ଉତ୍ତରାଖଣ୍ଡର ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଡେରାଡୁନ,୨୧ା୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ ପ୍ରଶାସନ…
ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମରେ ଚନ୍ଦ୍ରୟାନ -୩ ରସପ୍ଟ ଲ୍ୟାଣ୍ଡିଂର ଦୃଶ୍ୟ ଭାରତୀୟ ମହାକାଶ ଗବେଷଣା ସଂଗଠନ…
ବଡ ସଫଳତା! ଚନ୍ଦ୍ରାୟନ ୨ର ଅର୍ବିଟରେ ସ୍ଥାପନ ହେଲା ଚନ୍ଦ୍ରାୟନ ୩ର ଲ୍ୟାଣ୍ଡର, ଉଭୟଙ୍କ ମଧ୍ୟରେ ହେଲା ସମ୍ପର୍କ
ବେଙ୍ଗାଲୁରୁ,୨୧।୮: ଭାରତର ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଚନ୍ଦ୍ର କକ୍ଷପଥରେ ବୁଲୁଛି ଏବଂ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରୋ କହିଛି ଯେ ବୁଧବାର ଅର୍ଥାତ୍ ଅଗଷ୍ଟ ୨୩ ରାତି ୬ଟା ୪ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ…
ଜି-୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟଙ୍କୁ ଭେଟିବେ ବାଇଡେନ
ଓ୍ବାଶିଂଟନ,୨୧ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ମାସରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିବାକୁ ଚିନ୍ତା କରୁଛନ୍ତି ବୋଲି…
ବର୍ନାଡୋ ଆରେଭାଲୋ ହେବେ ଗୁଏଟମାଲାର ପରବର୍ତ୍ତି ରାଷ୍ଟ୍ରପତି
ଗୁଏଟମାଲା,୨୧।୮: ବର୍ନାଡୋ ଆରେଭାଲୋ ଗୁଏଟମାଲାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରବିବାର ପର୍ଯ୍ୟନ୍ତ ଗୁଏଟମାଲାରେ ରାଷ୍ଟ୍ରପତି ନିର୍ବାଚନର ୯୫ ପ୍ରତିଶତ ଭୋଟ ଗଣତି ହୋଇ ସାରିଥିଲା, ଯେଉଁଥିରେ ୫୯.୧ ପ୍ରତିଶତ ଭୋଟ ବର୍ନାଡୋ ଆରେଭାଲୋଙ୍କୁ ମିଳିଥିଲା। ବର୍ନାଡୋ ଆରେଭାଲୋ ପୂର୍ବତନ ପ୍ରଥମ ମହିଳା…
ୟୁକ୍ରେନର ଦୁଇ ଡ୍ରୋନ୍ ନଷ୍ଟ କଲା ରୁଷିଆ, ୫୦ ବିମାନ ଉଡ଼ାଣରେ ବାଧା
ମସ୍କୋ,୨୧ା୮: ସୋମବାର ମସ୍କୋ ଆଡ଼କୁ ଆକ୍ରମଣ ପାଇଁ ଆସୁଥିବା ଦୁଇଟି ୟୁକ୍ରେନ ଡ୍ରୋନକୁ ରୁଷିଆ ନଷ୍ଟ କରିଦେଇଛି। ଏହି ସମୟରେ ମସ୍କୋରେ ୫୦ଟି ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ରୁଷିଆର ବିମାନ ଚଳାଚଳ କର୍ତ୍ତୃପକ୍ଷ ରୋସାଭିଆଟିୟା କହିଛନ୍ତି, ମସ୍କୋର ଚାରୋଟି ମୁଖ୍ୟ…
ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଏଏପି
ନୂଆଦିଲ୍ଲୀ,୨୧।୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ର ବୈଠକରେ ଆମ ଆଦମୀ ପାର୍ଟି (ଏଏପି) ସାମିଲ ହେବ। ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଶ୍ଚିତ କରିଛନ୍ତି। ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ସେପ୍ଟେମ୍ବରରେ ହେବ। ଅନେକ ପ୍ରସଙ୍ଗରେ…
ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୨୧।୮: ୨୦୨୩ ଏସୀୟ କପ୍ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳରେ ୧୭ ଜଣଙ୍କ ଚୟନ କରାଯାଇଛି। ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ୨୦୨୩ ଏସିଆ କପ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ),…
ନା ପାସପୋର୍ଟ, ନା ପାଖରେ ଟିକଟ ପାଇଁ ଟଙ୍କା, ଲିବିୟାରେ ଫସି ରହିଥିବା ୧୭ ଭାରତୀୟ ଫେରିଲେ ସ୍ବଦେଶ…
ନୂଆଦିଲ୍ଲୀ,୨୧।୮ : ଲିବିୟାରେ ଏକ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ବନ୍ଦୀ ହୋଇଥିବା ୧୭ ଜଣ ଭାରତୀୟ ନାଗରିକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ପରେ ଭାରତକୁ ଫେରାଇ ଅଣାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ରହୁଥିବା ଭାରତୀୟ ନାଗରିକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।…
ବଳାତ୍କାର ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୧।୮ : ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ବଳାତ୍କାର ପୀଡିତାଙ୍କୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ବିବାହ ପୂର୍ବରୁ ଗର୍ଭବତୀ ହେବା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।…
କଂଗ୍ରେସ ଭଳି ଭାଜପାରେ ନାହିଁ ଗୋଷ୍ଠୀକନ୍ଦଳ: ଟିକେଟ ବଣ୍ଟନ ନେଇ କହିଲେ ଜ୍ୟୋତିରାଦିତ୍ୟ…
ଭୋପାଳ,୨୧।୮ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାବେଳେ ଭାଜପା ବିଜୟର କାରକ ଗୁଡ଼ିକୁ ବିଚାର କରିଥାଏ। ଅପରପକ୍ଷରେ…
ପିଏମ ଧନ ଜନ ଯୋଜନା ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଲା, ଜମା ହୋଇଛି ୨ ଲକ୍ଷ କୋଟି…
ନୂଆଦିଲ୍ଲୀ,୨୧।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପଦକ୍ଷେପ ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା’ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଥିକ ଅନ୍ତର୍ଭୁକ୍ତିକୁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମରେ ଜନ ଧନ ଆକାଉଣ୍ଟ ଖୋଲିବା ଏବଂ ସେଥିରେ…
Archives


