ଦା ଏହି କାନାଡିଆ ବିଜନେସ ମ୍ୟାନଙ୍କ ଅପିଲକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ…
ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍
ଟେନ୍ସା,୧୮ା୮(ଡି.ଏନ୍.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି ରେଳଷ୍ଟେଶନ ରେଳଧାରଣା ପାଶର୍ବରୁ ଡିଭିଏଫ୍ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ…
କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମୃତ, ୪ ନିଖୋଜ
କାଜାକିସ୍ତାନ,୧୮ା୮: କାଜାକିସ୍ତାନର ଆର୍ସେଲର ମିତ୍ତଲ କୋଇଲା ଖଣିରେ ଅଗ୍ନିକାଣ୍ଡ ଘଟି ଜଣେ ଖଣି ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ଶୁକ୍ରବାର କମ୍ପାନୀ କହିଛି, ଉଦ୍ଧାରକାରୀମାନେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛନ୍ତି। ଏହି ଖଣିରେ ମୋଟ୍…
ଇସ୍ତଫା ଦେଲେ ମାଉଇ ଜରୁରୀକାଳିନ ମୁଖ୍ୟ
ନ୍ୟୁୟର୍କ,୧୮ା୮: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମାଉଇ ଜରୁରୀକାଳିନ ମୁଖ୍ୟ ହରମାନ ଆଣ୍ଡାୟା ଇସ୍ତଫା ଦେଇଥିବା ମେୟର ରିଚାର୍ଡ ବିସେନ କହିଛନ୍ତି। ହରମାନ ଦ୍ୱୀପପୁଞ୍ଜର ଆଲାର୍ମ ସିଷ୍ଟମକୁ ସକ୍ରିୟ ନ କରିବାରୁ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଲୋକେ ତାଙ୍କୁ…
Archives


