ଗୌତମ ଗମ୍ଭୀର ‘ହାଏ ହାଏ’: ଭାରତର ଭୟଙ୍କର ପରାଜୟ’ ପରେ ପ୍ରଶଂସକଙ୍କ ତୀବ୍ର ପ୍ରତିକ୍ରିୟା
ଗୁଆହାଟି,୨୬।୧୧: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୪୦୮ ରନର ବୃହତ୍ ବ୍ୟବଧାନରେ ପରାଜିତ ହେବା ପରେ ବୁଧବାର ଗୁଆହାଟିର ବର୍ସାପାରା ଷ୍ଟାଡିୟମ୍ ବାହାରେ କ୍ରୋଧିତ ପ୍ରଶଂସକମାନେ “ଗୌତମ ଗମ୍ଭୀର ହାଏ ହାଏ’ ନାରା ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟେଷ୍ଟ୍…
ଭୁବନେଶ୍ୱରରେ ଅବୈଧ ଗର୍ଭପାତ ବଟିକା ବିକ୍ରି ଉପରେ ଚଢ଼ାଉ ଆରମ୍ଭ
ଭୁବନେଶ୍ୱର,୨୬।୧୧: ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ, ଭୁବନେଶ୍ୱର ପକ୍ଷରୁ ସହରର ଫାର୍ମାସିଗୁଡ଼ିକରେ ଅବୈଧ ଗର୍ଭପାତ ବଟିକା ବିକ୍ରି ଉପରେ ଚଢ଼ାଉ ଆରମ୍ଭ କରାଯାଇଛି। ଅଧିକାରୀମାନେ ଚନ୍ଦ୍ରଶେଖରପୁର ଅଞ୍ଚଳର ଶୈଳଶ୍ରୀ ବିହାରସ୍ଥିତ ବିଭିନ୍ନ ମେଡିକାଲ ଷ୍ଟୋରରେ ଚଢ଼ାଉ କରିଛନ୍ତି। ଅନେକ ମାମଲାରେ କର୍ତ୍ତୃପକ୍ଷ ଲାଇସେନ୍ସ…
ସମ୍ମତିକ୍ରମେ ବ୍ରେକ୍ ଅପ କଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬ା୧୧: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସମ୍ମତିକ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ…
ମୃତ୍ୟୁ ପାଇଁ ଇସି ଦାୟୀ
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ କରାଯାଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବହୁ ବାଦବିବାଦ ଉପୁଜିଥିଲା। ବିହାରର ସମୁଦାୟ ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିଲେ। ସେଠାରେ ବିରୋଧୀମାନେ…
ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି
ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ…
ଜାତୀୟ ହାର ତୁଳନା: ଓଡ଼ିଶାର ମୁଣ୍ଡ ପିଛା ଆୟ କମ୍
ଭୁବନେଶ୍ୱର,୨୬।୧୧(ରବିନାରାୟଣ ଜେନା): ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ(ପର୍ କ୍ୟାପିଟା ଇନ୍କମ୍) ଜାତୀୟ ହାର ତୁଳନାରେ ବହୁ ପଛରେ ରହିଛି। ଜାତୀୟ ସ୍ତରରେ ୨ଲକ୍ଷ ୧୬୨ ଟଙ୍କା (୨,୪୪୦ ଡଲାର) ରହିଥିବାବେଳେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ୧ ଲକ୍ଷ…
ଆଜି ‘ଜାତୀୟ ଦୁଗ୍ଧ ଦିବସ’, ଭାରତରେ ୮ କୋଟିରୁ ଅଧିକ ଚାଷୀ ହେଉଛନ୍ତି ଉପକୃତ
ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।…
“ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ”: ଚାଇନାର ଦାବି ପରେ କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୫।୧୧: ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଚାଇନାର ଶାଂଘାଇ ବିମାନ ବନ୍ଦରରେ ୧୮ ଘଣ୍ଟାରୁ ଅଧିକ ସମୟ…
୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର,୨୫।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମଠାରେ ଅନୁଷ୍ଠିତ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ୧୨ଟି ବିଭାଗରେ ନବନିଯୁକ୍ତି ପାଇଥିବା ୭,୨୯୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ…
“ଅରୁଣାଚଳ ଆମର ଅଞ୍ଚଳ”: ଭାରତୀୟ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କଲା ଚାଇନା
ନୂଆଦିଲ୍ଲୀ,୨୫।୧୧: ଅରୁଣାଚଳ ପ୍ରଦେଶର ଜଣେ ଭାରତୀୟ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ହଇରାଣ କରାଯାଇଥିବା ଅଭିଯୋଗକୁ ଚାଇନା ମଙ୍ଗଳବାର ଖାରଜ କରିଛି। ଏହା ସହିତ ଚାଇନା ବିଦେଶ ମନ୍ତ୍ରାଳୟ ଅରୁଣାଚଳ ପ୍ରଦେଶକୁ “ଜାଙ୍ଗନାନ୍” ବୋଲି କହି ଏହାକୁ ପୁଣି ଥରେ ନିଜର ଅଞ୍ଚଳ…
୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତି ପାଇଁ ଓଡ଼ିଶାକୁ ୫ ଗୁଣା ଅଭିବୃଦ୍ଧି କରିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ୱର,୨୫।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କହିଛନ୍ତି ଯେ, ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥନୀତି ହାସଲ କରିବାକୁ ହେଲେ ଓଡ଼ିଶାକୁ ଆସନ୍ତା ଦଶନ୍ଧି ମଧ୍ୟରେ ପାଞ୍ଚ ଗୁଣା ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଉତ୍କଳ ଚାମ୍ବର…
ପୁରୁଷ କର୍ମଚାରୀଙ୍କ ସମ୍ମୁଖରେ ବସ୍ତ୍ରହୀନ ହେବାକୁ ବାଧ୍ୟ, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ରୋଗୀଙ୍କୁ…
ଯାଜପୁର,୨୫।୧୧: ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ମହିଳା ରୋଗୀମାନେ ଇସିଜି (ECG) ପରୀକ୍ଷା ସମୟରେ ଉପଯୁକ୍ତ ଗୋପନୀୟତା ଅଭାବରୁ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ହୋଇନାହିଁ। ରୋଗୀମାନଙ୍କ ଅନୁଯାୟୀ,…
Archives


