କୁରାନ ପ୍ରତି ଅପମାନ ପ୍ରଦର୍ଶନ: ଇରାନର କଡ଼ା ବିରୋଧ…
ତେହେରାନ,୨୧।୮: ଇରାନର ବୈଦେଶିକ ମନ୍ତ୍ରଣାଳୟ ତେହେରାନରେ ନିଯୁକ୍ତ ଉଭୟ ଦେଶର ଦାୟିତ୍ୱରେ ଥିବା ଦୂତାବାସଗୁଡ଼ିକୁ ଡକାଇ ସ୍ବିଡେନ ଏବଂ ଡେନମାର୍କର ମୁସଲମାନମାନଙ୍କର ଧାର୍ମିକ ଗ୍ରନ୍ଥ କୁରାନକୁ ବାରମ୍ବାର ଅପମାନିତ କରିବା ଘଟଣାରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ସ୍ବିଡେନ ଏବଂ ଡେନମାର୍କରେ…
ସିରିଜ୍ କବ୍ଜା କଲା ଭାରତ
ଡବ୍ଲିନ୍,୨୦ା୮: ଡବଲିନ୍ ଦ ଭିଲେଜ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ୩୩ ରନ୍ରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହି ସିରିଜ୍ କବ୍ଜା କରି ନେଇଛି।…
ଆୟର୍ଲାଣ୍ଡ ଆଗରେ ୧୮୬ ରନ୍ର ଟାର୍ଗେଟ୍
ଡବଲିନ,୨୦।୮: ଡବଲିନ୍ ଦ ଭିଲେଜ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍…
ଟସ୍ ଜିତିଲା ଆୟାର୍ଲାଣ୍ଡ
ଡବଲିନ୍,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଡବଲିନ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଆୟାର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ…
ସିଡବ୍ଲୁସିରେ ଶଶି ଥରୁର-ସଚିନ ସାମିଲ…
ନୂଆଦିଲ୍ଲୀ,୨୦।୮ : କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲୁସି)ରେ ଅଦଳବଦଳ କରାଯାଇଛି। ଏଥିରେ ସଚିନ ପାଇଲଟ ଏବଂ ଶଶି ଥରୁରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସଂଶୋଧିତ କଂଗ୍ରେସ କାର୍ଯ୍ୟକାରୀ କମିଟିରେ…
ଚନ୍ଦ୍ରରେ ପହଞ୍ଚିବା ଆଶା ମଉଳିଲା: ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ …
ମସ୍କୋ,୨୦।୮ : ରୁଷିଆର ଲୁନା-୨୫ ମିଶନ ଚନ୍ଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଏହି ସୂଚନା ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ, ଲୁନା-୨୫ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ରୁଷିଆର ସ୍ପେସ…
୨୦୨୪ରେ ବିରୋଧୀ ମେଣ୍ଟ ସଦସ୍ୟ ହେବେ ପ୍ରଧାନମନ୍ତ୍ରୀ: ପ୍ରିୟଙ୍କା ଚତୁର୍ବେଦୀ…
ମୁମ୍ବାଇ,୨୦।୮ : ଶିବସେନା (ୟୁବିଟି) ନେତ୍ରୀ ତଥା ଏମପି ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କୁ ବଦଳି କରାଯିବ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି ଭାରତର…
ଶିବରାଜଙ୍କ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କଲେ ଅମିତ ଶାହା
ଭୋପାଳ,୨୦।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ମଧ୍ୟ ପ୍ରଦେଶ ଗସ୍ତରେ ଅଛନ୍ତି। ରବିବାର ଶାହା ଭୋପାଳରେ ଭାରତୀୟ ଜନତା ପାର୍ଟି(ଭାଜପା)ର ୨୦ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡର ନାମ ଗରିବ କଲ୍ୟାଣ ମହାଅଭିଯାନ…
କ୍ଷମତା ଲୋଭରେ ଭାଜପା ଯେକୌଣସି କାର୍ଯ୍ୟ କରିବାକୁ ପଛେଇବ ନାହିଁ: କଂଗ୍ରେସ…
ମୁମ୍ବାଇ,୨୦।୮ : ମହାରାଷ୍ଟ୍ରର କଂଗ୍ରେସ ନେତା ବିଜୟ ୱାଡେଟିୱାର ରବିବାର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜୟ କହିଛନ୍ତି କେନ୍ଦ୍ର ସରକାର କ୍ଷମତା ପାଇଁ ଯେ କୌଣସି ସ୍ତରକୁ ଯାଇପାରିବେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ…
କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ତାଲିକା ପ୍ରକାଶ
ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟ କମିଟିର ତାଲିକା ପ୍ରକାଶ ପାଇଛି।…
୨୦୦୦ ମସିହାଠାରୁ ବଢୁଛି ଭାରତୀୟଙ୍କ ସମ୍ପତ୍ତି, ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ…
ବେର୍ନ,୨୦।୮ : ୟୁନିଅନ ବ୍ୟାଙ୍କ ଅଫ ସ୍ବିଜରଲ୍ୟାଣ୍ଡ (ୟୁବିଏସ) ରୁ ଏକ ରିପୋର୍ଟ ଆସିଛି ଯାହା ଗ୍ଲୋବାଲ ଓ୍ବେଲଥ ରିପୋର୍ଟ ୨୦୨୩’ ନାମରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଏହି ରିପୋର୍ଟ…
ଚାଇନାକୁ ଜମି ଦେଇ ହିନ୍ଦୀ ଚୀନି ଭାଇ-ଭାଇ କହିଥିବା କଂଗ୍ରେସ, ପ୍ରଥମେ ନିଜକୁ ଦେଖୁ: ରାହୁଲଙ୍କୁ ଆଇନା ଦେଖାଇଲେ ସିନ୍ଧିଆ…
ନୂଆଦିଲ୍ଲୀ,୨୦।୮ : ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା ଚିନ୍ତାର ବିଷୟ ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା…
Archives


